• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

politics
ମାତ୍ର ୪ ମିନିଟ୍‌ରେ ପ୍ରତ୍ୟାହାର ହେଲା କୃଷି ଆଇନ

ଗୃହରେ ହୋହାଲ୍ଲା କରୁଥିଲେ ବିରୋଧୀ । ଆଉ ଏତିକି ବେଳେ ପ୍ରତ୍ୟାହାର ହେଲା କୃଷି ଆଇନ । ମାତ୍ର ୪ ମିନିଟ୍‌ ପରେ ପାର୍‌ ହେଲା ବିଲ୍‌ ।

Heavy Rain
ମାଡ଼ି ଆସୁଛି ବାତ୍ୟା, ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ

ମାଡ଼ି ଆସୁଛି ବାତ୍ୟା । ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ । ଧାନ ଭିଜିଗଲେ ଚାଷୀ କରିବ କଣ ?

Assembly Session
ବିରୋଧୀଙ୍କ ପାଖରେ ପୁଳାଏ ପ୍ରସଙ୍ଗ, ଏଥର ଉଠିବ ପଡ଼ିବ ବିଧାନସଭା

ବିରୋଧୀଙ୍କ ପାଖରେ ପୁଳାଏ ପ୍ରସଙ୍ଗ । ଏଥର ଉଠିବ ପଡ଼ିବ ବିଧାନସଭା । ଏଥର ପ୍ରଶ୍ନକାଳରେ ହୋହାଲ୍ଲା କରିବେ ନାହିଁ ବିଧାୟକ ।

Baijayanta Panda
ଆସୁଛି ନିର୍ବାଚନ; ବିଜେପିର ନୂଆ ରଣନୀତି, ୧୫ ଜଣିଆ କୋର କମିଟିରେ ବୈଜୟନ୍ତ ସାମିଲ

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି ।

India Test Cricket Team
ଜିତୁ ଜିତୁ ରହିଗଲା ଭାରତ, ପ୍ରଥମ ଟେଷ୍ଟ ଡ୍ର

ଦ୍ୱିତୀୟ ଭାଗରେ ୩ଟି ଏବଂ ତୃତୀୟ ଭାଗରେ ୫ଟି ଓ୍ୱିକେଟ୍ ନେଇଥିଲେ ହେଁ ଟିମ୍‌କୁ ଜିତାଇ ପାରି ନ ଥିଲେ । ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତ ୨୩୪/୭ ରନ୍‌ରେ ପାଳି ସମାପ୍ତି ଘୋଷଣା କରିଥିଲା ।

Nanda Sir
ପଦ୍ମଶ୍ରୀ ନନ୍ଦ ସାରଙ୍କ ଉପରେ ମାନସିକ ଚାପ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି

ସକାଳେ ମୁଣ୍ଡ ବୁଲାଇ ତଳେ ପଡିଯିବା ପରେ ତାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଇଞ୍ଜେକସନ ଓ ସାଲାଇନ୍ ଦେବା ପରେ ଉନ୍ନତି ନହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Gold Loan Fraud
ବ୍ୟାଙ୍କରେ ଜମା ନକଲି ସୁନା ! ଗ୍ରାହକ କହୁଛନ୍ତି ‘ଆମେ କିଛି ବନ୍ଧକ ରଖିନୁ, କି ଋଣ ନେଇନୁ’

ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ ।

Farmer
ପ୍ରବଳ ବର୍ଷା ଆସିଲାଣି ! ବିଲରୁ ଧାନ କାଟି ଆଣ, ନହେଲେ ସବୁ ଭାସିଯିବ...

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଲାଣି ଚାଷୀ । ଆରମ୍ଭରୁ କରୋନା, ପରେ ପରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା । ହେଲେ ଏହାରି ଭିତରେ ଦୁଃଖ କଷ୍ଟରେ ଧିରେ ଧିରେ ଚାଷକୁ ଆଗେଇ ନେଇଥିଲେ ଚାଷୀ ।

Mahanga Double Murder
ଡବଲ ମର୍ଡର: ଅପାରଗ ମାହାଙ୍ଗା ପୋଲିସ ! ପୁଣି ମାସେ ମାଗିଲା ସମୟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Dharmendra Pradhan
ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ସତର୍କ ରହିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ; ପୂର୍ବ ଅପେକ୍ଷା ୬ ଗୁଣ ଶକ୍ତିଶାଳୀ

ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

bishnu-sethi
ସର୍ବଦଳୀୟ ବୈଠକରେ ବିରୋଧୀଙ୍କୁ ଗୁରୁତ୍ୱ ନାହିଁ, ଅଧାରୁ ଉଠି ଆସିଲେ ବିଷ୍ଣୁ ସେଠି

ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।

Soumya ranjan Patnaik
ନରମିଲେ ସୌମ୍ୟ, ବିଜେପି ଉପରେ ବର୍ଷିଲେ; ମୋହନ ମାଝି କଲେ ସମାଲୋଚନା

ପୂର୍ବରୁ ସମ୍ପାଦକୀୟ ଲେଖି ସରକାର ଓ ଦଳକୁ ଘାଇଲା କରିଥିବା ସୌମ୍ୟ ଏବେ ଦଳ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

Padmashree nanda Sir
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । 

Odisha Poverty
୧୫ ବର୍ଷ ପରେ ଗରିବୀ ଯେମିତି ଥିଲା ଏବେ ବି ସେମିତି

ବିକାଶର ଧ୍ୱଜା ଉଡାଉଛନ୍ତି ସରକାର । କିନ୍ତୁ ୧୫ ବର୍ଷ ପରେ ଗରିବୀ ଯେମିତି ଥିଲା ଏବେ ବି ସେମିତି, ଏହି ଦୃଶ୍ୟ ହିଁ ତାହାକୁ ବୟାନ କରୁଛି ।

Lootera
ମାତିଲେଣି ଏନଏଚ୍‌ ଲୁଟେରା : ଛକି ଛକି ବସୁଛନ୍ତି, ଦାମୀକିଆ ଗାଡ଼ି ଲୁଟୁଛନ୍ତି

ମାତିଲେଣି ଏନଏଚ୍‌ ଲୁଟେରା : ଛକି ଛକି ବସୁଛନ୍ତି, ଦାମୀକିଆ ଗାଡ଼ି ଲୁଟ୍‌ କରୁଛନ୍ତି । ଟଙ୍କା ନଦେବାରୁ ଶିକ୍ଷକଙ୍କୁ ବହେ ଛେଚିଲେ ଲୁଟେରା ।

Dhana Mandi
ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେବ ?

ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେବ ? ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କଲା ବିଧାନସଭାର ଷ୍ଟାଣ୍ଡିଂ କମିଟି ।

Omicron Variant
ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍‌ରେ ସରକାର

ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍‌ରେ ସରକାର

Thunderstorm
ପୁଣି ଆସୁଛି ବାତ୍ୟା : ୩ ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା

ପୁଣି ଆସୁଛି ବାତ୍ୟା : ୩ ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେବ ବର୍ଷା

tripura BJP
ଥମିନି ମୋଦି ଲହର ! ତ୍ରିପୁରାରେ ବିଜେପିର କ୍ଲିନ୍‌ ସ୍ୱିପ୍‌, କଂଗ୍ରେସ ଖାତା ଖୋଲିପାରିଲାନି

ଅଗରତାଲା ମହାନଗର ନିଗମ ସମେତ ୧୪ଟି ପୌରାଞ୍ଚଳରେ ହୋଇଥିବା ଭୋଟ୍‌ରେ ଜନମତ ପୋଛିନେଲା ଭାରତୀୟ ଜନତା ପାର୍ଟି ।

Lootera
ମୁଣ୍ଡରେ ବନ୍ଧୁକ ଲଗାଇ ସାର୍‌ଙ୍କୁ ଅପହରଣ କଲେ, ୨୦ କିଲୋମିଟର ଯାଏଁ ପିଟି ପିଟି ନେଲେ

ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।