ଫର୍ମ ଭରିବା ପରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ୱେବସାଇଟକୁ ଯାଇ ନିଶୁଳ୍କ ଆବେଦନ କରିପାରିବେ। ପୋର୍ଟାଲରେ ଯୋଜନା ସଂପର୍କିତ ସମସ୍ତ ତଥ୍ୟ ରହିଛି।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ହାଇକୋର୍ଟ ବେଞ୍ଚ ଦାବି ଯଥାର୍ଥ ବୋଲି କହିଛନ୍ତି।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।
ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ସୁପରିଟେଣ୍ଡେଣ୍ଟଙ୍କ ଯାଏଁ ପଚରାଉଚରା କରିଥିବାବେଳେ କାଲି ଆକ୍ରମଣର ଶିକାର ସୌମ୍ୟକାନ୍ତ ମହାନ୍ତିଙ୍କ ହାତଲେଖା ଚିଠିକୁ ନେଇ ବଢ଼ିଛି ଚିନ୍ତା।
କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି।
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।
ବିଚାରାଧୀନ କଏଦୀଙ୍କୁ ହାଇଦର ପୁଅର ଆକ୍ରମଣର ଖୋଳତାଡ଼ । ସମସ୍ୟା ବଢ଼ାଇଛି ହାଉଜାଉ କଏଦୀ ।
'ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ସୁପ୍ରିମକୋର୍ଟଙ୍କ ରାୟ'
୨୧ରୁ ୬୦ ବର୍ଷ ବୟସ ସୀମା ରଖିବାରୁ ୨୧ରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ମହିଳା ବାଦ୍ ପଡିବେ। ରାଜ୍ୟର ୨ କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି ରଖିଛି ଦଳ ।
ନବୀନ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଭିତରେ ଥିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ନବୀନ ମମତାଙ୍କୁ ଭଉଣୀ ତୁଲ୍ୟ ସମ୍ମାନ ଦେଉଥିଲେ। ହେଲେ ସରକାର ବଦଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ମମତାଙ୍କ ବିଜେପି ବିରୋଧି ମନୋଭାବ ପାଇଁ ଓଡ଼ିଶା ସହ ଶତ୍ରୁ ଭଳି ଅଚରଣ କରୁଛନ୍ତି।
ଭାରତର ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗ ସହ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଫୋକୋମେଲିଆ କିମ୍ବା ଆମେଲିଆ ଏମିତି ଏକ ବିରଳ ରୋଗ ଯେଉଁଥିରେ ହାତ...
ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଶହ ଶହ ଛାତ୍ରଛାତ୍ରୀ । ସେମାନଙ୍କ ପ୍ରତିବାଦ ଦେଖି ପୋଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛି । ଅନ୍ୟପଟେ ସଂପୃକ୍ତ ଛାତ୍ରକୁ ଗିରଫ କରି ଆନ୍ଧ୍ର ପୋଲିସ ତଦନ୍ତ ଜାରି ରଖିଛି ।
ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।
ପୋଷାକ-ପରିଧାନ ସହ ମାନସିକତାରେ ଆଣିଲେ ପରିବର୍ତ୍ତନ । ଦିଲ୍ଲୀରେ ହେଲା ‘ସେକ୍ସ ଚେଞ୍ଜ ଅପରେସନ୍’ ।
ସସ୍ମିତା ମାଝିଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ମଧ୍ୟ ମାଥିଲି ଥାନାରେ ରୁଜୁ ହୋଇଥିଲା ମାମଲା। ପୋଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଆଜି ସଶ୍ମିତାଙ୍କୁ ଗିରଫ କରିଛି ।
କଣ୍ଟେଣ୍ଟ ମଡରେସନ ଏବଂ ଫ୍ରିସ୍ପିଚ୍ ପ୍ରତି ବିପଦ ଆଶଙ୍କା କରି ଟେଲିଗ୍ରାମ ସିଇଓ ପାଭେଲ୍ ଡୁରୋଭଙ୍କୁ ପ୍ୟାରିସରେ ଗିରଫ କରିଥିଲା ଫ୍ରାନ୍ସ ପୋଲିସ ।
ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।
ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବିକାଶ ଫରସେଗଡ ପୋଲିସ ଦ୍ୱାରା ଧରାପଡିଥିଲା ଏବଂ ଅତ୍ୟଧିକ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପରେ ଗିରଫ କରାଯାଇଥିଲା।
ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଭଳି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ । ରତ୍ନଭଣ୍ଡାରରୁ ସୁନା-ରୂପା ଗୁଜରାଟ ଚାଲାଣ ହେଉଥିଲା କହିଥିଲେ ସୁଲତା ।