• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Nityanand Gond
ଖୋର୍ଦ୍ଧାରେ ୪୦୦-ପୁରୀରେ ୩୫୦-ସୁନ୍ଦରଗଡରେ ୪୧୭-ବାଲେଶ୍ୱରରେ ୧୩୧ ଭିକ୍ଷୁକ

ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ।

Ganesh Puja
ବଟ ଗଣେଶଙ୍କ ପାଖରେ ୨୨ ନଡ଼ିଆ ଭାଙ୍ଗିବ ଶ୍ରୀମନ୍ଦିର ପ୍ରଶାସନ

ସନ୍ଧ୍ୟା ଧୂପ ସରିବା ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହେବ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳନ ହେବ ।

Ganesh Puja Weather
୧୦ ଯାଏଁ ପ୍ରବଳ ବର୍ଷା !

ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକରେ ବର୍ଷା ଆଲର୍ଟ । କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ ।

Chanakya Niti
Chanakya Niti: କେମିତି ଶତ୍ରୁକୁ କରିବେ ପରାସ୍ତ, ଜାଣନ୍ତୁ ୯ ଗୁରୁତ୍ୱପୂର୍ଣ୍ଣ ଉପାୟ

ଚାଣକ୍ୟ ନୀତି ଅନୁଯାୟୀ ଧ ର୍ଯ୍ୟ ଏବଂ ସଂଯମତା ହେଉଛି ମଣିଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୁଣ । ଯେତେବେଳେ ଆପଣ ଶତ୍ରୁର ସାମ୍ନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

BJP
ବିଧାନସଭାରେ କହିଲେ ମନ୍ତ୍ରୀ, ତାମିଲ ବାବୁଙ୍କ ପାଇଁ ସରକାର କଲା BJP

ତେବେ ଏନେଇ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି, ଭିକେ. ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ ଏବଂ ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ବହୁତ ଉନ୍ନତିମୂଳକ କାମ ହୋଇଛି।

Times Tower
ଭୟଙ୍କର ଅଗ୍ନିକାଣ୍ଡ ! ଟାଇମ୍‌ସ ଟାୱାରରେ ଲାଗିଲା ନିଆଁ

ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲେଭଲ୍ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଇଞ୍ଜିନ୍ ଏବଂ ଅନ୍ୟ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇଥିଲେ ବୋଲି ଅଧିକାରୀ କହିଛନ୍ତି ।

Subhadra Scheme
ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିବାରୁ ୩ ଜଣଙ୍କର ଦରମା ବନ୍ଦ !

ଡେରାବିଶର ୨ ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ । ଟଙ୍କା ମାଗୁଥିବାରୁ ଡେରାବିଶର ୨ ଜନସେବା କେନ୍ଦ୍ରର ଆଇଡି ବ୍ଲକ ।

School Uniform
ଅଗଷ୍ଟ ୧୫ରେ ମିଳିବା କଥା ନୂଆ ଡ୍ରେସ୍, ହେଲେ ଏଯାଏଁ ମିଳିନି ! କାହିଁକି..?

ପୁରୁଣା ୟୁନିଫର୍ମ ପିନ୍ଧି ପାଠ ପଢିବାକୁ ଆସିଛନ୍ତି ପିଲା । ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ: ଗଣଶିକ୍ଷା ମନ୍ତ୍ରୀ  ।

Subhadra Ratha
ଦୂର ହେବ ‘ସୁଭଦ୍ରା’ ଦ୍ୱନ୍ଦ୍ୱ, ଲୋକଙ୍କ ସଚେତନ କରିବା ପାଇଁ ଗଡ଼ବ ରଥ

ସଚେତନତା ଭ୍ୟାନରେ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ଭିଡିିଓ କନଫରେନ୍ସ ଜରିଆରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

Road Problem
୪ ମାସ ତଳର ରାସ୍ତା, ହାତ ମାରିଲେ ପିଚୁ ଉଠିଯାଉଛି !

ରାସ୍ତା ଦେଖି ଅସନ୍ତୋଷ ପ୍ରକାଶ କଲେ, ବିଭାଗୀୟ ଅଧିକାରୀଙ୍କୁ ବିଗିଡ଼ିଥିଲେ ।

Bapi Ray
ରେଭେନ୍ସା କଳି ! ୩ ବିଜେଡି ନେତାଙ୍କ ନାଁରେ ମାମଲା

ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

Naveen Patnaik
ବିଜେଡିକୁ ସଂଗଠନ ଚିନ୍ତା, ସତ୍ତାରୁ ଯିବା ପରେ ତୃଣମୂଳ ନେତାଙ୍କ ଆସ୍ଥା ହରାଉଛି ଦଳ

ସମସ୍ତଙ୍କୁ ଏକଜୁଟ୍ ରହିବାକୁ ମନ୍ତ୍ର ଦିଆଯାଇଛି। ଚର୍ଚ୍ଚା ହେଉଛି ଏସବୁ ଜନପ୍ରତିନିଧିଙ୍କୁ ନେଇ ପୁରୀରେ ଶପଥ ପାଠ କରାଯାଇଛି।

Teachers Day
ଅନର୍ଗଳ ପଢ଼ାଇ ଚାଲିଛନ୍ତି ଗଣିତ, ବତାଇ ଚାଲୁଛନ୍ତି ଇଂରାଜୀ ବାକ୍ୟ ଗଠନର ଫର୍ମୁଲା

ଜାଣି ଆଶ୍ଚର୍ଯ୍ୟ ହେବେ ଦୄଷ୍ଟିଶକ୍ତି ନଥାଇ ବି ପିଲାଙ୍କୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । କେତେବେଳେ ଗପ ଓ କାହାଣୀ ଶୁଣାଇ ତ ଆଉ କେତେବେଳେ ଗୀତ ଗାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ଜଟିଳ ପାଠ । 

Aadhaar Update
ସୁଭଦ୍ରା ଯୋଜନା ଆବେଦନର କୌଣସି ସମୟସୀମା ନାହିଁ

ସୁଭଦ୍ରା ଫର୍ମ ଦାଖଲ ପୂର୍ବରୁ ଆଧାର ସଂଶୋଧନ ପାଇଁ ଅଧିକାଂଶ ସ୍ଥାନରେ ଠେଲାପେଲା, ଟଣାଓଟରା ସ୍ଥିତି। ଲମ୍ବା ଲାଇନ୍ ଡାକ ଘର ଡେଇଁ ରାସ୍ତା ଉପରକୁ  ଚାଲିଆସୁଛି। କିଛି ସ୍ଥାନରେ ତ ଅନିଦ୍ରା ରହି ଅପେକ୍ଷା କରୁଛନ୍ତି ପୁରା ପରିବାର। ଲାଇନ୍‌ର ଆଗରେ ରହିବାକୁ ସତେ ଯେମିତି ଚାଲୁଛି ପ୍ରତିଯୋଗିତା।

Ravenshaw University Name Change Row
ରାଜନୀତି ପଶାପାଲିରେ ରେଭେନ୍ସା ଗୋଟି

ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

Fraud Rahul Sahu
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୁଟୁଥିଲା ଲୋକଙ୍କୁ..!

ତାଳଚେର, ଅନୁଗୁଳଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏଭଳି ଠକେଇ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ରାହୁଲ ପାଖରୁ ଆଶାୟୀଙ୍କ ସାଟିଫିକେଟ, ବାୟୋଡାଟା ଏବଂ ଚେକକୁ ଜବତ କରିଛି।

Accident
ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

Naveen Patnaik
ତୃଣମୂଳ ସ୍ତରରେ ଭୁଶୁଡ଼ୁଥିବା ଦୁର୍ଗକୁ ଦେଖି ଟେନସନରେ ବିିଜେଡିି

ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।

Aadhaar Update
ଆଧାର ଅପଡେଟ୍ ପାଇଁ ଲମ୍ବା ଲାଇନ୍, ଜନସେବା କେନ୍ଦ୍ର-ଡାକଘର ଆଗରେ ହାଉଜାଉ ଭିଡ !

ସୁଭଦ୍ରା ସହ ରାସନକାର୍ଡ E-KYC ପାଇଁ ଜମୁଛି ଗହଳି । ଅଧୈର୍ଯ୍ୟ ହୋଇ ଅଯଥା ଭିଡ଼ ନକରିବାକୁ ପ୍ରଶାସନର ଅପିଲ ।

Haryana BJP
ହରିୟାଣା ବିଧାନସଭା ନିର୍ବାଚନ ପାଇଁ BJP ପ୍ରାର୍ଥୀ ତାଲିକା ଘୋଷଣା

ଲଡୱାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି । ଅମ୍ବାଲା କ୍ୟାଣ୍ଟରୁ ଅନୀଲ ଭିଜ୍ ହେଲେ ବିଜେପି ପ୍ରାର୍ଥୀ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।