• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Narendra Modi
ଢ଼ୋଲ ପିଟି ସିଙ୍ଗାପୁରରେ ମୋଦିଙ୍କୁ ଗ୍ରାଣ୍ଡ ୱେଲ୍‌କମ୍‌

କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।

Fake Currency Racket
ୟୁପି ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ ରାକେଟ୍ ସହ ଦେଶଦ୍ରୋହୀ ମାମଲାରେ ଓଡ଼ିଶା ଲିଙ୍କ୍

ଓଡ଼ିଆ ମୌଲବୀ ସହ ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ୟୁପି ପୋଲିସର ଆଖି ଏବେ ଓଡ଼ିଶା ଉପରେ।...

Subhadra Scheme
ଆଧାର ସଂଶୋଧନ ପାଇଁ କି ପୁରୁଷ, କି ମହିଳା, ପିଲାଠୁଁ ବୁଢ଼ା..ସଭିଏଁ ଦୌଡ଼ିଲେ !

ଗେଟ୍ ଖୋଲିବା ପରେ ଲାଇନରେ ଆଗ ଛିଡ଼ାହେବାକୁ ଚାଲିଥିଲା ପ୍ରତିଯୋଗିତା।

Onion Price Hike
ଆଳୁ ଦର ଖସୁ ଖସୁ ବଢିଗଲା ପିଆଜ

ଖାଉଟି ଅଢେଇଶହରୁ ଶହେ ଗ୍ରାମକୁ ଖସିଥିଲେ ବି ଶହେ ଟଙ୍କା ଦେବା ବେଳେ ମୁହଁ ଆମ୍ବିଳ, ନାକ ଟେକୁଛନ୍ତି।

Odisha Jajpur
ସୌନ୍ଦର୍ଯ୍ୟକରଣ ନାଁରେ ପାଣି ଭଳି ଅର୍ଥ ଶ୍ରାଦ୍ଧ, ଫଳ ଶୂନ

ପୂର୍ବ ବିଜେଡି ସରକାର ଅମଳରେ ସାଂସଦ ଏପରିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ବର୍ଷା ହେବାକୁ ନେଇ ଚର୍ଚ୍ଚାରେ ଥିବା ଯାଜପୁର ସହରରେ ରହିଛି ଏମିତି ସ୍ଥିତି।

Subhadra Scheme
କେଉଁଠି ଠେଲାପେଲା କେଉଁଠି ଗଣ୍ଡଗୋଳ ! 'ସୁଭଦ୍ରା' ପାଇଁ ଆଧାର ଅପଡେଟ୍ ଲାଗି ଧାଁ ଦୌଡ଼

ସବୁ ଜନସେବା କେନ୍ଦ୍ର ଓ ଡାକଘରେ ଅସମ୍ଭବ ଗହଳି । ଅଧୈର୍ଯ୍ୟ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଅପିଲ୍ । ଫର୍ମ ଦାଖଲର ନାହିଁ ଶେଷ ତାରିଖ: ପ୍ରଭାତୀ ।

Onion Price Hike
ଆଳୁ ଖସୁ ଖସୁ ତୋଡ଼ ଦେଖାଇଲାଣି ପିଆଜ ! ଅମୂଲ ମୂଲ ରସୁଣ ସପ୍ତାହକରେ ୨ଶହ ବଢ଼ିଲାଣି

ଅମୂଲ ମୂଲ ରସୁଣ, ସପ୍ତାହକରେ ୨ଶହ ବଢି ପହଞ୍ଚିଲାଣି ୪ଶହରେ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ପ୍ରବଳ ବର୍ଷା ଯୋଗୁଁ ମହଙ୍ଗା ସ୍ଥିତି ସୂଚନା ।

Odisha Jajpur
ମାଟିରେ ଲୋଟୁଛି ମା ବିରଜାଙ୍କ ତାମ୍ର ପ୍ରତିମୂର୍ତ୍ତି, ଖଣ୍ଡ ଖଣ୍ଡ ହୋଇ ପଡ଼ିଛନ୍ତି ରାଜା ଯଯାତି କେଶରୀ !

ଯାଜପୁରରେ ଅଧପନ୍ତରିଆ ମୂର୍ତ୍ତି ସ୍ଥାପନ ପ୍ରକଳ୍ପ । ପରିତ୍ୟକ୍ତ ଅବସ୍ଥାକୁ ନେଇ ଉଦବେଗ । ପୁଣି ବବିଙ୍କ ଆଡ଼କୁ ତୀର ମାରିଲେ ହିମାଂଶୁ ।

Revenshaw University
ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଅଣଛାତ୍ରଙ୍କ ପ୍ରବେଶ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

DGP On Maoist
୨୦୨୬ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବେ ମାଓବାଦୀ: ଡିଜିପି

ଆଗକୁ ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହେବ କହିଲେ ଡିଜିପି । ‘ନକ୍ସଲ ମୂଳପୋଛ ପାଇଁ ଶାହ ଦେଇଛନ୍ତି ଟାର୍ଗେଟ’ ।

Excise Office
କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ଚକ୍ରାନ୍ତ ?

ବାରଣ୍ଡାରେ ଅତି ଦୟନୀୟ ଅବସ୍ଥାରେ ଥୁଆ ହୋଇଛି, ଅତି ଦରକାରୀ ଶହ ଶହ ପୁରୁଣା ଫାଇଲ୍ । କେଉଁଟିରେ ନାଲି ଫିତା ବନ୍ଧା ହୋଇଛି, ତ କେଉଁଟି ଫିମ୍ପି ମାରି ଯାଇଛି।

Calender
ଅନୁଗୁଳରେ ‘ଅବିକା ୨୦୨୫ କ୍ୟାଲେଣ୍ଡର’ ସିଜିନ-୫ର ଅଡିସନ

ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଯୋଗୀ ଏହି ଅଡିସନରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।

Aadhar Update
ଆଧାର ପାଇଁ ଲମ୍ବା ଲାଇନ୍‌

ସୁଭଦ୍ରା ଯୋଜନାରେ ଆସନ୍ତାକାଲିଠୁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏଥିଲାଗି ଆଧାର ଅଥଣ୍ଟିକେସନ୍ ଦରକାର ହେଉଛି । ଆଉ ସେଥିପାଇଁ ଉଣା ଅଧିକ ସବୁ ସ୍ଥାନରେ ଏଇ ସମାନ ସ୍ଥିତି ।

Crime
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଏଗାଁରୁ ସେ ଗାଁ ବୁଲିଲା ମୃତଦେହ

ଘର ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ଦୀର୍ଘ ସମୟ ଧରି ଝିଅ ନଫେରିବାରୁ ପରିବାର ଥାନାରେ ଅଭିଯୋଗ କଲେ। ଖୋଜାଖୋଜି ଚାଲିଲା।

Chikiti Liquor Death
ଜଙ୍ଗଲୀ ଚେର ସମୂଦି ମୂଳରୁ ଜୀବନ ଗଲା

ଅଧିକ ପରିମାଣରେ ମିଶା ଯାଇଥିବା ଯୋଗୁଁ ଏବଂ ପାର୍ଶ୍ୱପ୍ରତିକ୍ରିୟା ଘଟି ମଦ ବିଷାକ୍ତ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ଏସପି।

Jharpada Jail
ଜେଲ୍ ଅଧିକାରୀ ଓ କଏଦୀଙ୍କ ଭିତରେ ଚାଲିଛି କି ମଧୁଚନ୍ଦ୍ରିକା ?

କେବଳ ଯେ ଜେଲ୍ ମୁଖିଆଙ୍କ ଜାଣତରେ ଏସବୁ ଘଟୁଛି ତା’ନୁହେଁ, ବରଂ ଏହା ପଛରେ ବଡ଼ ସାଜିସ୍ ଥିବା ଅଭିଯୋଗ ଉଠିଛି। ଯାହାର ସଦ୍ୟ ଉଦାହରଣ ହେଉଛି, ଝାରପଡ଼ା ଜେଲ୍।

Jharpada Jail
ଚେତାଇଥିଲେ ପୂର୍ବତନ ଡିଜି, ତଥାପି ପଶିଲାନି ଚେତା !

ଜେଲରେ ସ୍ୱାମୀଙ୍କୁ ଆକ୍ରମଣ ପାଇଁ ଜେଲରଙ୍କୁ ଦାୟୀ କଲେ ପତ୍ନୀ । ସନ୍ଦେହ ଘେରରେ ଜେଲ୍ କର୍ମଚାରୀ-କଏଦୀଙ୍କ ମଧୁଚନ୍ଦ୍ରିକା ।

Chikiti Liquor Death
ଏବେ ବି କାରଣ ଅସ୍ପଷ୍ଟ ! କାହିଁକି ଘଟିଲା ମଦମୃତ୍ୟୁ..? କ’ଣ ଏହି ‘ସମୂଦି ମୂଳ’ ?

‘ସମୂଦି ମୂଳ’ ମିଶାଇଥିବା ଅଭିଯୁକ୍ତର ସ୍ୱୀକାରୋକ୍ତି ନେଇ SPଙ୍କ ସୂଚନା । ପରୀକ୍ଷା ପାଇଁ ଯାଇଛି ଲ୍ୟାବ୍, ଭିସେରା ରିପୋର୍ଟକୁ ବି ଅପେକ୍ଷା ।

Crime
ସଭ୍ୟ ସମାଜକୁ ଲଜ୍ଜା ! ଗାଁ ଝିଅର ମୃତଦେହକୁ ଗାଁରେ ପୂରେଇ ଦେଲେନି ଗାଁ ଲୋକ

ଦୁଷ୍କର୍ମ ପରେ ହତ୍ୟାର ଶିକାର ଯୁବତୀଙ୍କ ମୃତଦେହକୁ ଗାଁରେ ପୁରାଇଲେନି । ୫୦ କିଲୋମିଟର ଦୂରରେ ହେଲା ଅନ୍ତ୍ୟେଷ୍ଟି ।

Naveen- Hinjili
ଖୋଦ୍ ନବୀନଙ୍କ ଗଡ଼ ହିଞ୍ଜିଳିରେ ୨୪ ବର୍ଷ ଭିତରେ ଗଡ଼ିଛି ଶହେ ଶହେଟି ମୁଣ୍ଡ

ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ମାମଲାରୁ ମାତ୍ର ୯ଟିରେ ହିଁ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇ ପାରିଛି। 

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।