• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Mahaprasad
ମାଗଣାରେ ମିଳିବ ମହାପ୍ରସାଦ ! ଚାଲିଛି ରୂପରେଖ ପ୍ରସ୍ତୁତି..

‘ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କରାଯି । ଖୁବଶୀଘ୍ର ମରାମତି କାର୍ଯ୍ୟ ସହ ଗଣତି ମଣତି କରାଯିବ ।’ 

Jhingia Oram
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ 

କାନ୍ଦି କାନ୍ଦି ଶେଷ ବିଦାୟ ଜଣାଇଲେ ଜୁଏଲ । ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ ।

Mamata Banerjee
ହଠାତ୍‌ ସେଦିନ ରାତିରେ କେଉଁଠୁ ଆସିଥିଲେ ଏତେ ଲୋକ, କିଏ ପଠାଇଥିଲା ?

ରାତି ଅଧରେ ଅଜଣା ଗୋଷ୍ଠୀ R.G କର ମେଡିକାଲ ଆଣ୍ଡ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ପୋଲିସ ଓ ଡାକ୍ତରଙ୍କୁ ମାଡ଼ ମାରିବା । ସବୁ ପ୍ରମାଣ ନଷ୍ଟ କରିବାକୁ ଦୁଷ୍କର୍ମ ହୋଇଥିବା ମେଡିକାଲର ରୁମକୁ ଭାଙ୍ଗିବା ଭଳି କାମରେ ରହିଛି ମମତାଙ୍କ ପୁତୁରା ହାତ ।

Mamata Banerjee
ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ମମତା ଆନ୍ଦୋଳନରେ ସାମିଲ ହୋଇଛନ୍ତି କାହା ପାଇଁ ?

ମମତା କାହିଁକି ଆରମ୍ଭରୁ ମୁହଁ ଖୋଲୁନଥିଲେ ? କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଉନଥିଲେ ? ତା’କୁ ନେଇ ଏବେ ଜୋର ଦାର ଚର୍ଚ୍ଚା । ଯଦି ନଜେ ସରକାରରେ ରହି ମମତା ରାଲି କରୁଛନ୍ତି । ତା’ ହେଲେ ଜନତା ନ୍ୟାୟ ପାଇଁ ଯିବେ କୁଆଡ଼େ ? କାହା...

Viral Video
Video Viral: ନଦୀକୁ ଡେଇଁଲେ ମହିଳା, ଚୁଟିକୁ ଧରିପକାଇଲେ କ୍ୟାବ୍‌ ଡ୍ରାଇଭର..!

ଶେଷ ମୁହୂର୍ତ୍ତରେ ମହିଳାଙ୍କ ଚୁଟି ଧରିଥିଲେ କ୍ୟାବ୍‌ ଡ୍ରାଇଭର । ଫଳରେ ମହିଳାଙ୍କୁ ଯନ୍ତ୍ରଣା ହୋଇଥିଲା । ତେଣୁ ସେ ପୁଣି ହାତ ବଢ଼ାଇ କ୍ୟାବ ଡ୍ରାଇଭରଙ୍କ ହାତକୁ ଧରିଥିଲେ ।

Odisha Politics
ବିଧାୟକଙ୍କ ଓରିଏଣ୍ଟେସନ୍ ପ୍ରୋଗ୍ରାମକୁ ବିଜେଡି-କଂଗ୍ରେସର ବୟକଟ୍

୩ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସାମିଲ ହେବେ । ବିଜେଡିର ୨ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ ।

Heavy rainfall
୨୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ସତର୍କବାଣୀ

ସତର୍କ ରହିବାକୁ କହିଲେ SRC । ବର୍ଷା ଯୋଗୁଁ ଅଚାନକ ପାଣି ମାଡ଼ି ଆସିପାରେ ।

Odisha, Dara Singh
ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ 

ଗତ ୨୪ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ । ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀଙ୍କୁ ମିଳିଥିବା ଆଶ୍ବସ୍ତିକୁ ଦର୍ଶାଇଲେ ।

Train Derailed
ସାବରମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍, କାନପୁର-ଭିମସେନ୍ ଷ୍ଟେସନ୍ ମଝିରେ ଦୁର୍ଘଟଣା !

ଘଟଣାସ୍ଥଳରେ ବରିଷ୍ଠ ରେଲୱେ ଅଧିକାରୀ  । ବସ୍ ଯୋଗେ ଯାତ୍ରୀଙ୍କୁ ପଠାଗଲା ।

Kolkata
କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ୧୦ରୁ ଅଧିକ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

ସନ୍ଦେହରେ କିଛି ଷ୍ଟାଫ୍‌ଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି ।

Jammu Kashmir Election
ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ପଡ଼ିବ ବିଧାନସଭା ଭୋଟ୍

ଅକ୍ଟୋବର ୪ରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

Congress Party
କଂଗ୍ରେସକୁ ପିଛା ଛାଡୁନି ଦୁର୍ଦ୍ଦିନ

ଦଳ ଛାଡିଛନ୍ତି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ବଳ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

Sim Box
ଓଡ଼ିଶାରେ ପୁଣି ସିମ୍ ବକ୍ସ ଆତଙ୍କ

ପୋଲିସ ସୂଚନା ଦେଇଛି, ଯେ, ମହାଦେବନଗରର ପ୍ଲଟ୍ ନମ୍ବର ୨୧୫୯/ ୭୦୧୦ରେ ଏକ ଘରେ ପ୍ରାୟ ୮ ମାସ ଧରି ଭଡ଼ାରେ ରହି ଆସୁଥିଲା ଓଡ଼ିଶା ବାହାରର ଜଣେ ବ୍ୟକ୍ତି।

Bhubaneswar BJD
ଫାଳ ଫାଳ ହେଉଛି ଭୁବନେଶ୍ୱର ବିଜେଡି

ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସିଧା ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ବା ବୁନୁଙ୍କୁ ନିଶାନା କରିଛନ୍ତି।

YB Khurania
ରାଜ୍ୟକୁ ମିଳିଲା ନୂଆ ପୋଲିସ ମୁଖିଆ

ରାଜ୍ୟ ପୋଲିସ ମୁଖ୍ୟ ଭାବେ ଖୁରାନିଆ ଦାୟିତ୍ବ ନେଉ ନେଉ, ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ହମଲା କରିଛନ୍ତି ବିରୋଧୀ। ଯାହାର ଦୃଢ଼ ଜବାବ ରଖିଛି ଶାସକ ବିଜେପି।

Jammu Kashmir Election
ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ପଡ଼ିବ ବିଧାନସଭା ଭୋଟ୍

ହରିୟାଣା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟ ଅକ୍ଟୋବର ୧ରେ ଭୋଟ୍ । ଅକ୍ଟୋବର ୪ରେ ଆସିବ ଉଭୟ ରାଜ୍ୟର ଫଳାଫଳ ।

Bhubaneswar BJD
ଭୁଶୁଡୁଛି ଭୁବନେଶ୍ୱର BJD ! BJPରେ ମିଶିଲେ କର୍ପୋରେଟର୍ ବନ୍ଦିତା, ଲାଇନ୍‌ରେ ଅନେକ...

ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।

Sim Box
ରାଜଧାନୀରେ ସିମ୍ ବକ୍ସ ଆତଙ୍କ ! ଧରାପଡ଼ିଲା ୭ ସିମ୍ ବକ୍ସ, ୫୦୦ ସିମ୍

ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ ।

Bijay Pattnaik
କଂଗ୍ରେସରୁ ଇସ୍ତଫା ଦେବା ପରେ OTVକୁ କ’ଣ କହିଲେ ବିଜୟ ? ଜାଣନ୍ତୁ...

କଂଗ୍ରେସରୁ ଇସ୍ତଫା ଦେବା ପରେ OTVକୁ ଏକ ସାକ୍ଷାତକାର ଦେବା ଅବସରରେ ଅନେକ ଖୁଲାସା କରିଛନ୍ତି ବିଜୟ ପଟ୍ଟନାୟକ। ଜାଣିବା ପାଇଁ ପଢ଼ନ୍ତୁ।

Jammu Kashmir Election
ଜାମ୍ମୁ-କାଶ୍ମୀର-ହରିୟାଣାରେ ବିଧାନସଭା ନିର୍ବାଚନ, ଅକ୍ଟୋବର ୪ରେ ଫଳାଫଳ

ଚଳିତ ବର୍ଷ ଜାମ୍ମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।