Odisha BJP
ଖୋର୍ଦ୍ଧା ବିଜେପିରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ । ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୁହାଁମୁହିଁ, ଧସ୍ତାଧସ୍ତି, ଠେଲାପେଲା । ହେଲେ ୪୮ ଘଣ୍ଟା ପରେ ବି ପୁରା ଚୁପ୍ ଦଳ । ନା ସୋ' କଜ୍, ନା ଆକ୍ସନ । ଏଭଳି ସାଂଘାତିକ ବିଶୃଙ୍ଖଳା ପାଇଁ ଦାୟୀ କିଏ ? କାହିଁକି ଦଳୀୟ ଫୋରମରେ ନଯାଇ ଏମିତି ଗଣମାଧ୍ୟମ ଆଗରେ ବିରୋଧ କଲେ ଅପରାଜିତାଙ୍କ ସମର୍ଥକ ? ସେ ପୁଣି ଖୋଦ୍ ପ୍ରଭାରୀ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)