• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

vijay-mallya-nirav-modi-mehul-choksi-1624430475
ମାଲ୍ୟା-ନିରବ-ଚୋକସିଙ୍କ ଠାରୁ ଜବତ ସମ୍ପତ୍ତି, ବ୍ୟାଙ୍କକୁ ଫେରାଇଲା ଇଡି

ନୂଆଦିଲ୍ଲୀ: ମାଲ୍ୟା, ନିରବ ମୋଦି ଓ ଚୋକସିଙ୍କ ଠାରୁ ଜବତ ୯ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ବ୍ୟାଙ୍କକୁ ହସ୍ତାନ୍ତର କରିଛି ଇଡି । ବିଭିନ୍ନ ବ୍ୟାଙ୍କକୁ ୩ ଜଣ ଯାକ ଠକିଥିବା ଅର୍ଥର ଏହା ୪୧ ପ୍ରତିଶତ ବୋଲି…

Rath yatra
ରଥଯାତ୍ରା ପାଇଁ ଅନୁମତି ପ୍ରସଙ୍ଗ, ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ: ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା ହେବନି ବୋଲି ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ହେଲେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ବିଭିନ୍ନ ସଂଗଠନ ହାଇକୋର୍ଟଙ୍କ…

devsnana purcima
ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ

ପୁରୀ: ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । କୋଭିଡ୍‌ କଟକଣା ଯୋଗୁଁ ପ୍ରଥମେ ବିନା ଭକ୍ତରେ ସ୍ନାନ ଯାତ୍ରା କରିବାକୁ ନିଷ୍ପତି ନିଆ ଯାଇଥିବା…

maa saree
‘ମା’ ଶାଢୀ ଡିଜାଇନରଙ୍କୁ ନେଇ ବଢିଲା ବିବାଦ

ସୋନପୁର: ଚର୍ଚ୍ଚାକୁ ଆସିଥିବା ମା’ ଶାଢୀର ପ୍ରକୃତ ଡିଜାଇନର କିଏ ? ଏହାକୁ ନେଇ ବଢିଛି ବିବାଦ। ରାଜେଶ ମେହେର ଏହି ଶାଢୀର ଡିଜାଇନର ବୋଲି ପ୍ରଥମେ କୁହାଯାଉଥିଲା। ହେଲେ ଏବେ ବହୁଚର୍ଚ୍ଚିତ ଏଇ ମା’ ଶାଢୀର ଅସଲି ଡିଜାଇନର ବୀରମହାରାଜପୁର…

Hocky
ଟୋକିଓ ଅଲିମ୍ପିକ୍‌ସରେ ୩ ଓଡ଼ିଆ ହକି ଖେଳାଳିଙ୍କ ସହ ଜଣେ ଓଡ଼ିଆ ଡାକ୍ତର..

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଏ ପର୍ଯ୍ୟନ୍ତ ୩ ଜଣ ହକି ଖେଳାଳି ନିଜ ସ୍ଥାନ ପକ୍କା କରିଥିବା ବେଳେ ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କୁ ଉଭୟ…

Mandi
ସୁଧୁରୁନି ମଣ୍ଡି ଅବସ୍ଥା, ହଜାର ହଜାର କ୍ୱିଣ୍ଟାଲ ଧାନ ଗଜା ହେଲାଣି...

ମୌସୁମୀ ବର୍ଷା, ଟୋକନ୍ ଲାପ୍ସ ଆଉ ମିଲର୍ସଙ୍କ ମନମାନିରେ ଧନ୍ଦି ହୋଇ ଆକ୍ତାମାକ୍ତା ହେଲେଣି ରବି ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷାରତ ଚାଷୀ । ଗ୍ରାଉଣ୍ଡ ଜିରୋରେ ନଦେଖିଲେ ବିଶ୍ୱାସ ହେବନି । ଅନେକ ସ୍ଥାନରେ ଧାନ ଗଜା ଧରିଗଲାଣି…

Corona
IIT କାନପୁରର ରିପୋର୍ଟ, ଅକ୍ଟୋବର ବେଳକୁ କରୋନାର ତୃତୀୟ ଲହର ପିକ୍‌ରେ ରହିବ..

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଦୋହଲାଇ ଦେବାପରେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା । ସେପ୍ଟେମ୍ବର-ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ ।…

rahul-gandhi
କରୋନା ପରିଚାଳନାରେ ବିଫଳତା ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: କରୋନା ପରିଚାଳନାରେ ବିଫଳତା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହା ସହିତ ତୃତୀୟ ଲହର ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କରୋନା…

rajesh-bhusan
୮୦ ଦେଶରେ ଡେଲ୍‌ଟା, ୧୦ ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ: ରାଜେଶ ଭୂଷଣ

ନୂଆଦିଲ୍ଲୀ: ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ୮୦ ଦେଶରେ ଡେଲ୍‌ଟା ଓ ୧୦ ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ ଚିହ୍ନଟ । ଭାରତ, ଆମେରିକା, ବ୍ରିଟେନ, ପୋଲାଣ୍ଡ, ସୁଇଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ,…

VK pal
ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍‌: ଡାକ୍ତର ଭି.କେ ପଲ୍‌

ନୂଆଦିଲ୍ଲୀ: ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍‌ । ସ୍କୁଲ ଖୋଲିବା ନିଷ୍ପତି ନେବା ଏତେ ସହଜ ନୁହେଁ । ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ନେବା ସହଜ ନୁହେଁ ବୋଲି କହିଛନ୍ତି ନିତି…

Poster Chira
ତେଜୁଛି ଫଟୋ ବିବାଦ, ପୁଣି ଟିକାକରଣ କେନ୍ଦ୍ରରେ ପହଞ୍ଚି ନବୀନଙ୍କ ଫଟୋ ଚିରିଲେ

ବ୍ରହ୍ମପୁର: ସୋମବାର ଭଳି ମଙ୍ଗଳବାର ମଧ୍ୟ ଟିକା କେନ୍ଦ୍ରରେ ଫଟୋ ବିବାଦ । ବ୍ରହ୍ମପୁର ଗିରିରୋଡ୍ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ଫଟୋ ଲାଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ଟିକା କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରି…

Pradeep-majhi
‘କୋଟିଏ ଟଙ୍କା ଲାଞ୍ଚ ନେଇ ଦାମୀ କାର୍‌ ଚଢ଼ୁଛନ୍ତି ଜିଲ୍ଲାପାଳ’

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା…

ratha
ଆମର ବି ହେଉ ରଥଯାତ୍ରା, ଅକ୍ଷୁର୍ଣ୍ଣ ରହୁ ପରମ୍ପରା ! କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା

କେନ୍ଦ୍ରାପଡ଼ା: ଆମର ବି ହେଉ ରଥଯାତ୍ରା । ଅକ୍ଷୁର୍ଣ୍ଣ ରହୁ ପରମ୍ପରା । କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା ଓ ଗତକାଲି ବାରିପଦାରେ ମାନବଶୃଙ୍ଖଳ । କୋଭିଡ୍ ସଂକ୍ରମଣ ପାଇଁ କେବଳ ପୁରୀରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପରେ…

kane-williamson
WTC 2021: ଭାରତ ବିରୋଧରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ନେଲେ ଇଞ୍ଜେକ୍ସନ..

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଲଗାତାର ବର୍ଷା କାରଣରୁ ଏହି ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ ହାଫ୍‌ ଟାଇମ୍‌…

Dilip-Tirkey-
ଦିଲ୍ଲୀପ ତିର୍କି ଓଡ଼ିଶା ହକି ଆଡହକ କମିଟିର ନୂଆ ଚେୟାରମ୍ୟାନ

ଭୁବନେଶ୍ୱର: ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଚେୟାରମ୍ୟାନ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟିର ନୂଆ ଚେୟାରମ୍ୟାନ । ସେହିଭଳି କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା ହେଲେ ସଦସ୍ୟ ଆବାହକ । ଅନ୍ୟପଟେ ଭୋଳାନାଥ ସିଂହ, ରାଜେନ୍ଦ୍ର…

favipiravir
କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା । ଅଧିକ ଖୋଳତାଡ଼ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ STF ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଗଲା ଟିମ୍ । ନକଲି କଂପାନୀ…

Ravi-Shankar-Prasad
‘ସରକାର-ଟ୍ୱିଟର’ ୱାର୍‌; କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସ୍ପଷ୍ଟୀକରଣ, କହିଲେ ନିୟମ ମାନିବାକୁ ବାଧ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାକୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ବିବାଦ ଜଳ ଜଳ କରି ଦିଶୁଛି । ତେବେ ଏହି ବିବାଦ ଉପରେ…

acid-tanker
ଖୋର୍ଦ୍ଧାରେ ଟ୍ୟାଙ୍କରରୁ ଏସିଡ୍ ଲିକ୍, ଚାରିଆଡ଼ ଧୁଆଁମୟ

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ । ଏହା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଯାଇଛି । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଟ୍ୟାଙ୍କର ଗଂଜାମରୁ କୋଲକତା ଯାଉଥିଲା…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।