• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Monsoon
ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା, ଧିମା ମୌସୁମୀ ପ୍ରବେଶ ନେଇ ଚିନ୍ତା

ପାଣିପାଗ ବିଭାଗର ସୂଚନା ଅଧିକାଂଶ ଜିଲ୍ଲା ଛୁଇଁବାକୁ ଆହୁରି ୨/୩ ଦିନ । ଜୁନ୍‌ରେ ଏଯାଏଁ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ।

CORONA
ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ୧୨ ହଜାର ପାର୍ କରିଛି ଦୈନିକ ସଂକ୍ରମଣ

ଦେଶରେ ଚିହ୍ନଟ ନୂଆ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୪ ହଜାର ୨୫୫ ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଫେବ୍ରୁଆରୀ ୧୨ ପରେ ରାଜ୍ୟର ଦୈନିକ ସର୍ବାଧିକ ।

Harischandra Sahayata Yojana Scam
ଟଙ୍କା ଖାଇବେ ବୋଲି ଜୀଅନ୍ତା ମଣିଷକୁ ମାରିଦେଲେ ସରକାରୀ ଦସ୍ତାବିଜ୍‌ରେ

ରୋଚକ କଥା ହେଉଛି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-ପିଇଓ କହୁଛନ୍ତି, ମୋର ଆଇଡ଼ି ଆଉ ପାସଓ୍ବାର୍ଡକୁ ବ୍ୟବହାର କରି କିଏ ଏଭଳି କରିଥାଇପାରେ।

Education
ରାଜ୍ୟ ଶିକ୍ଷା ବିଭାଗର ବିଚିତ୍ର ଚିତ୍ର ! ଶ୍ରେଣୀ ଗୃହ ଗୋଟିଏ ହେଲେ ଏକା ସାଙ୍ଗରେ ଚାଲିଛି ଦୁଇଟି କ୍ଲାସ

କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।

Agnipath
ବିହାର-ଉତ୍ତରପ୍ରଦେଶ-ରାଜସ୍ଥାନ-ହରିୟାଣା-ତେଲେଙ୍ଗାନା-ଓଡ଼ିଶା, ସବୁଠି ଅଗ୍ନିପଥ ନିଆଁ

ଦିନକୁ ଦିନ ଅଧିକରୁ ଅଧିକ ହିଂସାତ୍ମକ ହେଉଛି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ । କେଉଁଠି ଟ୍ରେନ୍ ଜଳୁଛି, ତ କେଉଁଠି ଥାନା ତ ଆଉ କେଉଁଠି ରାସ୍ତାଘାଟ । ବିଶେଷ କରି ରେଳ ଭିତ୍ତିଭୂମି ଉପରେ ଅଧିକ ଦାଉ ସାଧୁଛନ୍ତି ଆନ୍ଦୋଳନକାରୀ ।

Agnipath
୭ ରାଜ୍ୟରେ ଲାଗିଲାଣି ଅଗ୍ନିପଥ ନିଆଁ ! ବିହାରରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ଓଡ଼ିଶାରେ ବି ଆନ୍ଦୋଳନକାରୀଙ୍କ ଉଗ୍ର ପ୍ରଦର୍ଶନ । ଏବର୍ଷ ଅଗ୍ନିବୀର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି ।

Education
ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ଗୋଟିଏ ବ୍ଲାକ୍‌ବୋର୍ଡରେ ୨ଟି କ୍ଲାସ୍‌କୁ ପଢ଼ାଉଛନ୍ତି ୨ ଶିକ୍ଷୟତ୍ରୀ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ 

Crime
ଡ୍ରେସ କିଣିବାକୁ ପଇସା ନଦେବାରୁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ ।

Pramila Mallik
ସମ୍ଭାବ୍ୟ ବାତ୍ୟା-ବନ୍ୟା ମୁକାବିଲା ପାଇଁ ପିଇବା ପାଣି-ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ

ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ । 

MLA Bijay shankar Das
ପ୍ରେମିକାଙ୍କୁ ଠକିଦେଲେ ବିଧାୟକ ! ବାହା ହେବାକୁ ଆସିଲେନି ସବ୍‌ରେଜିଷ୍ଟ୍ରୀ ଅଫିସ୍‌

ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।

Minor Boy Killed
ପଣ୍ଡା ପାର୍କରୁ ବସ୍ତାରେ ବନ୍ଧା ଥିବା ନାବାଳକର ଗଳିତ ମୃତଦେହ ଉଦ୍ଧାର

ମୃତ ନାବାଳକ ହେଲେ ଦୈତ୍ୟରାଜ ନାୟକ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।  ଘଟଣାର ଛାନଭିନ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Elephant
ପୁଣି ପୋଖରୀରେ ଫସିଲା କ୍ଷତାକ୍ତ ହାତୀ !

ପାଣି ପିଇବାକୁ ଯାଇ ସମ୍ବଲପୁରରେ ଏକ ପୋଖରୀରେ ଫସି ରହିଛି ଏକ ଦନ୍ତାହାତୀ । କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ ।

Niranjan Mishra
ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Agnipath
କେନ୍ଦ୍ରର ଅଗ୍ନିପଥ ସ୍କିମ୍‌କୁ ନେଇ ଦେଶବ୍ୟାପୀ ଅସନ୍ତୋଷର ବହ୍ନି

ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।

Rahul
ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଛି ଲୋମଟାଙ୍କୁରା କାହାଣୀ

ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ିଯାଇଥିଲା, ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା

Special story
ବରଗଡ଼ରେ ଫେଲ୍ ମାରିଛି ସରକାରଙ୍କ ଧାନକିଣା ନୀତି

ଇଡଲି ତଥା ଦୋସା ଲାଗି ଆବଶ୍ୟକ ହେଉଥିବା ମୋଟା ଚାଉଳ ଯୋଗୁଁ ଆକାଶଗଙ୍ଗା ଓ ୧୦୧ ଭେରାଇଟି ଧାନକୁ ଚାଷୀଙ୍କୁ ଟିକେ ଅଧିକା ପଇସା ଦେଇ କିଣି ନେଉଛନ୍ତି ଦଲାଲ । ଆଉ ଏପଟେ ମଣ୍ଡିରେ ନୟାନ୍ତ ହେବା ଅପେକ୍ଷା ଅଧିକ ଦିପଇସା ପାଇ ଚାଷୀ ବି...

Rahul Sahoo
୧୦ ବର୍ଷର ପିଲା,  ୮୦ ଫୁଟ୍‌ର ସରୁଆ ଗର୍ତ୍ତ ଓ ୧୦୮ ଘଣ୍ଟାର ସଂଘର୍ଷ

ପୁଅର ସୁରକ୍ଷିତ ଉଦ୍ଧାରଠୁ ନେଇ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତିକୁ ଦେଖି ରାହୁଲର ବାପା କହିଛନ୍ତି ‘କେବଳ ଜଗନ୍ନାଥଙ୍କ ପାଇଁ ଏସବୁ ସମ୍ଭବ ହୋଇଛି । ପୁଅ ଭଲ ହେଲେ ଖୁବ୍‌ଶୀଘ୍ର ତାକୁ ନେଇ ଶ୍ରୀକ୍ଷେତ୍ର ଯିବି ।’

Ticket For India Vs South Africa
ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ନଥିଲା, କିନ୍ତୁ ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ ବହୁ ନକଲି ପାସଧାରୀ

ଏବେ ସୋସିଆଲ ମିଡିଆରେ ଏଭଳି ବହୁ ସଂଖ୍ୟାରେ ପାସ୍ ଘୁରିବୁଲିବା ପରେ ଏହାକୁ ନେଇ ମର୍ମାହତ ସାଧାରଣ କ୍ରିକେଟ୍‌ ପ୍ରେମୀ ।

Bijay Amrut Kulange
BMCର ନୂଆ କମିଶନର ହେଲେ ବିଜୟ ଅମୃତ କୁଲାଙ୍ଗେ

ସୁନ୍ଦରଗଡ଼ ଜିଲ୍ଲାପାଳ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି ହୋଇଛି । ସେ କଟକ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

Agnipath
କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ଆଣିବ ‘ଅଗ୍ନିପଥ’, ବିହାରରେ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

ବିଶେଷଜ୍ଞଙ୍କ ମଧ୍ୟରେ ବି ଏହାକୁ ନେଇ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ଅନ୍ୟପକ୍ଷରେ ଏହି ଯୋଜନା ସେନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନା ମୁଖ୍ୟ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।