• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Sania Mirza
ପାକିସ୍ତାନ ସମର୍ଥନରେ ସାନିଆ ମିର୍ଜା ! ବିଶ୍ୱକପ୍‌ ଆରମ୍ଭରୁ ପାକିସ୍ତାନ ସହ ଥିଲେ, ହାରିବାରୁ ଦୁଃଖ କଲେ...

ପାକିସ୍ତାନର ପରାଜୟ ପରେ ସୋସିଆଲ ମିଡିଆରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ନେଇ ଢ଼େର୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ସାନିଆଙ୍କୁ ମ୍ୟାଚ୍‌ ପରଠାରୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

School Reopen
ଭିତ୍ତିଭୂମି ନଥିବା ସ୍ଥାନରେ କେମିତି ହେବ ସଂକ୍ରମଣମୁକ୍ତ ଶିକ୍ଷାଦାନ ?

ଭିତ୍ତିଭୂମି ନଥିବା ସ୍ଥାନରେ କେମିତି ହେବ ସଂକ୍ରମଣମୁକ୍ତ ଶିକ୍ଷାଦାନ ? ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ନା ନା ଆଶଙ୍କା । ସ୍କୁଲ ବିଶୋଧନ ସହ ଆଇସୋଲେସନ୍ ରୁମ୍ ପ୍ରସ୍ତୁତି ପାଇଁ ଏସ୍ଓପି ।

CM Naveen patnaik
ନବୀନ-ଜଗନଙ୍କ ଭେଟ ପରେ ବି ଗ୍ରାଉଣ୍ଡ ଜିରୋରେ ତେଜୁଛି ଅସନ୍ତୋଷ

ନବୀନ-ଜଗନଙ୍କ ଭେଟ ପରେ ବି ଗ୍ରାଉଣ୍ଡ ଜିରୋରେ ତେଜୁଛି ଅସନ୍ତୋଷ I ଆଲୋଚନା ପରେ ତୁଟିବ କି ପୁରୁଣା ବିବାଦ ? ଆନ୍ଧ୍ର-ଓଡ଼ିଶା ନଦୀବନ୍ଧ ପ୍ରକଳ୍ପ ବିବାଦର ହେବ କି ସମାଧାନ ? ଅପେକ୍ଷାରେ ସୀମା ବାସି, ଦାବିପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରିବାକୁ କ୍ଷତିଗ୍ରସ୍ତଙ୍କ ଚେତାବନୀ ।

Chennai Rain
ଚେନ୍ନାଇରେ ଜଳ ପ୍ରଳୟ, ଏବେ ସୁଦ୍ଧା ଗଲାଣି ୧୨ ଜୀବନ

ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ଜଳ ପ୍ରଳୟ । ସପ୍ତାହେ ହେଲାଣି, ବର୍ଷା ଥମିବାର ନାଁ ନେଉନି । କେତେବେଳେ ଝିପି ଝିପି ବର୍ଷା ହେଉଛି, ତ ଆଉ କେତେବେଳେ ପ୍ରବଳ ଛେଚୁଚି । ଘର ଭିତରେ ପାଣି ଜମିରହିଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି ।

Mamita Meher Case
କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା ! ବନ୍ଦ ନୁହେଁ, ହରତାଳ..

ଆସନ୍ତାକାଲି ରାଜ୍ୟରେ କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟ, କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା । ବନ୍ଦ ନୁହେଁ, ହରତାଳ କରିପାରିବ ।

DGP
ନୂଆ ବର୍ଷରେ ନୂଆ ଡିଜିପି । କିଏ ଧରିବେ ରାଜ୍ୟ ପୋଲିସର ମଙ୍ଗ ?

ନୂଆ ବର୍ଷରେ ନୂଆ ଡିଜିପି । କିଏ ଧରିବେ ରାଜ୍ୟ ପୋଲିସର ମଙ୍ଗ ? ଡିଜିପି ଅଭୟଙ୍କ ଅବସର ବିଜ୍ଞପ୍ତି ପରେ ପାୱାର କରିଡର୍ରେ କଳ୍ପନାଜଳ୍ପନା ।

Kangna Ranawat
କଙ୍ଗନା କହିଲେ ଦେଶକୁ ଭିକ୍ଷାରେ ମିଳିଛି ସ୍ୱାଧୀନତା, ଜବାବ ଦେଲେ ବରୁଣ ଗାନ୍ଧି ! ତା’ପରେ କଙ୍ଗନା କହିଲେ..

ଦେଶର ସ୍ୱାଧୀନତା ସଂପର୍କରେ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭିକ୍ଷାରେ ଦେଶ ସ୍ୱାଧୀନତା ପାଇଛି, ଏଭଳି ବୟାନକୁ ନେଇ ବରୁଣ ଗାନ୍ଧି ତାଙ୍କୁ ଟାର୍ଗେଟ୍‌ କରିଥିଲେ । ହେଲେ ଏବେ ଏହାର ପାଲଟା ଜବାବ ଦେଇଛନ୍ତି କଙ୍ଗନା ।

Rohit Sharma
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି ରୋହିତ ଶର୍ମା, ହେଲେ କାହିଁକି ?

ବିରାଟ ଯାଇଛନ୍ତି ଲମ୍ବା ଛୁଟିରେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି ରୋହିତ ଶର୍ମା । ସେପଟେ ଫର୍ମରେ ନାହାନ୍ତି ଅଜିଙ୍କ୍ୟ ରାହାଣେ । ତେବେ କିଏ ଦଳର ଅଧିନାୟକ ? ତାକୁ ନେଇ ଉଠିଛି ପ୍ରଶ୍ନ ।

India Test Cricket Team Captain Against Newzland
ଛୁଟିରେ ଯାଇଛନ୍ତି ବିରାଟ ! ରାହାଣେ ଫର୍ମରେ ନାହାନ୍ତି, ଏବେ ଦ୍ରାବିଡ଼ଙ୍କ ଉପରେ ସମସ୍ତଙ୍କ ନଜର..

ଲମ୍ବା ଛୁଟିରେ ଯାଇଛନ୍ତି ବିରାଟ କୋହଲି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବି ତାଙ୍କ ଖେଳିବା ନେଇ ସନ୍ଦେହ । ତେବେ ତାଙ୍କ ବଦଳରେ କାହା କଣ୍ଟ୍ରୋଲରେ ରହିବ ଦଳ ?

Chennai Rain
ପ୍ରବଳ ବର୍ଷା, ଏୟାରପୋର୍ଟରେ ଫ୍ଲାଇଟ୍‌ ଓହ୍ଲାଇବାକୁ ବି ମନା..

ଆଣ୍ଠୁଏ ଉଚ୍ଚର ପାଣି ସହ ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି । ଏକାଧିକ ହସ୍ପିଟାଲ୍ ଏବେ ଅଚଳ ହୋଇପଡ଼ିଛି । ହସ୍ପିଟାଲ ଭିତରେ ପାଣି ପଶିଯିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବି ବିପର୍ଯ୍ୟସ୍ତ ।

Kangna Ranawat
କାହା ସହ ରିଲେସନ୍‌ସିପ୍‌ରେ ଅଛନ୍ତି କଙ୍ଗନା ? କିଏ ଫସାଇଲା ତାଙ୍କୁ ପ୍ରେମରେ...

ନିଜର ଆଗାମୀ ବୈବାହିକ ଜୀବନ ବିଷୟରେ କଙ୍ଗନା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ମା’ ହେବେ ।

Para Athlete Venkatesh At Rashtrapati Bhavan
ରାଷ୍ଟ୍ରପତି ଭବନରେ ବିରଳ ଦୃଶ୍ୟ, ପୁରଷ୍କାର ଦେବାକୁ ଖୋଦ୍‌ ରାଷ୍ଟ୍ରପତି ଓହ୍ଲାଇଲେ ମଞ୍ଚ ତଳକୁ

ମନୁଷ୍ୟର ଉଚ୍ଚତା କି ଶରୀର ନୁହେଁ ବରଂ ତା କର୍ମ ସ୍ଥିର କରିଥାଏ ତାର ପରିଚୟ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଶାରୀରିକ ଉଚ୍ଚତା, କୌଣସି ପ୍ରକାରେ ସେମାନଙ୍କୁ ସଫଳତାର ଶିଖର ଛୁଇଁବାରେ ପ୍ରତିବନ୍ଧକ ସାଜି ପାରିନଥାଏ ।

KBN Group Bubu Jena
KBN ଗ୍ରୁପ୍‌ ପାଇଁ କାଳ କମିଶନରେଟ୍‌ ପୋଲିସ, ସମୂଳେ ଧ୍ୱଂସ ପାଇଁ ଆରମ୍ଭ କଲା ଅପରେସନ୍‌ ଦମନ୍‌

ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ  ପରେ ଏବେ ପୋଲିସ୍ ଟାର୍ଗେଟ୍‌ରେ KBN ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।

New Police DG Of Odisha
ଏଇ 5 ଜଣଙ୍କ ମଧ୍ୟରୁ ଜଣେ ହେବେ ନୂଆ DGP

ନୂଆ ବର୍ଷରେ ଆସିବେ ରାଜ୍ୟର ନୂଆ ଡିଜିପି । ବର୍ତ୍ତମାନର ଡିଜିପି ଅଭୟ ଅବସର ନେବେ । ରାଜ୍ୟର ଡିଜିପି ଚୟନ ବେଳେ ଅନେକ ବିଷୟକୁ ସରକାର ବିଚାରକୁ ନେଇଥାଆନ୍ତି । ଦକ୍ଷତା, ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏଥର ସରକାର ବାଛିବେ କାହାକୁ...

DGP Abhay
ଏଥର ନୂଆ ବର୍ଷରେ ନୂଆ ଡିଜିପି ପାଇବ ଓଡ଼ିଶା

ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ । ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ । ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

Dibyashankar Mishra
ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଣି ସ୍ୱର ଶାଣିତ କଲା ବିଜେପି

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ ।

Pratap Samal
କିରାଣୀ-ପିଏସ୍-କନଷ୍ଟେବଳଙ୍କ ପାଖରେ ଯଦି ଏତେ, ତାହାଲେ ବଡ଼ ବାବୁଙ୍କ ପାଖରେ କେତେ ?

ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ...

MP Lads
ଫେରିଲା MP Lads, ପୁଣି ଥରେ ସାଂସଦଙ୍କ ପାଖରେ ରହିବ ବିକାଶ ପାଣ୍ଠି

୨୦୨୧-୨୨ ବର୍ଷ ପାଇଁ ଏମ୍ପି ଲ୍ୟାଡ୍ ଭାବେ ପ୍ରତ୍ୟେକ ସାଂସଦଙ୍କୁ ୨ କୋଟି ଲେଖାଏଁ ମିଳିବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

JSW
JSWକୁ ବିରୋଧ, ‘ପ୍ରକଳ୍ପ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର’ କହିଲେ ବିକ୍ଷୋଭକାରୀ

ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୩ ପଞ୍ଚାୟତର ପ୍ରାୟ ଦେଢ ହଜାର ଲୋକ ଏକାଠି ହୋଇଛନ୍ତି । ପ୍ରଦୂଷିତ ପାରାଦୀପ ଅଞ୍ଚଳରେ ଆଉ ଅଧିକ ପ୍ରଦୂଷଣକାରୀ ଶିଳ୍ପକୁ ସ୍ୱାଗତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।

Akash dasnayak
ଯୁଆଡ଼େ ଗଲେ ସିଆଡ଼େ ବିରୋଧ, ଆକାଶ ଦାଶନାୟକଙ୍କୁ ବିଜେପି ଦେଖାଇଲା କଳାପତାକା

ବିଜେଡି ନେତା ଯୁଆଡ଼େ ଯାଉଛନ୍ତି ସିଆଡ଼େ ବିରୋଧୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେଉଁଠି କଳାପତାକା ଦେଖାଇ ତାଙ୍କୁ ପ୍ରତିବାଦ କରାଯାଉଛି ତ, ଆଉ କେଉଁଠି ଅଣ୍ଡାମାଡ଼ କରି ପ୍ରତିବାଦ କରାଯାଉଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।