• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Narendra Modi
ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶକୁ ମୋଦିଙ୍କ ବଡ଼ ଉପହାର

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍‌ସର ଆଜି ଲୋକାର୍ପଣ ହୋଇଛି ।

Farmers
ବାତ୍ୟା ଦେଇଗଲା ଦୁଃଖ ! କୋହ ସମ୍ଭାଳି ଜମିରୁ ଅନ୍ନ ସଂଗ୍ରହ କରୁଛି ଅନ୍ନଦାତା

କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି । 

Cricket
IND vs SA: ୧୫ ଘଣ୍ଟା ବ୍ୟାଟିଂ ସହ ୮୫୯ ବଲ୍‌ ଖେଳିଲେ, ତଥାପି ହାରିଲା ଦକ୍ଷିଣ ଆଫ୍ରିକା

ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ସେହି ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତ ୩୩୪ ରନ୍ ସଂଗ୍ରହ କରିଥିଲା ।

Naveen Patnaik
କେବଳ ଭାବମୂର୍ତ୍ତୀ ପାଇଁ ଅନ୍ତର୍ଜାତୀୟ ଚ୍ୟାନେଲକୁ ୧୦ କୋଟି, ରାଜ୍ୟ ସ୍ୱାର୍ଥ ନା ବ୍ୟକ୍ତି ସ୍ୱାର୍ଥ...

ବିଜେଡିର ସ୍ଲୋଗାନ, ଆମେ କଥା ନୁହଁ, କାମରେ ବିଶ୍ୱାସ ରଖୁ । କିନ୍ତୁ ବିଜେଡି ସରକାର କହେ, କାମ କମ୍‌ ପ୍ରଚାରରେ ଅଧିକ ବିଶ୍ୱାସ ରଖୁ। ଏ କଥା ଆମେ କହୁନାହୁଁ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି ।

Rayagada Murder
କ’ଣ ଜୀବନର ମୂଲ୍ୟ ଏତେ ଶସ୍ତା ? ମାତ୍ର ୩୧ ଟଙ୍କା ପାଇଁ ଜଣେ ଜଣକ ଜୀବନ ନେଇପାରେ ?

କୁହାଯାଏ କ୍ରୋଧ ବ୍ରହ୍ମ ଚଣ୍ଡାଳ । ରାଗିଗଲେ ମଣିଷ କିଛି ବି ଅନର୍ଥ କରିପାରେ । ତେଣୁ ସବୁବେଳେ ନିଜ କ୍ରୋଧକୁ ବସ କରିବାର ଶକ୍ତି ରଖିବା ଉଚିତ୍‌ । ମଣିଷ ଜୀବନରେ ସହନଶିଳତା ଏକ ଗୁରତ୍ୱପୂର୍ଣ୍ଣ ଅଙ୍ଗ ।

Child
ଓଃ କି ନିଷ୍ଠୁର ! ଗର୍ଭବତୀଙ୍କୁ ବିଧା ଗୋଇଠା ମାରି ନଷ୍ଟ କରିଦେଲେ ଗର୍ଭ

ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Atanu Sabyasachi Nayak
ପଞ୍ଚମ ଦିନ ବି ଗୃହ ଅଚଳ; ବିଜେପି-କଂଗ୍ରେସକୁ କାଉଣ୍ଟର କଲା ବିଜେଡି

ମମିତ ମାହେର ହତ୍ୟା ଘଟଣାକୁ ନେଇ ୫ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି ।

Cyclone Jawad Effect
ଦୁଃଖ ! ବର୍ଷଯାକର ପରିଶ୍ରମ ପାଣିରେ ଭାସିଲା, ଚାଷୀ ଜୀବନ ହାରିଦେଲା..

ଗୁମୁରି ଗୁମୁରି କାନ୍ଦୁଥିବା ପତ୍ନୀ ଭାଳି ହେଉଛନ୍ତି, କେମିତି ଅଦିନିଆ ବର୍ଷା ତାଙ୍କ ଅଭାବୀ ପରିବାରରେ ଅଦିନରେ ଘଟାଇଲା ବିରାଟ କ୍ଷତି ।

Odisha Politics
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୃହକୁ ଡାକିଲା ବିଜେପି, ମନେ ପକାଇଲା ପୁରୁଣା କଥା

ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି ।

corona
ପୁଣି ବଢ଼ିଲାଣି ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ କଲେଜର ୪୩ ଛାତ୍ରଛାତ୍ରୀ ପଜିଟିଭ୍

ଗତ ସପ୍ତାହରେ ତେଲେଙ୍ଗାନା କରିମନଗର ଜିଲ୍ଲାର ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହାପରଠାରୁ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି ।

Narendra Modi
ଭାରତରେ ପୁଟିନ୍‌, ଋଷ ସହ ରାଜନାଥ କଲେ ବଡ଼ ବନ୍ଧୁକ ଡିଲ୍‌ !

ରୁଷିଆ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଟୁ ପ୍ଲସ ଟୁ ଆଲୋଚନା ମଧ୍ୟ ହୋଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ରୁଷିଆ ପ୍ରତିପକ୍ଷ ଜେନେରାଲ୍ ସେର୍ଗି ସୋଇଗୁ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ରୁଷିଆ...

Dibya Shankar Mishra
ମମିତା ହତ୍ୟା ଘଟଣା ନେଇ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ମମିତା ହତ୍ୟା ମାମଲାରେ ମୋହନ ମାଝୀଙ୍କ ପ୍ରଶ୍ନରେ ଦିବ୍ୟଶଙ୍କରଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଲେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ।

Nagaland Riots
ନାଗାଲାଣ୍ଡ ଘଟଣା; ସେନାର ଭୁଲ ବୁଝାମଣା ପାଇଁ ଗଲା ୧୪ ନିରୀହ ଜୀବନ କହିଲେ ଶାହ

ଶାହା ଆହୁରି କହିଛନ୍ତି ଯେ, ଘଟଣାସ୍ଥଳରେ ଉଗ୍ରବାଦୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ବାହିନୀ ପାଖରେ ଖବର ପହଞ୍ଚିଥିଲା । ତେଣୁ ସେନା ବାହିନୀ ପକ୍ଷରୁ ଅପରେସନ୍‌ ଆରମ୍ଭ ହୋଇଥିଲା ।

Lootera
ରାଜଧାନୀରେ କୋଟିଏ ଟଙ୍କାର ଲୁଟ୍ !

କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍‌ ଗ୍ରୁପ୍‌ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍‌ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍‌ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି ।

omicron
ଏକାଥରକେ ମହାରାଷ୍ଟ୍ରରୁ ୭, ରାଜସ୍ଥାନରୁ ୯ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି...

Cyclone Jawad
ଏ ବର୍ଷା ତୁ କଣ କଲୁ ? ଉଜାଡ଼ିଲା, ଭସାଇଲା ଓ ବର୍ବାଦ କଲା ।

ଏ ବର୍ଷା ତୁ କଣ କଲୁ ? ଉଜାଡ଼ିଲା, ଭସାଇଲା ଓ ବର୍ବାଦ କଲା । ବାତ୍ୟା ସିନା ଆସିଲାନି କିନ୍ତୁ ସବୁ ଛାରଖାର କରିଦେଲା ।

Cyclone Jawad
ବାତ୍ୟା ଜୱାଦ୍‌ରେ ଭାସିଗଲା ଚାଷୀଙ୍କ ବର୍ଷକର ପରିଶ୍ରମ !

୨ ଦିନ ହେଲାଣି ଭିଜୁଛି ସାରା ଓଡ଼ିଶା । କେଉଁଠି ଧାନ ଭାସିଲା ତ ଆଉ କେଉଁଠି ରାସ୍ତା ଉପରେ ଚାଲିଲା ପାଣି । ଘରୁ ବାହରକୁ ଆସିଲେ ନାହିଁ ଲୋକେ ।

Engineering Seat
ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି, ଚାହିଦା ବି କମିଲାଣି

ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି । ଚାହିଦା ବି କମିଲାଣି । ଚିନ୍ତାରେ ଇଞ୍ଜିନିୟରିଂ ସାରିଥିବା ଛାତ୍ର । ଚାକିରି ମିଳୁନି ବୋଲି କଲେଜରେ ସିଟ୍‌ ଖାଲି ବି ପଡ଼ୁଛି । କଲେଜ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Omicron
ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି

ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି, ଦ୍ରୁତ ଗତିରେ ବଢ଼ି ଚାଲିଛି ଓମିକ୍ରନ୍ ।

Indonesia
ଦିନ ହୋଇଗଲା ରାତି, ଚାହୁଁ ଚାହୁଁ ମାଡ଼ି ଆସିଲା ଲାଭା

ଦିନ ହୋଇଗଲା ରାତି, ଚାହୁଁ ଚାହୁଁ ମାଡ଼ି ଆସିଲା ଲାଭା । ଜୀବନ ବଂଚାଇବା ପାଇଁ ଦୌଡ଼ୁଥିଲେ ଲୋକେ ଆଉ ଜୀବନ ନେବା ପାଇଁ ସତେ ଯେମିତି ଗୋଡ଼ାଉଥିଲା ଯମ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।