ବର୍ଷା ବିତ୍ପାତରେ ଭୁଶୁଡ଼ି ପଡ଼ିଛି ମାଟିଘର । କାନ୍ଥ ପଡି ଚାଲିଯାଇଛି ଜୀବନ । କଚ୍ଚା ଘରେ ବନ୍ୟା ପାଣି ପଶିବା ପରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ । ପ୍ରବଳ ବର୍ଷା ଓ ବନ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଛି ଏମିତି ଅନେକ ଖବର । ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି । କେତେବେଳେ କେଉଁ କାନ୍ଥ ଭୁଶୁଡ଼ି ପଡ଼ିବ ସେ ଭୟ ଘାରିଛି ବନ୍ୟା ବିପନ୍ନଙ୍କୁ ।
Published: Satyendu Shekher Mishra
Last updated: 20 August 2022, 09:49 PM IST
ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।