ପୋଲିସ ସୂଚନା ଦେଇଛି, ଯେ, ମହାଦେବନଗରର ପ୍ଲଟ୍ ନମ୍ବର ୨୧୫୯/ ୭୦୧୦ରେ ଏକ ଘରେ ପ୍ରାୟ ୮ ମାସ ଧରି ଭଡ଼ାରେ ରହି ଆସୁଥିଲା ଓଡ଼ିଶା ବାହାରର ଜଣେ ବ୍ୟକ୍ତି।
ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସିଧା ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ବା ବୁନୁଙ୍କୁ ନିଶାନା କରିଛନ୍ତି।
ରାଜ୍ୟ ପୋଲିସ ମୁଖ୍ୟ ଭାବେ ଖୁରାନିଆ ଦାୟିତ୍ବ ନେଉ ନେଉ, ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ହମଲା କରିଛନ୍ତି ବିରୋଧୀ। ଯାହାର ଦୃଢ଼ ଜବାବ ରଖିଛି ଶାସକ ବିଜେପି।
ହରିୟାଣା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟ ଅକ୍ଟୋବର ୧ରେ ଭୋଟ୍ । ଅକ୍ଟୋବର ୪ରେ ଆସିବ ଉଭୟ ରାଜ୍ୟର ଫଳାଫଳ ।
ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।
ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ ।
କଂଗ୍ରେସରୁ ଇସ୍ତଫା ଦେବା ପରେ OTVକୁ ଏକ ସାକ୍ଷାତକାର ଦେବା ଅବସରରେ ଅନେକ ଖୁଲାସା କରିଛନ୍ତି ବିଜୟ ପଟ୍ଟନାୟକ। ଜାଣିବା ପାଇଁ ପଢ଼ନ୍ତୁ।
ଚଳିତ ବର୍ଷ ଜାମ୍ମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।
ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା।
ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ ।
ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅଧାପନ୍ତରିଆ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ । କ୍ଷତିପୂରଣ ନେଇ ଚିନ୍ତାରେ ବିସ୍ଥାପିତ ପରିବାର ।
ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କଲା ପୋଲିସ୍ । ମେଡିକାଲ କଲେଜ ବାହାରେ ବ୍ୟାପକ ଫୋର୍ସ ମୁତୟନ ।
ଗାଡ଼ିରୁ ଓହ୍ଲାଇ ଆସି ଛାତ୍ରର ଭଲମନ୍ଦ ବୁଝିଲେ ମନ୍ତ୍ରୀ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ଛାତ୍ରକୁ ମେଡିକାଲ ପଠାଇଲେ ।
'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।'
କେଉଁ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ବିଜେଡି ସରକାର ? ଅନେକ ମର୍ଡର୍ ମିଷ୍ଟ୍ରିର ଗୁମର ଖୋଜିବାକୁ ବିଜେପି ସରକାରର ବଡ଼ ନିଷ୍ପତ୍ତି ।
ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟର ଅଭାବନୀୟ ଘଟଣାକୁ ନେଇ ମାଳ ମାଳ ଅସମାହିତ ପ୍ରଶ୍ନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।
R & B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଓ OBCC କଟକ ଡିଭିଜନର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ଚିଠି ପରେ ଘନେଇଛି ରାଜ୍ୟ ରାଜନୀତି ।