• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Gayatri
ବାପା ବାହା ହୋଇ ଚାଲିଗଲା ପରେ, ଘରର ବୋଝ ମୁଣ୍ଡାଇଛନ୍ତି ଗାୟତ୍ରୀ

ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ...

Maa Laxmi Puja
ମାଆ ଲକ୍ଷ୍ମୀଙ୍କ ଗୁଣଗାନ ଓ ସେବାରେ ବ୍ରତୀ ଏମାନେ, ମାର୍ଗଶୀର ମାସରେ ବୁଲନ୍ତି ଘରକୁ ଘର

ଓଡିଶାରେ ରହିଛି ଦେବଗୁଣିଆ ପରମ୍ପରା । ବ୍ରହ୍ମବୀଣା ଧରି ଏମାନେ ବୁଲନ୍ତି ଘରକୁ ଘର । ବୁଲନ୍ତି ଗାଁକୁ ଗାଁ । ମାର୍ଗଶୀର ମାସରେ ଏହି ଦେବଗୁଣିଆମାନେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତି, ହାତୀ, ଆସନ ଆଦି ତିଆରି କରି ବିକ୍ରି କରନ୍ତି ।

Odisha Assembly Politics
ଫଟୋ ଦେଖାଇଲେ, ସବୁଦଳ ମିଶି ହଙ୍ଗାମା କଲେ

ଆଜି ଠପ୍‌ ହେଲା ଗୃହ କାର୍ଯ୍ୟ : ଫଟୋ ଦେଖାଇଲେ, ସବୁଦଳ ମିଶି ହଙ୍ଗାମା କଲେ । ଶେଷରେ ଆଜି ବି ଯଥା ପୂର୍ବଂ ତଥା ପରିଂ ପରି ଲାଗିରହିଲା ସ୍ଥିତି ।

Nanda Sir
ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା

ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା, ନିଇତା ଚାଟ୍ଟଶାଳୀ ଆସୁଥିଲେ । ହେଲେ ଆଜି ସେଠି ଛାଇଯାଇଛି ଶୂନ୍ୟ ନିରବତା ।

CDS Bipin Rawat
ତିନି ସେନାର ମୁଖ୍ୟ, ଅନେକ ଯୁଦ୍ଧରେ ନେତୃତ୍ୱ ନେଇଥିଲେ

ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

MI17V5
ଅତ୍ୟାଧୁନିକ ଥିଲା CDSଙ୍କ ଏହି ହେଲିକପ୍ଟର

ଅତ୍ୟାଧୁନିକ ଥିଲା CDSଙ୍କ ଏହି ହେଲିକପ୍ଟର, ଜାଣନ୍ତୁ ଏହା କେଉଁଠୁ ଆସିଥିଲା କ’ଣ ରହିଛି ବିଶେଷତ୍ୱ

CDS Bipin Rawat
ସେନାର ବଡ଼ ମିଶନ ପଛରେ ଥିଲେ CDS ବିପିନ ରାୱତ

ବୁଧବାର ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଥିରେ ଜେନେରାଲ ବିପିନ ରାୱତଙ୍କ ପରଲୋକ ଘଟିଛି ।

24 Lakh Seized
କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି।

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି। 

CDS Bipin Rawat
CDS ବିପିନ୍‌ ରାୱତଙ୍କ ଉପସ୍ଥିତି, ପାକିସ୍ତାନରେ ବି ପଡ଼ୁଥିଲା ପ୍ରଭାବ !

ଦୀର୍ଘ ୪ ଦଶନ୍ଧି ଧରି ଭାରତୀୟ ସେନାରେ ସେ ସେବା ଯୋଗାଇ ଆସୁଛନ୍ତି । ଅନେକ ଯୁଦ୍ଧରେ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ସେନା ଅନେକ କଠିନ୍‌ ମିଶନରେ ସଫଳତା ପାଇଛି ।

CDS Bipin Rawat
ଯୁଦ୍ଧରେ ଧୁରନ୍ଧର ଥିଲେ ରାୱତ, ଉଗ୍ରବାଦୀଙ୍କ ମୂଳପୋଛ କରିଥିଲେ; ପରିବାରର ପରମ୍ପରା ଯୁଦ୍ଧ !

ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

CDS Bipin Rawat
ସେନାର ବଡ଼ ମିଶନ ପଛରେ ଥିଲେ CDS ବିପିନ ରାୱତ, ଜାଣନ୍ତୁ କ’ଣ ଥିଲା ସେହି ସବୁ ମିଶନ..

ବୁଧବାର ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଥିରେ ଜେନେରାଲ ବିପିନ ରାୱତଙ୍କ ପରଲୋକ ଘଟିଛି ।

Helicoptor
ଅତ୍ୟାଧୁନିକ ଥିଲା CDSଙ୍କ ଏହି ହେଲିକପ୍ଟର, ଜାଣନ୍ତୁ ଏହା କେଉଁଠୁ ଆସିଥିଲା କ’ଣ ରହିଛି ବିଶେଷତ୍ୱ

ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠୁ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ଏହି ହେଲିକପ୍ଟରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର କରାଯାଇଥାଏ । କାରଣି ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ଅପେକ୍ଷା ଅଧିକ ସୁରକ୍ଷିତ ।

Bipin Rawat helicoptor Crash
ବ୍ଲାକ୍‌ ବକ୍ସ କହିବ ସତ, କେମିତି ହେଲା CDSଙ୍କ ହେଲିକପ୍ଟର ଦୁର୍ଘଟଣା

ଦୁର୍ଘଟଣାଗ୍ରସ୍ତ Mi-17V5 ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ ।୨୦୧୨ ମସିହା ଫେବୃଆରୀ ୧୭ ପରଠାରୁ ଏହା ବାୟୁସେନାରେ ସେବା ଯୋଗାଇ ଆସୁଛି ।

Rajnath Singh At Bipin Rawat House
ହେଲିକପ୍ଟର ଦୁର୍ଘଟଣା ପରେ CDSଙ୍କ ଘରେ ରାଜନାଥ, ସାମ୍ନାକୁ ଆସିଲା ଦୁର୍ଘଟଣା ସ୍ଥଳର ନୂଆ ଭିଡିଓ..

ପରେ ସେଠାରୁ ସିଧା ସଳଖ ସଂସଦ ଆଭିମୁଖେ ବାହାରିଲେ ରାଜନାଥ ସିଂହ । ତେବେ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ନେଇ ଅନେକ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି ।

BIPIN Rawat
CDSଙ୍କ ହେଲିକପ୍ଟର ଦୁର୍ଘଟଣା, କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ନିର୍ଦ୍ଦେଶ; ଦେଖନ୍ତୁ ଘଟଣାସ୍ଥଳର ପୁରା ଭିଡିଓ..

କେମିତି ହେଲା ବିସ୍ଫୋରଣ ? କଣ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହାକୁ ଯାଞ୍ଚ କରାଯାଇନଥିଲା କି ? ନା ଏହି ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଅଛି ?

s-400 missile Defence system
୧୦ ଦିନରେ ଭାରତ ପହଞ୍ଚିବ S-400 ! ଭାରତ-ଋଷ ସମ୍ପର୍କ ମଝିରେ କେହି ପଶିପାରିବେନି, ସ୍ପଷ୍ଟ କଲା ନୂଆଦିଲ୍ଲୀ

ମୋଦି-ପୁତିନ ଶିଖର ବୈଠକ ପୂର୍ବରୁ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବା ଟୁ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଋଷୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ।

Narendra Modi
ବିଜେପି ସାଂସଦଙ୍କୁ ମୋଦିଙ୍କ ତାଗିଦ୍‌, ବଦଳିଯାଅ ନହେଲେ ସମୟ ବଦଳାଇଦେବ

ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି ।

Narendra Modi
ଆହୁରି ନିବିଡ଼ ହେଲା ଭାରତ-ଋଷ ସମ୍ପର୍କ, ପୁତିନ୍‌ କହିଲେ ଏମିତି ସମ୍ପର୍କ ଆଉ କାହା ସହ ନାହିଁ

ପୁତିନ-ମୋଦି ଆଲୋଚନାରେ ପ୍ରତିରକ୍ଷା, ବାଣିଜ୍ୟିକ ଓ ଜ୍ଞାନକୌଶଳ ସହଯୋଗ ପ୍ରସଙ୍ଗକୁ ଛାଡ଼ି ଉଭୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରୁଥିବା ଆତଙ୍କବାଦ, ଡ୍ରଗ୍ସ କାରବାର, ସଂଗଠିତ ଅପରାଧ ଭଳି ବିଶ୍ୱ ବ୍ୟାପାର କଥା ମଧ୍ୟ ଉଠିଥିଲା ।

Omicron
କରୋନା ଭୂତାଣୁକୁ ନଷ୍ଟ କରୁଥିବା ଚୁଇଙ୍ଗମ୍‌ କେଉଁଠୁ ଆସିଛି ? କିଏ ପ୍ରସ୍ତୁତ କରିଛି ? ଜାଣନ୍ତୁ..

ଆମେରିକା ପେନ୍‌ସିଲଭେନିଆର ବୈଜ୍ଞାନିକ ହେନରୀ ଡାନିଏଲଙ୍କ କହିବା ମୁତାବକ, ସାର୍ସ କୋଭ୍-ଟୁ ଭାଇରସ୍ ବା କରୋନା ଭୂତାଣୁ ମଣିଷର ଲାଳଗ୍ରନ୍ଥିରେ ନିଜର ବଂଶବୃଦ୍ଧି କରିଥାଏ ।

Students
ନିଜ ସମସ୍ୟାର ସମାଧାନ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ

ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବସ୍ତବ ଚିତ୍ର କିନ୍ତୁ ଭିନ୍ନ । ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କିଏ ତାକୁ ନେଉଛି ?

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।