ସ୍ମାର୍ଟ ମିଟର ଯୋଗୁଁ ଅଧିକ ବିଲ୍ ଆସୁଥିବା ଅଭିଯୋଗକୁ ଏକ ଭ୍ରମ ବୋଲି କହିଛନ୍ତି ଟାୱା ପାୱାର୍ କର୍ତ୍ତୃପକ୍ଷ।...
ଗତ ଦୁଇ ଦଶନ୍ଧି ଭିତରେ ନା କେହି ଏମିତି ଦେଖିଥିଲେ, ନା କେହି କେବେ ଭାବିଥିଲେ ଏଭଳି ଭାସିବ ଭଦୋଦରା ।
୯ ତାରିଖ ଅର୍ଥାତ ମୃତଦେହ ମିଳିଥିବା ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରି ପରିବାରକୁ ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ।
ଆର ମାସ ପହିଲାରୁ ସେମାନେ କାମରେ ଲାଗିବେ। ନିଯୁକ୍ତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି, ଯାହାକୁ ଭକ୍ତ ଓ ସୁଆର ମହାସୁଆର ସେବକ ବି ସ୍ବାଗତ କରିଛନ୍ତି।...
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ରିପୋର୍ଟରେ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ।
ସରକାରୀ ତହବିଲରୁ ହୋଇଛି ପାଣି ଭଳି ଆଡଭାଟାଇଜ୍ ଖର୍ଚ୍ଚ । ତେଜିଲା ପଲିଟିକାଲ ବୟାନବାଜି ।
ସରକାରଙ୍କ ପକ୍ଷରୁ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ବିଭାଗ ସଚେତନ ରହିଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ।
୯ ତାରିଖ ଦିନ RG କର୍ ମେଡିକାଲରୁ ଆସିଥିଲା ଫୋନ୍ । ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରିଥିଲେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ।
NCRBର ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ବାର୍ଷିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ ।
୧ ତାରିଖରୁ ନିଯୁକ୍ତ ହେବେ ୨୦ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଭକ୍ତ ଓ ସୁଆର ସେବକଙ୍କ ସ୍ୱାଗତ ।
ଲଘୁଚାପ ପ୍ରଭାବରେ ଆଗରୁ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ଏପଟେ ଭୁବନେଶ୍ବରରେ ଆଜି ବର୍ଷା ଲାଗି ରହିଥିବା ବେଳେ ସକାଳୁ କୋହଲା ପାଗ ଲାଗି ରହିଛି।
ଷ୍ଟାର୍ଟ ଅପ୍ ଓଡ଼ିଶାକୁ ଆସି ନେଇଥିବା ଅଧିକ ଅର୍ଥକୁ ଫେରସ୍ତ ନିର୍ଦ୍ଦେଶ । ବର୍ତ୍ତମାନ କେତେ ସରକାରୀ ଦରମା ପାଇବେ ପୁନଃନିର୍ଦ୍ଧାରିତ ହେଲା ।
ବରିଷ୍ଠ ଅଭିନେତା ମୋହନଲାଲଙ୍କ ନେତୃତ୍ୱରେ ଏହି ସଂଗଠନ କାର୍ଯ୍ୟ କରୁଥିଲା। ସଂଗଠନର କିଛି କଳାକାରଙ୍କ ନାଁରେ ଏଭଳି ଅଭିଯୋଗ ପରେ, ମୋହନଲାଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।
ପରିବାରର କେହି ଆୟକରଦାତା ହୋଇନଥିବେ, ସରକାରୀ ଚାକିରି କରିନଥିବେ କି ନିର୍ବାଚିତ ଜନ ପ୍ରତିନିଧି ବି ହୋଇନଥିବେ। କିମ୍ବା ନିଜେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବେ । ଆପଣଙ୍କର ୪ ଚକିଆ ଗାଡ଼ି ନଥିବା ଦରକାର ।
ଫାଇଭ୍-ଟି ସ୍କୁଲ। କେନ୍ଦ୍ରାପଡ଼ା ଜିଲ୍ଲା ଖଡ଼ିଅଣ୍ଟା ଉଚ୍ଚବିଦ୍ୟାଳୟର ଦେଖିବାକୁ ମିଳିଛି ଦୂରାବସ୍ଥା ।
ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର। ସକାଳୁ ସନ୍ଧ୍ୟା ଯାଏଁ ଜାରି ରହିଛି କାମ। ତେବେ ଅଧିକାଂଶ ସ୍ଥାନରେ ଇ-ପିଓଏସ୍ ମେସିନ ଠିକ୍ ରେ କାମ କରୁନଥିବାରୁ ବିଳମ୍ବ ହେଉଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାହକଙ୍କୁ ଏପରି ଦିନ ଦି ପହରେ ଚୂନ ଲଗାଇ ଖାଦ୍ୟ ଯୋଗାଣ ବିଭାଗ ସ୍କାନରକୁ ଆସିଛନ୍ତି ରାଜ୍ୟର ୨ ହଜାର ୮୪୬ ବ୍ୟବସାୟୀ। ତା’ ଭିତରେ ଗ୍ରାହକଙ୍କୁ କମ୍ ମାପର ତେଲ ବିକୁଥିବା ପେଟ୍ରୋଲ ପମ୍ପ୍ ସଂଖ୍ୟା ୩୭୦ ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆକ୍ରାନ୍ତ ନୁହେଁ, ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି ।
୨୦୨୦ରେ ତାକୁ ଆତଙ୍କବାଦୀ ଘୋଷିତ କରିଥିଲା ଭାରତର ଗୃହ ମନ୍ତ୍ରାଳୟ। ଏବେ ସେ ଭାରତ ପାଇଁ ଜଣେ ପଳାତକ, ଯିଏକି ଶରଣ ନେଇଛି ପାକିସ୍ତାନରେ।