• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

BIjay Patnaik
କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ

ମେଲ୍‌ ଯୋଗେ AICCକୁ ପଠାଇଲେ ଇସ୍ତଫା ପତ୍ର ।

Koraput
ମନ୍ତ୍ରୀଙ୍କ ଆଗରେ ଦୁଃଖ ବଖାଣିଥିଲା କୁନି ଝିଅ ସୋନାଲି, ବର୍ଷକ ପରେ ବି ଫଳ ଶୂନ !

ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା।

Odisha Politics
କଂଗ୍ରେସରେ ନୂଆ ଷ୍ଟିୟରିଂ କମିଟିକୁ ନେଇ ଝଡ଼, ତାତିଲେ ତାରା-ନରସିଂହ !

ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ ।

CM Mohan Majhi
୨୦୪୭ ସୁଦ୍ଧା ଦେଢ଼ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡ଼ିଶା

ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Hadua Water Irrigation Project
ମିଛ କହିଥିଲା ବିଜେଡି ସରକାର, କ୍ଷତିପୂରଣ ଦେବେ କହି ଭଣ୍ଡେଇଦେଲେ..!

ଅଧାପନ୍ତରିଆ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ । କ୍ଷତିପୂରଣ ନେଇ ଚିନ୍ତାରେ ବିସ୍ଥାପିତ ପରିବାର ।

RG Kar Medical College Protest
RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ

ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କଲା ପୋଲିସ୍ । ମେଡିକାଲ କଲେଜ ବାହାରେ ବ୍ୟାପକ ଫୋର୍ସ ମୁତୟନ ।

Minister Bibhuti Bhusan Jena
ପରେଡ୍‌ ବେଳେ ଅଚେତ୍‌ ହେଲେ ଛାତ୍ର, ମନ୍ତ୍ରୀ ଘସିଦେଲେ ଘୋଡ଼

ଗାଡ଼ିରୁ ଓହ୍ଲାଇ ଆସି ଛାତ୍ରର ଭଲମନ୍ଦ ବୁଝିଲେ ମନ୍ତ୍ରୀ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ଛାତ୍ରକୁ ମେଡିକାଲ ପଠାଇଲେ ।

Balabhadra Pahandi
ବଳଭଦ୍ର ପଡ଼ିଯିବା ଘଟଣା; ତଦନ୍ତକୁ ନେଇ ଅସନ୍ତୁଷ୍ଟ ସେବାୟତ !

'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।'

Naba Das
ପୁଣି ଥରେ ଖୋଲିବ ଅନେକ ପୁରୁଣା ଫାଇଲ୍

କେଉଁ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ବିଜେଡି ସରକାର ? ଅନେକ ମର୍ଡର୍ ମିଷ୍ଟ୍ରିର ଗୁମର ଖୋଜିବାକୁ ବିଜେପି ସରକାରର ବଡ଼ ନିଷ୍ପତ୍ତି ।

Ratha Jatra
କାହା ଭୁଲରୁ ଚାରମାଳ ଉପରେ ହାମୁଡ଼ି ପଡିଲେ ବଡ଼ଠାକୁର ବଲଭଦ୍ର ?

ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟର ଅଭାବନୀୟ ଘଟଣାକୁ ନେଇ ମାଳ ମାଳ ଅସମାହିତ ପ୍ରଶ୍ନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।

Vigilance raid
ଚାକିରି ବେଳେ ଅସତ୍ ଉପାୟରେ ଧନ ଅର୍ଜିଥିଲେ,ପାପର ଘଡ଼ା ପୁରିବା ପରେ ବନ୍ଧା ହେଲେ

R & B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଓ OBCC କଟକ ଡିଭିଜନର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ।

Odisha Universities Act
ଚିଠି ଲେଖିଲେ ଧର୍ମେନ୍ଦ୍ର । ଚିହିଁକିଲା ବିଜେଡି

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ଚିଠି ପରେ ଘନେଇଛି ରାଜ୍ୟ ରାଜନୀତି । 

Subhadra Scheme
ସୁଭଦ୍ରା ଯୋଜନା ! ରାକ୍ଷୀ ପୂର୍ଣ୍ଣିମାରେ ଆସିପାରେ SOP

ଖୁବଶୀଘ୍ର ସୁଭଦ୍ରା ଯୋଜନା ଆବେଦନ । ସୁଭଦ୍ରା ଯୋଜନାର ପ୍ରାଥମିକ ନିୟମ ସ୍ଥିର କଲାଣି ବିଭାଗ ।

O Hub
ଆକ୍ସନ ମୋଡରେ MSME ମନ୍ତ୍ରୀ, ଓ-ହବ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ

୩ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ କମିଟି କରିବ ତଦନ୍ତ । ଅଗଷ୍ଟ ୨୧ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

Jeypore bus Terminal
କାମରେ ଆସୁନି ଜୟପୁର ସହରର ବସ୍ ଟର୍ମିନାଲ, ୬ ମାସ ପରେ ବି ଅଚଳ !

ପୁରୁଣା ବସଷ୍ଟାଣ୍ଡରେ ବଢୁଛି ଭିଡ଼, ଲୋକେ ହଇରାଣ । ଜିଲ୍ଲାପାଳ କହିଲେ OSRTC କର୍ତ୍ତୃପକ୍ଷଙ୍କ ସହ ହେବ ଆଲୋଚନା ।

Ratha Jatra
ବଡ଼ ଠାକୁର ପଡ଼ିବା ଘଟଣାରେ ଖୁଣ୍ଟିଆ-ପ୍ରତିହାରୀ-ଜେଟିପି-ଦଇତା ସେବକଙ୍କୁ ପଚରାଉଚରା

କାହା ଭୁଲ୍ ରୁ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଳଭଦ୍ର ? ଘଟଣାର ମାସକ ପରେ ତତ୍ପର ହେଲା ୩ ଜଣିଆ ଇନକ୍ବାରି କମିଟି ।

Naba Das
ରି-ଓପନ୍‌ ହେବ ଫାଇଲ ! ୩ ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ହେବ ପର୍ଦ୍ଦାଫାସ୍...

ମନ୍ତ୍ରୀ ନବ ଦାସ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାର ହେବ ପୁନଃ ତଦନ୍ତ । ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ପୁନଃ ତଦନ୍ତ ନେଇ ଆଇନମନ୍ତ୍ରୀଙ୍କ ସୂଚନା ।

SCB Crime
SCBରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ

ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMET ରୋମା ରତନ ରହିଛନ୍ତି।

Bhang
ଏଣିକି ମାଦକ ଦ୍ରବ୍ୟରେ ଗଣା ହେବ 'ଭାଙ୍ଗ'

ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।

Aul School
କ୍ଲାସ୍‌ରେ ପାଠ ପଢ଼ା ଚାଲିଥିଲା, ହଠାତ ଅସୁସ୍ଥ ହୋଇପଡ଼ିଲେ ୧୭ ଛାତ୍ରଛାତ୍ରୀ

ଚିକିତ୍ସା ପାଇଁ ୬ଜଣ ଛାତ୍ରୀ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୩ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୩ଜଣ ଆଳି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।