ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଥିଲେ ।
ଆଜି ସକାଳେ ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନରେ, ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଛି ।
ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି...
ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ ।
ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା ।
ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏନେଇ SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନ୍ ।
ବେକାର ଆଦିବାସୀ ଯୁବକ ଯୁବତୀଙ୍କୁ ଦେଇଛନ୍ତି ନିଯୁକ୍ତି । ଏବେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ୨୦ ଜଣଙ୍କୁ ଏହି ଦୁଇ ବନ୍ଧୁ ଦେଇଛନ୍ତି ନିଯୁକ୍ତି । ସେମାନଙ୍କୁ କରାଇଛନ୍ତି ରୋଜଗାରକ୍ଷମ ।
ଆମେରିକାରେ ବର୍ତ୍ତମାନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ସରକାରଙ୍କ ବୁଷ୍ଟର ଡୋଜ୍ ଦେବା ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମଡର୍ଣ୍ଣା ସିଇଓ ଷ୍ଟିଫେନ୍ ବାନସେଲ କହିଛନ୍ତି ।...
କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ବିୟୋଗ ହୋଇଛି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ପ୍ରଥମେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ମଇଦାନକୁ ଓହ୍ଲାଇଥିଲା ନ୍ୟୁଜିଲ୍ୟାଣ୍ଡ । ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ । ଗପ୍ଟିଲ୍ ୧୫ ବଲରେ ୩ ଚୌକା ଓ ୨ ଛକା...
ଆରଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍ରେ ରଖାଯାଇ ନାହିଁ ।
ମୋଲଟେନ୍ ମେଟାଲ ନାଁରେ କରାଯାଇଥିବା ସୁନା ଚୋରାଚାଲାଣ ବିରୋଧୀ ଅପରେସନ ବେଳେ DRIକୁ ବିପୁଳ ସୁନା ମିଳିଥିଲା । ସୁନାର ଏହି ଚୋରା କାରବାରରେ କିଛି ଭାରତୀୟଙ୍କ ସମେତ ଚୀନ, ତାଇଓ୍ୱାନ୍ ଓ ଦକ୍ଷିଣ କୋରିଆର ନାଗରିକ ସାମିଲ ଥିବା ସନ୍ଦେହ କରାଯାଉଛି ।
ପ୍ରକାଶମ, ଚିତ୍ତୋର, ନେଲୁର ଓ କଡପ୍ପା ଜିଲ୍ଲାରେ ଭୟଙ୍କର ବର୍ଷା ଯୋଗୁଁ ବିଷମ ପରିସ୍ଥିତି ଦେଖା ଦେଇଛି । ତିରୁପତି ସହରର ବିଭିନ୍ନ ତଳି ଅଞ୍ଚଳରେ ବର୍ତ୍ତମାନ ୮ରୁ ୯ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ।
ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ।
ବୁଢ଼ାବଳଙ୍ଗ କୂଳରେ ଭିକାରୀ ମେଳା । ଭିଡ଼ ଲଗାଇଥିଲେ ଉଭୟ ଦାନ ଦେଲାବାଲା ଓ ନେଲାବାଲା । ଏଭଳି ଦୃଶ୍ୟ ବାଲେଶ୍ୱର ସହର ଉପକଣ୍ଠ ବାଲିଘାଟରେ ଦେଖିବାକୁ ମିଳିଛି ।
ବର୍ଷେ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ମୁହଁରେ ଫୁଟିଛି ହସ । ସମସ୍ତେ ସ୍ୱାଗତ କରିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ । ଚାଷୀ କହିଛନ୍ତି, ବର୍ଷକର ତପସ୍ୟା ପୁରା ହେବାକୁ ଯାଉଛି । ଏବେ ସେମାନେ ନିଶ୍ଚିନ୍ତରେ ଘରକୁ ଫେରିପାରିବେ ।
ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରି ସେ ସିଧା ସଳଖ ଲେଖିଛନ୍ତି ଯେ, ‘ଦମ୍ ଅଛି ତ ଠୋସ୍ ପ୍ରମାଣ ଦିଅନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ପଠାଇବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ୭ ଚାଷୀଙ୍କୁ ଗାଡ଼ି ମଡ଼ାଇ ମାରି ଜେଲରେ ଅଛନ୍ତି ।
ଆଜି ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହେଲା, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ସବୁଠୁ ଛୋଟ ଓ ଶକ୍ତିଶାଳୀ ହେଲିକପ୍ଟର । ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସେନାର୍ପିତ କରିଛନ୍ତି । ଏହାକୁ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର କୁହାଯାଉଛି ।
ଜୋନପୁର ଅଞ୍ଚଳରେ ଆଜି ଏକ ଘଟଣା ଘଟିଛି । ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖଳାଇ ଦେଇଛ । ସମସ୍ତଙ୍କ ମୁଁହରେ ସମାନ କଥା, କ’ଣ ଏମିତି ବି ହୋଇପାରେ ? ଟଙ୍କା କ’ଣ ଜୀବନଠୁ ମୂଲ୍ୟବାନ ? ଟଙ୍କା ନାହିଁ ବୋଲି କ’ଣ ଜୀବନ ହାରିଦେବା ?