• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Corona
ରାଜଧାନୀରେ ପୁଣି ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୧୫୧ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ…

low pressure
ଆସୁଛି ଲଘୁଚାପ, ନେଇପାରେ ବାତ୍ୟାର ରୂପ; ଓଡ଼ିଶାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ‍ଆସୁଛି ଲଘୁଚାପ । ପ୍ରବଳ ବର୍ଷିବ ! ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ…

arvind-kejriwal
କୋଭିଡରେ ମୃତକଙ୍କ ପରିବାର ପାଇଁ କେଜ୍ରିୱାଲଙ୍କ ବଡ଼ ଘୋଷଣା..

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍ ମୃତକଙ୍କ ପରିବାର ଲାଗି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି । ଖାଲି ସେତିକି ନୁହେଁ ଏହି ସହାୟତା…

Tauktae
ସମୁଦ୍ର ଭିତରେ ତାଉତେର ତାଣ୍ଡବ ! ଗଭୀର ଜଳ ରାଶିରୁ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି

ମୁମ୍ବାଇ: ସମୁଦ୍ର ଭିତରେ ତାଉତେର ତାଣ୍ଡବ ଚାଲିଥିବା ବେଳେ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି । ତାଉତେର କରାଳ ରୂପ ଭିତରେ ଗଭୀର ସମୁଦ୍ରରେ ଏହି ବ୍ୟକ୍ତିମାନେ ଫସି ରହିଥିବା ବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।…

Modi
ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ମୋଦିଙ୍କ ପ୍ରଶଂସା, କହିଲେ ‘ଜିଲ୍ଲା ଜିତିଲେ ଦେଶ ଜିତିବ’

ନୂଆଦିଲ୍ଳୀ: କରୋନା ମୁକାବିଲାରେ ନିୟୋଜିତ ଦେଶର ବିଭିନ୍ନ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂରେ ବିଭିନ୍ନ ରାଜ୍ୟର ଜିଲ୍ଲା ଅଧିକାରୀ ଓ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା ବେଳେ…

online class
ଏଥର ବି ହେବ ଭିଡିଓ କ୍ଲାସ, DHSEର ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ଭିଡିଓ କ୍ଲାସ । ମହାମାରୀ କରୋନା ଯୋଗୁଁ ପୂର୍ବବର୍ଷ ଭଳି ଏଥର ବି ଭିଡିଓ କ୍ଲାସ ଅନୁଷ୍ଠିତ ହେବ । ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ…

corona testing
ଏଣିକି ଗର୍ଭବତୀଙ୍କ ପାଇଁ ଡୋର ଷ୍ଟେପରେ ମିଳିବ ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ବିଏମସିର ଆଉ ଏକ ନୂଆ ପଦକ୍ଷେପ । ଏଣିକି ଗର୍ଭବତୀ ମହିଳାଙ୍କ ଘରକୁ ଯାଇ କରିବ କରୋନା ଟେଷ୍ଟିଂ । ପୂର୍ବରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ନେଇ ବିଏମସି ଘୋଷଣା…

Prisoner
ଜେଲରେ କରୋନା ଭୟ ! ସ୍ପେସାଲ ପାରୋଲରେ ୩ ମାସ ପାଇଁ ବାହାରିଲେ ୧୨୬ କଏଦୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ପେଶିଆଲ୍ ପାରୋଲରେ ଜେଲରୁ ବାହାରିଲେ ଓଡ଼ିଶାର ୧୨୬ କଏଦୀ । ଏମାନଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଇଛି ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ପରେ…

taukte
ତାଉତେ ତାଣ୍ଡବ ! ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ; ସମୁଦ୍ର ମଝିରୁ ଉଦ୍ଧାର କଲେ ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍

କର୍ଣ୍ଣାଟକ: ନିଶ୍ଚିତ ମୃତ୍ୟୁ  ମୁଖରୁ ବର୍ତ୍ତିଗଲେ ୯ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ଉଦ୍ଧାର କରି ସୁରକ୍ଷିତ ଭାବେ କୁଳକୁ ଆଣିଛନ୍ତି । ତାଉତେ ପ୍ରଭାବରେ…

naveen patnaik
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! ଗାଁ କଲ୍ୟାଣ ସମିତି କରିବ କରୋନା ନିୟନ୍ତ୍ରଣ, ଆଶାକର୍ମୀଙ୍କୁ ମିଳିବ ଦଶ ହଜାର ଟଙ୍କା

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ…

Sputnik-V-2
ଖୁସି ଖବର, ଦୂର ହେବ ଟିକାକରଣ ସମସ୍ୟା ! ଡ. ରେଡ୍ଡୀ ଲ୍ୟାବ୍ ସହ ଶିଳ୍ପା ମେଡିକେୟାର ମଧ୍ୟ ପ୍ରସ୍ତୁତ କରିବ ସ୍ପୁଟନିକ୍-ଭି

ନୂଆଦିଲ୍ଲୀ: ଦେଶ ପାଇଁ ଆଉ ଏକ ଖୁସି ଖବର । ଏଣିକି ସ୍ପୁଟନିକ୍-ଭି ମଧ୍ୟ ଭାରତରେ ହେବ ଉତ୍ପାଦନ । ଏନେଇ ଡ. ରେଡ୍ଡୀ ଲ୍ୟାବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର…

Mamata Banerjee
ଦିଦିଙ୍କ ଧମକ ! କହିଲେ- ‘ଦମ୍ ଅଛି ତ ମତେ ଗିରଫ କର’

କୋଲକତା: ଟିଏମସି କର୍ମୀଙ୍କ ଉତ୍ପାତ । ସିବିଆଇ ଅଫିସ ଆଗରେ ଟେକା ପଥର ମାଡ଼ କଲେ, ଧାରଣାରେ ବସିଲେ । ସୋମବାର ସକାଳୁ ଟିଏମସିର ଚାରି ଜଣ ନେତାଙ୍କୁ ସିବିଆଇ ଉଠାଇ ନେବା ପରେ ଏବେ ଟିଏମସି କର୍ମୀଙ୍କ ଉତ୍ପାତ ଆରମ୍ଭ…

tauktae
ଳ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଲାଣି ତାଉତେ ! ୧୮୫ କିମି ସ୍ପିଡରେ ବହିବ ପବନ, ଉଡ଼ିବ ଛପର

ନୂଆଦିଲ୍ଲୀ: ଖୁବଶୀଘ୍ର ଲ୍ୟାଣ୍ଡଫଲ୍ କରିବ ତାଉତେ । ଆଉ ଲ୍ୟାଣ୍ଡଫଲ୍ ପୂର୍ବରୁ ଉପକୂଳରେ ତାଣ୍ଡବ ରଚିଲାଣି ବାତ୍ୟା ତାଉତେ । ସୋମବାର ରାତିରେ ଗୁଜରାଟ ଉପକୂଳ ଛୁଇଁବ ଏହି ବାତ୍ୟା । ଏଥିପାଇଁ ଏବେଠୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପଶିଲାଣି ଛନକା…

ambulance
ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର: ଏଣିକି ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ ହେଲା ଦର । ପ୍ରତ୍ୟେକ ବର୍ଗର ଅମ୍ବୁଲାନ୍ସ ପାଇଁ ସରକାର ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ ରାଜ୍ୟ ପରିବହନ…

covaxin
‘ୟୁକେ ଷ୍ଟ୍ରେନ୍ ଏବଂ ଭାରତର ଭ୍ୟାରିଆଣ୍ଟ ବିରୋଧରେ ଅଧିକ ପ୍ରଭାବୀ କୋଭାକ୍ସିନ’

ନୂଆଦିଲ୍ଲୀ: କରୋନା ମହାମାରୀର ୟୁକେ ଷ୍ଟ୍ରେନ୍ ଏବଂ ଭାରତରେ ଦେଖାଦେଇଥିବା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବୀ ହେଉଛି କୋଭାକ୍ସିନ । ଏହି କରୋନା କବଚର ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଦେଖାଦେଇଥିବା B.1.617 ଷ୍ଟ୍ରେନ…

Covid Hospital
ଏଣିକି ସବୁ ହସ୍ପିଟାଲରେ ରହିବ ହେଲ୍ପ ଡେସ୍କ, କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି..

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ହେଲ୍ପ ଡେସ୍କଗୁଡ଼ିକ ସପ୍ତାହ ସାରା…

Dharmendra Pradhan
ପାନିପଥ ରିଫାଇନାରୀ ପକ୍ଷରୁ ଲୋକାର୍ପିତ ହେଲା ବୃହତ କୋଭିଡ୍ ହସ୍ପିଟାଲ

ହରିୟାଣା: ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ଲୋକାର୍ପିତ ହୋଇଛି ବୃହତ କୋଭିଡ୍ ହସ୍ପିଟାଲ । ପାନିପଥ ରିଫାଇନାରୀର ୫ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଳକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣା…

Chid corona
କୋଭିଡ୍ ଆକ୍ରାନ୍ତ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର: କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହେଲା କମିଟି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏହି କମିଟି । DMETଙ୍କ ଅଧ୍ୟକ୍ଷତାରେ ଏହି ୮ ଜଣିଆ କମିଟି ଗଠନ ହୋଇଛି…

vlcsnap-error617
ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ କାହିଁକି ଅଧିକ ଘାତକ ହେଉଛି କରୋନା ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ..

ଭୁବନେଶ୍ୱର: ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ କାହିଁକି ଅଧିକ ଘାତକ ହେଉଛି କରୋନା ? ଗତ ଥର ଅପେକ୍ଷା ଏଥର କଣ ପାଇଁ ଅଧିକ ମୁଣ୍ଡ ନେଉଛି ମହାମାରୀ ? ଏପ୍ରିଲରେ ରାଜ୍ୟରେ ୧୨୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’…

vlcsnap-error316
ନିଜେ ସେ ଗର୍ଭବତୀ, ତଥାପି କରୋନା କାଳରେ ମେଡିକାଲ ଆସି ନବଜାତକଙ୍କ ଯତ୍ନ ନେଉଛନ୍ତି

ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ହୃଦବୋଧ କରି କରୋନା କଷ୍ଟବେଳେ ମଣିଷଙ୍କ ସେବା କରିଚାଲିଛନ୍ତି ଅନେକ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ନାନା ଅନୁଷ୍ଠାନ । ସେମାନଙ୍କ ଭିତରୁ ଆଜି ଆମେ ଦୁଇ ଦମ୍ପତିଙ୍କ ସେବା…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।