Advertisment

କାହା ପାଇଁ, କେମିତି ଓ କେଉଁଭଳି.. ମହିଳାଙ୍କୁ ଦିଆଯିବ ସୁଭଦ୍ରା ଯୋଜନା ?

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ଏଟିଏମ୍ କାର୍ଡ।

author-image
Satyendu Shekher Mishra

କାହା ପାଇଁ, କେମିତି ଓ କେଉଁଭଳି ଭାବେ ରାଜ୍ୟର ମହିଳାଙ୍କୁ ଯୋଗାଇ ଦିଆଯିବ କଲ୍ୟାଣକାରୀ ସୁଭଦ୍ରା ଯୋଜନା, ସେନେଇ ଆସିଲା ନିର୍ଦ୍ଦେଶାବଳୀ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ହିତାଧିକାରୀ ଚୟନ ପାଇଁ ମାନଦଣ୍ଡ, ତଦାରଖ ସହ ମୂଲ୍ୟାଙ୍କନ ସଂପର୍କରେ ବିସ୍ତୁତ ତଥ୍ୟ ଜାରି କରାଯାଇଛି। କିଭଳି ଯୋଜନା କାର୍ଯ୍ୟକାରୀ ହେବ, ତାହାର ତଦାରଖ ପାଇଁ ରାଜ୍ୟରୁ ବ୍ଲକସ୍ତରୀୟ ଯାଏଁ କାମ କରିବ ସୁଭଦ୍ରା କମିଟି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ଏଟିଏମ୍ କାର୍ଡ।

Advertisment
Advertisment
Advertisment