• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Custodial Death
Custodial Death: ଜୟପୁରରେ ୪ ପୋଲିସଙ୍କ ବିରୋଧରେ ହତ୍ୟା ମାମଲା

ଜୟପୁରରେ ୪ ପୋଲିସଙ୍କ ବିରୋଧରେ ହତ୍ୟା ମାମଲା I ଗୋଳନ୍ଥରା କଷ୍ଟୋଡିଆଲ୍ ଡେଥ୍ ମାମଲାରେ ବି କେସ୍ I ଜଣେ ବିଜେଡି ନେତା ଓ ତତ୍କାଳୀନ ଗୋଳନ୍ଥରା ଥାନା ଅଧିକାରୀଙ୍କ ନାଁରେ ମାମଲା #CustodialDeath

Chit Fund
ଚିଟ୍‌ଫଣ୍ଡ ପରେ ନୂଆ ଢଙ୍ଗରେ ଠକେଇ

ଚିଟଫଣ୍ଡ ପରେ ନୂଆ ଢଙ୍ଗରେ ଠକେଇ I ବାଲେଶ୍ୱର ଓ ଭଦ୍ରକରୁ ୩୦ କୋଟି ଧରି ଛୁ ବେନାମୀ କମ୍ପାନୀ I ଅରୋକ୍ସା ଡିଲ୍ ମଲ୍ଟି ଟ୍ରେଡ୍ ନାମକ ବେନାମୀ କମ୍ପାନୀ ଟଙ୍କା ଧରି ଛୁ I EOWରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ଜମାକାରୀ ଓ ଏଜେଣ୍ଟ ।

Protest Against JSW
‘ସରକାରଙ୍କ ଜିଦ୍‌ ଭାଙ୍ଗିବ, ହେବାକୁ ଦେବୁନି କମ୍ପାନୀ’

ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି ।

Nibedita Biswal
ତରଳୁଛି ଗ୍ଲାସିୟର, କ’ଣ ଏହାର ପ୍ରଭାବ ? ରିସର୍ଚ୍ଚ ପାଇଁ ଆଣ୍ଟାର୍କଟିକା ଯିବେ ଓଡ଼ିଆ ଝିଅ

ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାକୁ ଅନୁରୋଧ କରିଛନ୍ତି...

Custodial Death
ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାରେ ହେବ ତଦନ୍ତ, ପୋଲିସ ମୁଣ୍ଡରେ ଝୁଲୁଛି ଖଣ୍ଡା

ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।

IPL 2022
IPL Retention: ଆୟରଙ୍କ ଦରମା ୪୦ ଗୁଣା ବୃଦ୍ଧି, ଏହି ଖେଳାଳିମାନେ ରାତା ରାତି କୋଟିପତି

ସନରାଇଜର୍ସ ହାଇଦ୍ରାବାଦ ୨୦ ବର୍ଷୀୟ ଜାମ୍ମୁ କାଶ୍ମୀରର ଅଲରାଉଣ୍ଡର ଅବ୍ଦୁଲ ସମଦଙ୍କୁ ଆଇପିଏଲ୍ ୨୦୨୦ ରେ ମାତ୍ର ୨୦ଲକ୍ଷ ଟଙ୍କାରେ କିଣିଥିଲା ।

North korea
ଅଜବ ନିୟମ ! ଅନ୍ୟ ଦେଶର ଫିଲ୍ମ ଦେଖିବାରୁ ୧୪ ବର୍ଷର ଛାତ୍ରକୁ ୧୪ ବର୍ଷ ଜେଲ୍‌

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି ।

Citizenship
କାହିଁକି ଭାରତୀୟ ନାଗରିକତାରୁ ମୁହଁ ଫେରାଉଛନ୍ତି ଦେଶବାସୀ ?

ଗତ ପାଞ୍ଚ ବର୍ଷ ମଧ୍ୟରେ ଛଅ ଲକ୍ଷରୁ ଅଧିକ ଭାରତୀୟ ଦେଶରୁ ନିଜର ନାଗରିକତ୍ୱ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ମଙ୍ଗଳବାର ଲୋକସଭାରେ ସୂଚନା ଦିଆଯାଇଛି ।

Crime Against Women
ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, ସେଠାରେ ବଢ଼ିଲା ଝିଅକୁ ଦେଖି ବାପା ପାଲଟିଲା ଶୈତାନ

ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ମହାଦେବପାଲି ଗାଁର ଭାଗବତ ବେହେରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି ।

Omicron
ଜାପାନରେ ପହଞ୍ଚିଲା ଓମିକ୍ରନ୍‌, ଭାରତ ପାଇଁ ସତର୍କ ଘଣ୍ଟି

ଏମିତିକି ଅନେକ ଦେଶ ଏବେ ବିମାନ୍‌ ଯାତ୍ରା ତଥା ବିଦେଶ ଯାତ୍ରା ଉପରେ ବ୍ୟାନ୍‌ ଲଗାଇଛନ୍ତି । ହେଲେ ଏହାରି ଭିତରେ ଏବେ ଜାପାନରେ ପ୍ରଥମ ଓମିକ୍ରନର ମାମଲା ଚିହ୍ନଟ ହୋଇଛି ।

AIDS
ବିଶ୍ୱ ଏଡ୍‌ସ ଦିବସ, ପାଳନ କରାଯାଏ କାହିଁକି ?

ଏଡ୍‌ସ ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଆସିଛି । କାହିଁକି ପାଳନ ହେଉଛି ବିଶ୍ୱ ଏଡ୍‌ସ୍ ଦିବସ । ପଢନ୍ତୁ, ଏଇ ରିପୋର୍ଟ ।

Farmer
ମାଳ ମାଳ ଯୋଜନା, ହେଲେ ଚାଷୀଙ୍କର ବଢ଼ୁନି ଆୟ ! କାଳିଆ-ବଳିଆ ନାଁକୁ ମାତ୍ର

ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର ।

Tech World
ଲମ୍ବିଛି ଲମ୍ବା ତାଲିକା; ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଲେ ଏହା ଇଣ୍ଡିଆନ୍‌ CEO ଭାଇରସ୍‌, ଯାହାର ଭ୍ୟାକ୍ସିନ୍‌ ନାହିଁ

ତାଲିକା ଏତିକିରେ ସରି ନାହିଁ । ନାସା ହେଉ କି ବୋଇିଂ ଅବା ଚିପ୍ ନିର୍ମାଣକାରୀ କଂପାନୀ କ୍ୱାଲ୍‌କମ୍, ଅଧିକାଂଶ ଆମେରିକୀୟ ଟେକ୍ କଂପାନିରେ ବଡ଼ ବଡ଼ ପଦବୀରେ ଭାରତୀୟ ରହିଛନ୍ତି ।

Parag Agrawal
ବମ୍ବେ IITରୁ ଟ୍ୱିଟର CEO ! କେମିତି ଥିଲା ଏହି ଯାତ୍ରା, ପଢ଼ନ୍ତୁ...

ପରାଗ ଅଗ୍ରୱାଲ ଏବେ ଟ୍ୱିଟରର ସିଟିଓ ବା ଚିଫ୍‌ ଟେକ୍‌ନୋଲୋଜି ଅଫିସର୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ପୂର୍ବରୁ ଏହି ପଦବୀରେ ଆଡାମ ମେସିଙ୍ଗର ନିଯୁକ୍ତ ଥିଲେ ।

IPL 2022
IPL ୨୦୨୨ ରିଟେନ୍‌ସନ୍‌: ଅଭିଯୋଗ ସତ ହୋଇଥିଲେ ସାଂଘାତିକ, ଟି-୨୦ରୁ ବାଦ୍‌ ପଡ଼ିବା ନିଶ୍ଚିତ

ଏହି ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ବଡ଼ ବିବାଦରେ ଫସିଛନ୍ତି । ବିସିସିଆଇ ଏହି ମାମଲାର ଯାଞ୍ଚ କରୁଛି । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଏହି ଦୁଇ ଖେଳାଳିଙ୍କୁ ଟି-୨୦ ଲିଗ୍‌ ଖେଳିବାରୁ ବ୍ୟାନ୍‌...

Gautam Gambhir
IPL ୨୦୨୨ ରିଟେନ୍‌ସନ୍‌: ଧୋନିଙ୍କୁ ବାଦ୍‌ ଦେଇ CSK ପାଇଁ ୪ ଖେଳାଳିଙ୍କୁ ବାଛିଲେ ଗମ୍ଭୀର

ବିସିସିଆଇ ଯେଉଁ ବିଜ୍ଞପ୍ତି ପ୍ରକାଶ କରିବ ସେଥିରେ ବିଭିନ୍ନ ଦଳ କରିଥିବା ଖର୍ଚ୍ଚର ପରିମାଣ ମଧ୍ୟ ଲେଖାଥିବ । ଯଦି କୌଣସି ଦଳ ୪ ଜଣ ଖେଳାଳିଙ୍କୁ ରିଟେନ୍‌ କରେ ତେବେ ତାକୁ ୪୨ କୋଟି ଟଙ୍କା କ୍ଷତି ସହିବାକୁ ହେବ । 

Chitfund
କୁଆଡ଼େ ଗଲା ୩୦୦ କୋଟିର କର୍ପସ ପାଣ୍ଠି, ଆଉ ଫେରସ୍ତ ଆସିବ ତ ଚିଟ୍‌ଫଣ୍ଡ ଟଙ୍କା ?

ଜଣେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ?

Assembly Session
ଦିନକ ପରେ ଶୀତ ଅଧିବେଶନ, ହେଲେ ଏବେଠୁ ତାତିଲେଣି ବିରୋଧୀ ! ସରକାରଙ୍କୁ କରିବେ ଘାଇଲା

ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ ।

Chitfund
ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା !

ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା ! ଏ ଦୃଶ୍ୟ ହିଁ ଏହାହିଁ କରୁଛି ବୟାନ ।

Covid 19
ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ

ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ । ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଭାରତ ସରକାର ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।