ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରୁ । ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କ ବିରୋଧରେ ।
ଝିଅ ନମିଳିବାରୁ ବାପା ଉମାକାନ୍ତ ଓ ମାଆ ସସ୍ମିତା ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ଘଟଣାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।
ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? ତେବେ ତା...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆମେ ଆପଣଙ୍କୁ କହୁଛୁ ଯେ, ଶ୍ରେୟସ ଆୟରଙ୍କ ଭଳି ତାଙ୍କ ଭଉଣୀ ମଧ୍ୟ ବେଶ୍ ଲୋକପ୍ରିୟ । ଶ୍ରେୟସ ସାରା ବିଶ୍ୱରେ ପରିଚିତ ହୋଇଥିବା ବେଳେ ତାଙ୍କ ଭଉଣୀ ମଧ୍ୟ କିଛି କମ୍ ନୁହଁନ୍ତି ।
ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ ।
୧୭ ଡିସେମ୍ବରରୁ ଭାରତର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି ।
ସଂକ୍ରମଣ ବେକାବୁ । ଭାରି ଭୟଙ୍କର ହେଲାଣି ଏ କରୋନା । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ୩୦ ଥର ରୂପ ବଦଳାଇଲାଣି କରୋନା ।
ସାଢେ ୪ କୋଟି ଲୋକରୁ ପାଖାପାଖି ୩୦ ପ୍ରତିଶତ ଲୋକ ଗରିବ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟର ସ୍ଥିତି ସଙ୍ଗୀନ ।
କାର୍ତ୍ତିକ ପରେ ବି ଖସୁନି ଟମାଟୋ ଦର : ସୁନା ନୁହେଁ ବରଂ ବିଲାତିକୁ ଲୋଭ କରୁଛନ୍ତି ଲୋକେ ।
"ମୁଁ ସୁରକ୍ଷିତ ନୁହେଁ, ମତେ ସୁରକ୍ଷା ଦରକାର" ଏମିତି କହିଲେ ଅପରାଜିତା। ଏହାସହ ଅଭିଯୋଗ କଲେ ଥରେ ମୋ ଅଫିସ ସିଲ୍ କରିଥିଲେ ଏବେ ନିଜ ଦଳର କର୍ମୀମାନଙ୍କୁ ପଠାଇ ଆକ୍ରମଣ କଲେ ।
ଅଙ୍ଗନୱାଡି କେନ୍ଦ୍ରର ସୁପରଭାଇଜର ପରମଜିତ କହିଛନ୍ତି ଯେ, ଗତ ବର୍ଷ କରୋନା ପରେ ହୋଇଥିବା ଲକ୍ଡାଉନ୍ ବେଳେ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ଅସୁବିଧା ହେଉଥିଲା ।
ଏହାକୁ ସଂସଦ ଭବନର ଲାଇବ୍ରେରୀରେ ଏକ ହିଲିୟମ୍ ଗ୍ୟାସ୍ ଚାମ୍ବରରେ ରଖାଯାଇଛି । ବିଶେଷ କରି ଏହି ମୂଳ କପିଟିକୁ ସୁରକ୍ଷତି ରଖିବା ପାଇଁ ଏହି ହିଲିୟମ୍ ଗ୍ୟାସ୍ ଚାମ୍ବର ପ୍ରସ୍ତୁତ କରାଯାଇଛି ।
କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।
ସ୍ୱାଭିମାନ ଅଞ୍ଚଳରେ ଗଂଜେଇ ଚାଷ ନିଷେଧକୁ ଆଦିବାସୀଙ୍କ ବିରୋଧ । ରାଲେଗଡ଼ାରେ ଶତାଧିକ ଆଦିବାସୀଙ୍କ ପ୍ରଜାମେଳି ।
'ଓ ମାଉସୀ... କ'ଣ ମ ବୋହୂକୁ ବାହାରେ ବସାଇଛ ? ବ୍ରାହ୍ମଣ ଘରେ ଏସବୁ ଚଳେନି... । ତୁରନ୍ତ ବୋହୂକୁ ଘରକୁ ନିଅ । ଶୁଣନ୍ତୁ ଶାଶୁଘର ଲୋକଙ୍କୁ କ'ଣ କହୁଛନ୍ତି ସ୍ଥାନୀୟ ଲୋକ ।
କେବେ ହେବ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ? ଆଲୋଚନା ପାଇଁ ଆନ୍ତରିକତା ଦେଖାଇବ କି ଆନ୍ଧ୍ର ? ବିରୋଧୀଙ୍କ ମନରେ ସନ୍ଦେହ, ଆଶାବାଦୀ ବିଜେଡି ।
ଦେଶରେ ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା । ହଜାରେ ପୁରୁଷରେ ଅଛନ୍ତି ୧୦୨୦ ମହିଳା।ରାଜ୍ୟରେ ହ୍ରାସ ପାଇଛି ଶିଶୁକନ୍ୟା ଜନ୍ମହାର । କମିଛି ମହିଳାଙ୍କ ସନ୍ତାନ ପ୍ରସବ କ୍ଷମତା: NFHS
ଶ୍ୱଶୁର ଘର ଆଗରେ ଚତୁର୍ଥ ଦିନରେ ତପସ୍ୱିନୀଙ୍କ ଧାରଣା I ଘର ବାହାରେ ମାଣବସା ବ୍ରତ ପାଳିଲେ ତପସ୍ୱିନୀ I ବୁଝାମଣାରେ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି କରିବାକୁ ବଢିଲା ମତ ।