IMA ରାଷ୍ଟ୍ରୀୟ ସଭାପତି ଡାକ୍ତର ଆରଭି ଅଶୋକାନଙ୍କ ନେତୃତ୍ବରେ ଗଠିତ ଶୃଙ୍ଖଳା କମିଟି ସନ୍ଦୀପ ଘୋଷଙ୍କୁ ସଦସ୍ୟତା ପଦରୁ ନିଲମ୍ବନ କରିଛି।
କମ୍ ମାପର ତେଲ ଦେଇ ଠକିଛନ୍ତି ୩୭୦ ପେଟ୍ରୋଲ ପମ୍ପ । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ ।
ରୂପାନ୍ତୀକରଣ ନାଁରେ ରାଜ୍ୟବ୍ୟାପି ଜଳଜଳ ଦୁର୍ନୀତିର ଚିତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ତଦନ୍ତ କରାଯିବ ।
ବିପର୍ଯ୍ୟୟ ବେଳର ହିରୋ। ମନେ ପକାନ୍ତୁ କିଛି ଦିନ ତଳର କେରଳର ୱାୟନାଡରେ ମହାବିନାସୀ ଭୂସ୍ଖଳନର ସେ ପ୍ରଳୟଙ୍କରୀ ବିଭୀଷିକାକୁ ।
ବିନା କୌଣସି ରାଜନୈତିକ ଦଳର ସମର୍ଥନରେ ନୀରିହ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦକୁ ଚପାଇ ଦେବାକୁ ଅଭେଦ୍ୟ ଦୁର୍ଗ ଠିଆ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
କାହିଁକି ଦଳୀୟ ଫୋରମରେ ନଯାଇ ଏମିତି ଗଣମାଧ୍ୟମ ଆଗରେ ବିରୋଧ କଲେ ଅପରାଜିତାଙ୍କ ସମର୍ଥକ ? ସେ ପୁଣି ଖୋଦ୍ ପ୍ରଭାରୀ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ।
ବିଲଡରଙ୍କୁ ଅନୁକଂପା ଦେଖାଇ ରାଜଧାନୀରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶହ ଶହ କୋଠାବାଡ଼ି ମଧ୍ୟରୁ ୧୯୧ଟି ଭାଙ୍ଗିବାକୁ ସରକାରଙ୍କ ନିର୍ଦେଶ।
ଭୂସ୍ଖଳନ ସ୍ଥଳରେ କାର୍ଯ୍ୟଦକ୍ଷତା ପାଇଁ ସାଉଁଟିଛି ଢେର ସାବାସୀ । ଏକାକୀ ମାଟି-ପଥର ତଳୁ ଠାବ କରିଛି ୧୦ରୁ ୧୨ ମୃତଦେହ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବଢ଼ିଲା ଚିନ୍ତା । ୪ ଦିନରେ ପୋତା ଗଲାଣି ୨୮ ହଜାରରୁ ଅଧିକ କୁକୁଡ଼ା ।
ପରିବାରରେ ୩ ଜଣ ବା ୪ ଜଣ ମହିଳା ଥାଆନ୍ତୁ, ସମସ୍ତେ ପାଇବେ । ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା ।
୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର ।
ଖୋଦ୍ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇପାରେ ବୋଲି ଚର୍ଚ୍ଚା।
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏଯାଏଁ ବିଧାନସଭାକୁ ଆସିନାହାଁନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଆଜି ଜନ୍ମାଷ୍ଟମୀରେ ସ୍ବାମୀଜୀଙ୍କ ସ୍ମୃତିରେ ଜଳେଶପଟ୍ଟାରୁ ଭୁବନେଶ୍ବରରେ ଯାଏଁ ପାଳିତ ହୋଇଛି ୧୬ତମ ବଳିଦାନ ଦିବସ।
ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।
କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ କରିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।
ଘଟଣା ଦିନ ସକାଳେ ସେମିନାର୍ ହଲ୍ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ଏଟିଏମ୍ କାର୍ଡ।
ମୃତଦେହ ମିଳିଥିବା ସେମିନାର ହଲ୍ରେ ବାହାର ଲୋକଙ୍କୁ ପଶିବାକୁ କାହିଁକି ଅନୁମତି ଦେଇଥିଲା ପୋଲିସ। ଘଟଣା ସ୍ଥଳରେ ଡାକ୍ତର, ପୋଲିସ, ଓକିଲ କାହିଁକି ଏକାଠି ହୋଇଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ଏହା ଯୋଜନା ପ୍ରସୂତ ଥିଲା କି ବୋଲି ଅମିତ ପ୍ରଶ୍ନ କରିଛନ୍ତି।