ଏଥର ଗାଁକୁ ଗାଁ ନୁହେଁ ବରଂ ମୋବାଇଲରୁ ମୋବାଇଲକୁ ଘୂରି ବୁଲିବ ପଂଚାୟତ ନିର୍ବାଚନ ପ୍ରଚାର, ଟ୍ୱିଟର ଓ ଇନଷ୍ଟାରେ ହେବ ପ୍ରତିଶ୍ରୁତିର ବର୍ଷା ।
Published: Satyendu Shekher Mishra
Last updated: 13 January 2022, 09:29 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।