ଫ୍ଲାୱାର ପାର୍କ ଭିତରେ ଫୁଲକୁ ତୋରାଣ ଆକୃତିରେ ସଜାଯାଇଛି । ପାର୍କ ଭିତରେ ବିଭିନ୍ନ ସ୍ଥାନରେ ଫୁଲ ଦ୍ୱାରା ହାତୀର ପ୍ରତିକୃତି ନିର୍ମାଣ କରାଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୬ଟି ୱିକେଟ୍ ହରାଇ ୧୬୪ ରନ୍ କରିଥିବା ବେଳେ ୧୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ ।ଭାରତ ମୋଟ୍ ୫ ୱିକେଟ୍ ହରାଇ ୧୯.୪ ଓଭରରେ ୧୬୬ ରନ୍ କରି ବିଜୟ ହୋଇଛି ।
କେହି କିଛି ଭାବିବା ଆଗରୁ ହଠାତ ଲିଭିଯାଏ ଜୀବନ ଦୀପ । ଆପଣାର ଲୋକଙ୍କୁ ଆଖି ସାମ୍ନାରେ ହାତ ଧରି ଡାକି ନେଇଯାଏ କାଳ ଯମ ।
୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି ।
ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ଜଗତସିଂହପୁର ଜିଲ୍ଲାର ଏଇ ବର୍ଷୀୟାନ ରାଜନେତା ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ବିଜୁବାବୁଙ୍କୁ ଟକ୍କର ଦେଇ ସେ ପରେ ତାଙ୍କର ଅତି ବିଶ୍ୱସ୍ତ ହୋଇପାରିଥିଲେ । ରାଜନୀତିର ଅଙ୍କାବଙ୍କା...
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।
ସୁଧାଂଶୁ ଷଢ଼ଙ୍ଗୀଙ୍କୁ କିଛି ଦିନ ପୂର୍ବେ, ପୋଲିସ କମିଶନର ପଦବୀରୁ ବଦଳୀ କରାଯାଇ ପୋଲିସ ଗୃହ ନିର୍ମାଣର ସିଏମ୍ଡି କରାଯାଇଥିଲା । ଏହାପରେ ତାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ତାଙ୍କର ପୁଣି ରେଳବାଇ ପୋଲିସକୁ ବଦଳୀ ହୋଇଛି ।
USFO ଯୋଜନାରେ ୬ ହଜାର ୪୬୬ କୋଟି ଟଙ୍କା ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପହଞ୍ଚ ଜିଲ୍ଲାଗୁଡ଼ିକରେ 4G ଇଣ୍ଟରନେଟ୍ ସେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
୨୦୧୮ରେ ୨୮.୬ ପ୍ରତିଶତ ପିଲା ଟ୍ୟୁସନ ହେଉଥିବା ବେଳେ ୨୦୨୦ରେ ଏହା ୩୨.୫ ପ୍ରତିଶତକୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ସରକାରୀ ସ୍କୁଲରେ ପିଲାଙ୍କ ନାମଲେଖା ୬୫ ଦଶମିକ ୮ ପ୍ରତିଶତରୁ ୭୦.୩ ପ୍ରତିଶତକୁ ବୃଦ୍ଧି ପାଇଛି ।
ସୁରେନ୍ଦ୍ରକୁ ୭ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ଦିଲ୍ଲୀ CBI ଆବେଦନ କରିଛି । ଏଥିସହ ଆସନ୍ତା ୨୬ରେ ଦିଲ୍ଲୀ ସିବିଆଇ କୋର୍ଟରେ ହାଜର ପାଇଁ ଅନ୍ୟ ଜଣେ ଅଭିଯୁକ୍ତ ମନୋରଂଜନ ଦାସକୁ ନୋଟିସ ଜାରି କରାଯାଇଛି ।
ପ୍ରତାପ ପ୍ରାୟ ୫୦ ଲକ୍ଷ ଟଙ୍କା ଏହି ୨ଟି ଫିଲ୍ମରେ ଲଗାଇଥିଲେ । ପ୍ରତାପ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବେ ଜମା ହୋଇଛି ପ୍ରାୟ ଦେଢ଼ କୋଟି ଟଙ୍କା ।
ଶେଷ ଟ୍ରିପ୍ ଅର୍ଥାତ୍ ୪ଟା ବେଳେ ଥିବା ଟ୍ରିପ୍ରେ ପର୍ଯ୍ୟଟକ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଅଧାରେ ଅଟକି ଥିଲା ଟ୍ରେନ୍ । ଯାନ୍ତ୍ରିକ ତ୍ରୁଟି ପାଇଁ ଟୟ ଟ୍ରେନ୍ଟି ଅଧାରେ ଅଟକିଥିବା କୁହାଯାଉଛି ।
ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି ।
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍, ଦେଶ ପାଇଁ ଲଢ଼ିଛନ୍ତି ।
ଆଜି ହେଉଛି ପବିତ୍ର ବଡଓଷା । ବାବା ଧବଳେଶ୍ୱରଙ୍କୁ ଗଜଭୋଗ ଅର୍ପଣ କରାଯାଏ । ଏଇ ପୀଠର ରହିଛି ବହୁତ ମାହାତ୍ମ୍ୟ । ଲୋକକଥା ଅନୁସାରେ ବାବା ଏଇଠି କଳା ବଳଦକୁ ଧଳା କରିଦେଇଥିଲେ ।
ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା ।
ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି ।
ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍, ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍-୨୦୨୧ରେ ଭାଗ ନେବା ପାଇଁ ଦୁଇଦିନ ତଳେ ଉଗାଣ୍ଡାରେ ପହଞ୍ଚିଥିଲା । ଏହି ଟିମରେ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳି ପ୍ରମୋଦ ଭଗତ, ମନୋଜ ସରକାର ଓ ବାକି ଖେଳାଳି ସାମିଲ ଅଛନ୍ତି ।
ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି ।