ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ? ପଂଚାୟତ ଭୋଟ୍ ପୂର୍ବରୁ ଆଗ୍ରେସିଭ୍ ମୁଡରେ ବିରୋଧୀ। ମମିତା-ଚାଷୀ-ବେକାରୀ ପ୍ରସଙ୍ଗରେ ତୀବ୍ର ହେବ ଆନ୍ଦୋଳନ ।
ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜିଲେ । ଦେଖନ୍ତୁ କେମିତି ଗୁରୁବାର ବ୍ରଦ ପାଳନ କରୁଛନ୍ତି ତପସ୍ୱିନୀ ।
ଅନ୍ୟପଟେ କିଛି ଦିନ ପୂର୍ବରୁ ମିୟାମିରେ ରହୁଥିବା ଆଲଭରେଜ୍ କହିଥିଲେ ଯେ, ୧୬ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ଭଳି ଦେଖାଯିବା ପାଇଁ ସେ ନିଜର ବକ୍ଷକୁ ପ୍ଲାଷ୍ଟିକ୍ ସର୍ଜରି କରାଇଥିଲେ । ଏହା ବ୍ୟତୀତ ସେ ମଧ୍ୟ ପୂର୍ବରୁ ନିଶାଖୋର ଥିଲେ ବୋଲି କହିଛନ୍ତି ।
ପୂର୍ବୋତ୍ତର ରାଜ୍ୟ ମେଘାଳୟରେ କଂଗ୍ରେସକୁ ବଡ଼ ଧରଣର ଝଟ୍କା । ବିଧାନସଭାରେ ଥିବା କଂଗ୍ରେସର ୧୭ ଜଣ ବିଧାୟକଙ୍କ ଭିତରୁ ୧୨ ଜଣ ଦଳରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଏଥିରେ ଟପ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲାଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।
ଭିଡିଓଟିକୁ ଦେଖିଲେ ଲାଗୁଛି ଯେ, ଗୋଟିଏ କୁକୁର କ୍ରିକେଟ୍ ଖେଳୁଛି । ତେବେ ପୋଷା କୁକୁର କ୍ରିକେଟ୍ ଖେଳିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଠି କୁକୁର ୱିକେଟ୍ କିପିଂ କରୁଛି ଏବଂ ଫିଲ୍ଡିଂ ମଧ୍ୟ କରୁଛି ।
ଏହା ଭିତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସେ ପ୍ରଥମେ ଦଳରେ ସ୍ଥାନ ପାଇନଥିଲେ ।
ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ବିନା କାରଣରେ ସରକାରୀ ଅର୍ଥ ବା ଲୋକଙ୍କ ଟଙ୍କାରେ ହେଲିକପ୍ଟର ଧରି ବୁଲୁଛନ୍ତି । ହେଲିକପ୍ଟର ଖର୍ଚ୍ଚ ଲୋକଙ୍କ ଟିକସ ଟଙ୍କାରୁ ହେଉଛି ।
ଆଫଗାନିସ୍ତାନରେ ମହିଳାଙ୍କୁ ସିରିଏଲ୍ ମନା । ଯେଉଁ ଟିଭି ସିରିଏଲ୍ କିମ୍ବା ଫିଲ୍ମରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତାଲିବାନର ନିର୍ଦ୍ଦେଶ ।
ଆମେରିକାରେ କ୍ରିଷ୍ଟମାସ ପରେଡ୍ ଚାଲିଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନାଲି ରଂଗର ଏକ ଏସୟୁଭି ମାଡ଼ିଯାଇ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଏବେ ବି ଉପାନ୍ତ ଅଞ୍ଚଳରେ ହେଉ କି ସହରଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନି । ଲୋକେ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି । ଅନେକ ଗାଁକୁ ଏବେ ପକ୍କା ରାସ୍ତାଟିଏ ନାହିଁ । ବିଦ୍ୟୁତ ଆଲୋକ...
ପ୍ରାକୃତିକ ସମ୍ପଦର ଅଡିଟ୍ କରିବେ ସିଏଜି । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି ।
ଆସନ୍ତା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି ।
୧୮୫ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୧୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି । ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ତୃତୀୟ ଓଭରରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ।
ଥାନାରେ ସୟୋନୀ ଘୋଷଙ୍କୁ ପଚରା ଉଚରା କରାଯାଉଥିଲା । ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଲୋକଙ୍କ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ରହିଛି ।
କଫି ଚାଷୀଙ୍କ ମତରେ ବଣ, ପାହାଡ଼ ଘେରା ପରିବେଶ ଆଉ ଉନ୍ନତ ମାଟି କୋରାପୁଟ କଫିର ଗୁଣବତ୍ତାକୁ ସମୃଦ୍ଧ କରିପାରୁଛି । ଯେଉଁଥିପାଇଁ ଏହା କର୍ଣ୍ଣାଟକର କୁର୍ଗା ହେଉ ବିଶ୍ୱର ଅନ୍ୟ ନାମୀ ବ୍ରାଣ୍ଡକୁ ଟକ୍କର ଦେଇପାରୁଛି ।
ଯାତ୍ରା, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଆଦିରେ କଳା ପରିବେଷଣ ପାଇଁ ନୂଆ ଗାଇଡଲାଇନ୍ସରେ ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ କଳାକାରଙ୍କ ମନରେ ଉତ୍ସାହ ଫେରିଛି ସତ । ପ୍ରସ୍ତୁତି ବି ଆରମ୍ଭ ହୋଇଛି, ସରଞ୍ଜାମକୁ ସଜ କରାଯାଉଛି । ହେଲେ ମନରେ କିନ୍ତୁ ଖୁସି କମ୍, ଦ୍ୱନ୍ଦ୍ୱ ବେଶୀ ।
ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଜିଲ୍ଲା ବୁଲି ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟୁଛନ୍ତି । ମନ୍ତ୍ରୀମାନେ ମଧ୍ୟ ବ୍ଲକକୁ ଯାଇ ଏଇ କାମରେ ଲାଗିଛନ୍ତି । ତେବେ ଯେଉଁ ସବୁ ସିଟ୍ରେ ବିଜେପିର ସାଂସଦ ଓ ବିଧାୟକ ଅଛନ୍ତି ଓ ଯେଉଁଠି ବିଜେଡିର ସଙ୍ଗଠନ ସେତେଟା ମଜଭୁତ ନାହିଁ, ତାକୁ...
ହର୍ଷଲ ପଟେଲ ହେଉଛନ୍ତି ଟି-ଟ୍ୱେଣ୍ଟିରେ ଭାରତର ୯୪ତମ ଖେଳାଳି । ସେ ୧୯ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏଥିରେ ସେ ମ୍ୟାଚ୍ ୱିନର ମଧ୍ୟ ଥିଲେ । ହର୍ଷଲଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଗଲା ।
ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳ ସଭାରେ ଉପବାଚସ୍ପତିଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନୀତି ।