• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Scam
OSSSC ନିଯୁକ୍ତି ପରୀକ୍ଷାରେ ଘୋଟାଲା

ଅନଲାଇନ୍ ପରୀକ୍ଷାର ମେରିଟ୍ ଲିଷ୍ଟ ବାତିଲ ସହ ଆଉ ଥରେ ଅଫଲାଇନ୍ ପରୀକ୍ଷା କରାଇବାକୁ ଜୋରଦାର ଦାବି। ଏହି ଦାବିରେ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ ବା OSSSC କାର୍ଯ୍ୟାଳୟ ଆଗରେ ଆଶାୟୀଙ୍କ ବିଶାଳ ବିକ୍ଷୋଭ।

Flood Affected
ଦଇବର କେତେବେଳେ କେମିତିକା ଦାଉ !

ଯେଉଁ ଛୋଟ ଦୋକାନରୁ ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପୁରୁଥିଲା, ତାହା ଆଜି ନିଶ୍ଚିହ୍ନ ସର୍ବଗ୍ରାସୀ ବନ୍ୟାରେ। ତେଣେ ଝିଅ ମେଡିକାଲରେ ପଡିଛି, ଆଉ ଏଣେ ଦାନା ଭାସିଯାଇଛି, କଥା ଭାବିଲା ବେଳକୁ ଲୁହରେ ଭରି ଯାଉଛି ରାକ୍ଷୀଙ୍କ ଆଖି।

Naveen Patnaik
ରେଭେନ୍ସା ନାଁ ବିବାଦ, ନବୀନଙ୍କ ପରୋକ୍ଷ ନିଶାନା !

ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ନବୀନଙ୍କ ପରୋକ୍ଷରେ ନିଶାନା । ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ କହିଲେ ନବୀନ ।

Vande Bharat
ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Flood Affected
ଉଜୁଡ଼ା ବତୁରା ଘରୁ ସ୍ୱପ୍ନ ସାଉଁଟୁଛନ୍ତି ବିପନ୍ନ !

ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ କହିଲେ ବିପନ୍ନଙ୍କୁ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ ।

Scam
​​​​​​​OSSSC ପରୀକ୍ଷାରେ ଘୋଟାଲା ! ଅଫିସ୍ ଆଗରେ ଚାକିରି ଆଶାୟୀଙ୍କ ଗର୍ଜନ

ରେଜଲ୍ଟ ସ୍ୱଚ୍ଛତାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଲା ବିଜେପି ।

Odisha Politics
ଡାହା ମିଛ ଥିଲା କି ବିଜେଡି ସରକାରର ୫୭ ନୂଆ NAC ଘୋଷଣା ?

ନିର୍ବାଚନ ବେଳେ ଫାଙ୍କା ଘୋଷଣାର ଖୋଲିଗଲା ପୋଲ୍ । ପୋଲ୍ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Cancer
କ୍ୟାନସର ପାଇଁ ଔଷଧ ଉପରେ କମିଲା GST !

ପରିଷଦର ଆସନ୍ତା ଅକ୍ଟୋବରରେ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Capital Hospital
ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି

ରୋଗୀସେବାରେ ପ୍ରମୁଖ ଭୂମିକା ନେଉଥିବା ୫୩ ନର୍ସିଂ ଅଫିସର ପୋଷ୍ଟ ବି ଫାଙ୍କା। ଯାହାକୁ ନେଇ ରୋଗୀ ସେବା ଗୁରୁତର ପ୍ରଭାବିତ ହେବା ସହିତ ବଢୁଛି ଅସନ୍ତୋଷ।

IPS reshuffle
କାହିଁକି ବିଳମ୍ବ ହେଉଛି IPS ବଦଳି? କେଉଁଠି ରହିଛି ଅସୁବିଧା?

ପାୱାର କରିଡରରେ ଚର୍ଚ୍ଚା ଆଇପିଏସ୍ ସ୍ତରରେ ବଦଳି କେବେ ? ଆଶଙ୍କାରେ ବିଜେଡି ଲିଙ୍କ୍ ରେ ଥିବା ଆଇପିଏସ୍ ଅଧିକାରୀ।

Malkangiri Flood
ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ବେହାଲ ମାଲକାନଗିରି

ଆକାଶମାର୍ଗରୁ ଉତ୍ତୋଳିତ ଭିଡିଓ ହୋଇଥିବା ଭିଡିଓ ଦେଖିଲେ, ଜଣାପଡ଼ିବ ବନ୍ୟାର ଭୟାବହତା । ଆଉ ଛାତି ଥରି ଉଠିବ ।

Bhubaneswar Crime
ହାତରେ ବନ୍ଧୁକ, କଥା କଥାକେ ଫୁଟାଇଦେବାକୁ ଦେଉଛନ୍ତି ଧମକ

୭୦ ବର୍ଷୀୟ ପଡୋଶୀ ଜଣକ ବି ତାର ଦାଦା । ପାଖ ପଡୋଶୀ କଣ, ଘର ଲୋକ ବି ବନ୍ଧୁକ ଦେଖି ଭୟଭୀତ ଆଉ ଆଶ୍ଚର୍ଯ୍ୟ ମଧ୍ୟ।

Malkangiri Flood
ବର୍ଷା ଅଳ୍ପ ହେଉ କି ଅଧିକ, ମାଲକାନଗିରିରେ ବୁ଼ଡୁଛି ପୋଲ, ଭାସୁଛି ରାସ୍ତା

ପୋଲ ଉପରେ ସବୁବେଳେ ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି ।

Malkangiri Flood
ବେଙ୍ଗ ଏକ କଲେ ବି କାହିଁକି ଉବୁଟୁବୁ ହେଉଛି ମାଲକାନଗିରି ?

କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ।

Malkangiri Flood
ଦୁଇ ଦିନର ଅବିଶ୍ରାନ୍ତ ବର୍ଷା, ମାଲକାନଗିରିରେ ଜଳପ୍ରଳୟ

ବୁଡିଲା ରାସ୍ତା, ବ୍ରିଜ୍, ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ । କୋରାପୁଟରେ ବି ବର୍ଷା ତାଣ୍ଡବରୁ ବନ୍ୟା ସ୍ଥିତି।

Vitamin
ଏହି ସବୁ ଭିଟାମିନ ଅଭାବ ଥିଲେ ଆସିଥାଏ ଥକ୍କାପଣ, ଲାଗିଥାଏ ଅଧିକ ନିଦ

ଭିଟାମିନ୍‌ ବି-୬ ମଧ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ଶରୀରକୁ ଭିଟାମିନ୍‌ ବି-୬ ପାଇଁ ଚିକେନ୍‌, ମାଛ, କଦଳୀ ଏବଂ ସାଗୁ ଜାତୀୟ ଖାଦ୍ୟ ଖାଇବା ଉଚିତ୍ । ଭିଟାମିନ୍‌ ସି ଖାଇଲେ ମଧ୍ୟ ଶରୀରରେ ଶକ୍ତି ରହିଥାଏ ଓ ଫୁର୍ତ୍ତି ଲାଗିଥାଏ । ଏଥିପାଇଁ ଆପଣଙ୍କୁ ଖଟା...

Snake Help Line
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରୁ ବହାରିଲା ସାପ !

ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ବଗିଚା ଭିତରେ ବୁଲୁଥିଲା।

Agni - 4
ଅଗ୍ନି-୪ର ରାତ୍ରିକାଳୀନ ପରୀକ୍ଷଣ ସଫଳ  

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ ।

Vinesh Phogat
ରାଜନୀତି ମଇଦାନରେ ଭିନେଶ, କଂଗ୍ରେସ ପାଇଁ ଜୁଲାନାରୁ ଲଢ଼ିବେ ବିଧାନସଭା ନିର୍ବାଚନ

ଗଡ଼ି ସାଂପଲା କିଲୋଇରୁ ଭୂପିନ୍ଦର ସିଂ ହୁଡ୍ଡା ପ୍ରାର୍ଥୀ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ହେବେ ହୋଡାଲରୁ ପ୍ରାର୍ଥୀ ।

Konark Suryas, Irfan Patha
ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ‘କୋଣାର୍କ ସୂର୍ୟାଜ୍' କ୍ୟାପ୍‌ଟେନ୍‌ ଇର୍‌ଫାନ୍‌ ପଠାନ୍‌

ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା । 'କୋଣାର୍କ ସୂର୍ୟାଜ୍'ର ଅଧିନାୟକ ବନିବେ ଇରଫାନ୍ ପଠାନ୍  ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।