Advertisment

ଚିନ୍ତା ବଢ଼ାଇଲାଣି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ

ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।

author-image
Satyendu Shekher Mishra

ଚିନ୍ତା ବଢ଼ାଇଲାଣି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ଆଜିକୁ ମିଶାଇ ତୃତୀୟ ଦିନରେ ୨୬ ହଜାରରୁ ଅଧିକ କୁକୁଡ଼ା ମରା ସରିଲାଣି । ଏପଟେ ବାର୍ଡ ଫ୍ଲୁ ଯେପରି ମଣିଷଙ୍କୁ ସଂକ୍ରମଣ ନକରେ, ସେଥିପ୍ରତି ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ସବୁ ଜିଲ୍ଲାକୁ ଆଡଭାଇଜରି ଜାରି କହିଛି। ତାସହ ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।

Advertisment
Advertisment
Advertisment