• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Oxygen
ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱ: ରାଜ୍ୟରେ ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କିଭଳି ପରିଚାଳନା କରି ହେବ ସେଥିପାଇଁ ଏହି ଟାସକ ଫୋର୍ସ ଗଠନ କରାଯାଇଛି । ଏଥିରେ…

cm-naveen
ସଂକ୍ରମଣ କମିବା ପାଇଁ ଯାହା ପଦକ୍ଷେପ ନେବା କଥା ତୁରନ୍ତ ନିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କୋଭିଡ୍ ସଂକ୍ରମଣ ସ୍ଥିତି । ଓଡ଼ିଶାରେ ସଂକ୍ରମଣ ମେ’ ୧୩ ତାରିଖରେ ସର୍ବାଧିକ ଥିଲା । ତାପରଠାରୁ ଏହା କମିବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧…

child Vaccination
ଖୁବଶୀଘ୍ର ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା, ପରୀକ୍ଷଣ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

ନୂଆଦିଲ୍ଲୀ:  ଛୋଟ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି ଦିଗରେ ତତ୍ପରତା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପିଲାମାନଙ୍କ ଉପରେ ଟ୍ରାଏଲ କରାଯିବ । ଆସନ୍ତା ୧୦ରୁ ୧୨ ଦିନ ଭିତରେ ୨ରୁ ୧୮ ବର୍ଷର…

Doctor corona
କରୋନା କବଳରେ ଡାକ୍ତର ! ବଢ଼ୁଛି ମୃତ୍ୟୁ ସଂଖ୍ୟା, ସତର୍କତାର ସହ ଚିକିତ୍ସା କରିବାକୁ ପରାମର୍ଶ

ନୂଆଦିଲ୍ଲୀ: କରୋନା କବଳରେ ଡାକ୍ତର । ଦ୍ୱିତୀୟ ଲହର ସଂକ୍ରମଣ ଆରମ୍ଭରୁ ଏଯାଏଁ ଆଖି ବୁଜିଲେଣି ୨୬୯ ଡାକ୍ତର । ଦ୍ୱିତୀୟ ଲହରରେ ମହାମାରୀ କ୍ଷୀପ୍ର ଗତିରେ ବ୍ୟାପୁଥିବା ଏବଂ ଏହା ଅଧିକ ଘାତକ ହେଉଥିବାରୁ ଏତେ ସଂଖ୍ୟକ ଡାକ୍ତରଙ୍କୁ ହରାଇବାକୁ…

Chid corona
ଭାରତ ପରେ ସିଙ୍ଗାପୁରରେ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ୍, କମ୍ ବୟସ୍କଙ୍କ ପ୍ରତି ରହିଛି ବିପଦ

ନୂଆଦିଲ୍ଲୀ: ଭାରତ ପରେ ସିଙ୍ଗାପୁରକୁ ଡରାଇଲା କରୋନାର ନୂଆ ଷ୍ଟ୍ରେନ୍ B.1.617 । ଭାରତରେ ଦ୍ୱିତୀୟ ଲହର ପଛରେ ଏହି ଭାରିଆଣ୍ଟର ପ୍ରମୁଖ ଭୂମିକା ଥିବା ଆଶଙ୍କା କରାଯାଉଥିବା ବେଳେ, ସିଙ୍ଗାପୁରରେ ବି ହଠାତ୍ ସଂକ୍ରମଣ ହାରକୁ ବଢ଼ାଇଛି ଏହି ନିର୍ଦ୍ଦିଷ୍ଟ…

vlcsnap-error997
ସହର ପରେ ଗାଁ ମୁହାଁ ହେଲାଣି କରୋନା ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମାଞ୍ଚଳ

ସହର ଅପେକ୍ଷା ଏବେ ଗାଁରେ ଅଧିକ ବ୍ୟାପୁଛି କରୋନା । ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବଢିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଗାଁ । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳରୁ ଏପ୍ରିଲରେ ୫୧ ପ୍ରତିଶତ ଓ ମେ’ରେ…

Corona
ରାଜଧାନୀରେ ପୁଣି ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୧୫୧ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ…

low pressure
ଆସୁଛି ଲଘୁଚାପ, ନେଇପାରେ ବାତ୍ୟାର ରୂପ; ଓଡ଼ିଶାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ‍ଆସୁଛି ଲଘୁଚାପ । ପ୍ରବଳ ବର୍ଷିବ ! ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ…

arvind-kejriwal
କୋଭିଡରେ ମୃତକଙ୍କ ପରିବାର ପାଇଁ କେଜ୍ରିୱାଲଙ୍କ ବଡ଼ ଘୋଷଣା..

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍ ମୃତକଙ୍କ ପରିବାର ଲାଗି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି । ଖାଲି ସେତିକି ନୁହେଁ ଏହି ସହାୟତା…

Tauktae
ସମୁଦ୍ର ଭିତରେ ତାଉତେର ତାଣ୍ଡବ ! ଗଭୀର ଜଳ ରାଶିରୁ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି

ମୁମ୍ବାଇ: ସମୁଦ୍ର ଭିତରେ ତାଉତେର ତାଣ୍ଡବ ଚାଲିଥିବା ବେଳେ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି । ତାଉତେର କରାଳ ରୂପ ଭିତରେ ଗଭୀର ସମୁଦ୍ରରେ ଏହି ବ୍ୟକ୍ତିମାନେ ଫସି ରହିଥିବା ବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।…

Modi
ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ମୋଦିଙ୍କ ପ୍ରଶଂସା, କହିଲେ ‘ଜିଲ୍ଲା ଜିତିଲେ ଦେଶ ଜିତିବ’

ନୂଆଦିଲ୍ଳୀ: କରୋନା ମୁକାବିଲାରେ ନିୟୋଜିତ ଦେଶର ବିଭିନ୍ନ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂରେ ବିଭିନ୍ନ ରାଜ୍ୟର ଜିଲ୍ଲା ଅଧିକାରୀ ଓ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା ବେଳେ…

online class
ଏଥର ବି ହେବ ଭିଡିଓ କ୍ଲାସ, DHSEର ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ଭିଡିଓ କ୍ଲାସ । ମହାମାରୀ କରୋନା ଯୋଗୁଁ ପୂର୍ବବର୍ଷ ଭଳି ଏଥର ବି ଭିଡିଓ କ୍ଲାସ ଅନୁଷ୍ଠିତ ହେବ । ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ…

corona testing
ଏଣିକି ଗର୍ଭବତୀଙ୍କ ପାଇଁ ଡୋର ଷ୍ଟେପରେ ମିଳିବ ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ବିଏମସିର ଆଉ ଏକ ନୂଆ ପଦକ୍ଷେପ । ଏଣିକି ଗର୍ଭବତୀ ମହିଳାଙ୍କ ଘରକୁ ଯାଇ କରିବ କରୋନା ଟେଷ୍ଟିଂ । ପୂର୍ବରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ନେଇ ବିଏମସି ଘୋଷଣା…

Prisoner
ଜେଲରେ କରୋନା ଭୟ ! ସ୍ପେସାଲ ପାରୋଲରେ ୩ ମାସ ପାଇଁ ବାହାରିଲେ ୧୨୬ କଏଦୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ପେଶିଆଲ୍ ପାରୋଲରେ ଜେଲରୁ ବାହାରିଲେ ଓଡ଼ିଶାର ୧୨୬ କଏଦୀ । ଏମାନଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଇଛି ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ପରେ…

taukte
ତାଉତେ ତାଣ୍ଡବ ! ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ; ସମୁଦ୍ର ମଝିରୁ ଉଦ୍ଧାର କଲେ ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍

କର୍ଣ୍ଣାଟକ: ନିଶ୍ଚିତ ମୃତ୍ୟୁ  ମୁଖରୁ ବର୍ତ୍ତିଗଲେ ୯ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ଉଦ୍ଧାର କରି ସୁରକ୍ଷିତ ଭାବେ କୁଳକୁ ଆଣିଛନ୍ତି । ତାଉତେ ପ୍ରଭାବରେ…

naveen patnaik
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଗାଁ କଲ୍ୟାଣ ସମିତି କରିବ କରୋନା ନିୟନ୍ତ୍ରଣ, ଆଶାକର୍ମୀଙ୍କୁ ମିଳିବ ଦଶ ହଜାର ଟଙ୍କା

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ…

Sputnik-V-2
ଖୁସି ଖବର, ଦୂର ହେବ ଟିକାକରଣ ସମସ୍ୟା ! ଡ. ରେଡ୍ଡୀ ଲ୍ୟାବ୍ ସହ ଶିଳ୍ପା ମେଡିକେୟାର ମଧ୍ୟ ପ୍ରସ୍ତୁତ କରିବ ସ୍ପୁଟନିକ୍-ଭି

ନୂଆଦିଲ୍ଲୀ: ଦେଶ ପାଇଁ ଆଉ ଏକ ଖୁସି ଖବର । ଏଣିକି ସ୍ପୁଟନିକ୍-ଭି ମଧ୍ୟ ଭାରତରେ ହେବ ଉତ୍ପାଦନ । ଏନେଇ ଡ. ରେଡ୍ଡୀ ଲ୍ୟାବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର…

Mamata Banerjee
ଦିଦିଙ୍କ ଧମକ ! କହିଲେ- ‘ଦମ୍ ଅଛି ତ ମତେ ଗିରଫ କର’

କୋଲକତା: ଟିଏମସି କର୍ମୀଙ୍କ ଉତ୍ପାତ । ସିବିଆଇ ଅଫିସ ଆଗରେ ଟେକା ପଥର ମାଡ଼ କଲେ, ଧାରଣାରେ ବସିଲେ । ସୋମବାର ସକାଳୁ ଟିଏମସିର ଚାରି ଜଣ ନେତାଙ୍କୁ ସିବିଆଇ ଉଠାଇ ନେବା ପରେ ଏବେ ଟିଏମସି କର୍ମୀଙ୍କ ଉତ୍ପାତ ଆରମ୍ଭ…

tauktae
ଳ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଲାଣି ତାଉତେ ! ୧୮୫ କିମି ସ୍ପିଡରେ ବହିବ ପବନ, ଉଡ଼ିବ ଛପର

ନୂଆଦିଲ୍ଲୀ: ଖୁବଶୀଘ୍ର ଲ୍ୟାଣ୍ଡଫଲ୍ କରିବ ତାଉତେ । ଆଉ ଲ୍ୟାଣ୍ଡଫଲ୍ ପୂର୍ବରୁ ଉପକୂଳରେ ତାଣ୍ଡବ ରଚିଲାଣି ବାତ୍ୟା ତାଉତେ । ସୋମବାର ରାତିରେ ଗୁଜରାଟ ଉପକୂଳ ଛୁଇଁବ ଏହି ବାତ୍ୟା । ଏଥିପାଇଁ ଏବେଠୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପଶିଲାଣି ଛନକା…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।