• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Gautam Adani
ସଂପତ୍ତି ପରିମାଣରେ ବୃହତ୍ ହ୍ରାସ...ବିଶ୍ୱର ଟପ୍ ଟେନ୍ ଧନୀ ତାଲିକାରୁ ଆଦାନୀ ଆଉଟ୍

ହିଡେନ୍‌ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୧୧ ନମ୍ବର ସ୍ଥାନକୁ ଖସି ଟପ୍ ଟେନ୍ ଧନୀ ତାଲିକାରୁ ଆଉଟ୍ ହୋଇଯାଇଛନ୍ତି।

Naba Das
ନବ ଦାସଙ୍କୁ ଗୁଳି କରିଥିବା ସ୍ୱୀକାର କରିଛି ଗୋପାଳ

ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଆଜି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଇଛି କ୍ରାଇମବ୍ରାଞ୍ଚ୍ ।

Asaram bapu
ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ, ଅନ୍ୟ ୬ ଜଣ ଦୋଷମୁକ୍ତ

ଆଶାରାମ ବାପୁଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ମହିଳା ଅନୁଗାମୀ ।

Naba Das
ନବଙ୍କ ହତ୍ୟାକୁ ନେଇ ଉଠିଲା ମାଳ ମାଳ ପ୍ରଶ୍ନ, କାକା କହିଲେ ରହିଛି ବିରାଟ ଷଡଯନ୍ତ୍ର

ନବଙ୍କ କାକା ଓ ସମର୍ଥକମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ।

Naba Das
ନବ ଦାଦା ଅମର ରହେ ଧ୍ୱନିରେ କମ୍ପିଲା ପରିବେଶ, ଭୋ-ଭୋ ହୋଇ କାନ୍ଦିଲେ ଦିପାଳୀ ଦାସ

ଅନ୍ତିମ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅସମ୍ଭବ ଭିଡ଼ ଲଗାଇଥିଲେ ସମର୍ଥକ ଓ ଶୁଭେଚ୍ଛୁ ।

Naba Das - Odisha Police
ମନ୍ତ୍ରୀଙ୍କ ଗସ୍ତ ବେଳେ କ’ଣ ରହିଛି ନିୟମ ? SOP ପାଳନ କରିଥିଲା କି ପୋଲସି ? PSO କରୁଥିଲେ କ’ଣ ?

ନବଙ୍କ ରବିବାର ଦିନ ଗସ୍ତ ବେଳେ SOP ପାଳନ କରାଯାଇଥିଲା କି ନାହିଁ, ତ୍ରୁଟି କେଉଁଠି ରହିଲା, ତାହା ସାମ୍ନାକୁ ଆସିବା ଜରୁରୀ ।

Car Theft
ଗ୍ୟାଙ୍ଗ୍‌ ଲିଡରର କେମୋଥେରାପି ପାଇଁ ଚୋରି କରିଥିଲେ ୫୦ ଗାଡ଼ି, ଧରିଲା ପୋଲିସ...

ଗ୍ୟାଙ୍ଗ୍‌ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।

ASI Gopal Das
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ ଗିରଫ

ଶେଷରେ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।

Crime
ଗର୍ଲଫ୍ରେଣ୍ଡକୁ ଲଦାକ୍‌ ଟ୍ରିପ୍‌ରେ ନେବା ପାଇଁ ଆଣ୍ଟି ଦେଲେନି ଟଙ୍କା, ଜୀବନ ନେଇଗଲା ପୁତୁରା..

କୁକୁର ଧରାଇଦେଲା ପ୍ରକୃତ ଦୋଷୀ । ଆଉ ଦୋଷୀକୁ ଧରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ ।

Firing
ମଜାମସ୍ତିରେ ସମସ୍ତେ ଥିଲେ ମସ୍‌ଗୁଲ୍, ତଳେ ଲୋଟିପଡ଼ିଲା ୮ ରକ୍ତ ଜୁଡ଼ୁବୁଡୁ ଶରୀର

ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Naba Das
ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI 

ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀଙ୍କ ଗୁଳି । ଘଟଣାର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।

Naba Das Killed
ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ନବଙ୍କ ସହ ପୂର୍ବ ଶତ୍ରୁତା ନା ରହିଛି ଅନ୍ୟ କିଛି ରହସ୍ୟ ? କାହିଁକି ଏତେ ବଡ଼ ଦୁଃସାହସ କଲେ ASI ଗୋପାଳ ?

Naba Das
ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ

ପୂର୍ବରୁ ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ ।

ASI Gopal Das
ମାନସିକ ରୋଗରେ ଆକ୍ରାନ୍ତ ଥିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ

ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।

Naba Das
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ ।

Budget
ସରଳ ହେବ କି ଆୟକର ସ୍ଲାବ ? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା ?

ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି ? ୨୦୧୪ରୁ ବଢ଼ିନି ଆୟକର ସୀମା ।

Fighter Plane Crash
ବାୟୁସେନାକୁ ପଡ଼ିଲା କି ଶନିଦଶା ? ଗୋଟିଏ ଦିନରେ ଖସିପଡ଼ିଲା ତିନି ତିନିଟି ଯୁଦ୍ଧ ବିମାନ

ଅଭ୍ୟାସ ସମୟରେ ମଝି ଆକାଶରେ ସୁୁଖୋଇ-ମିରାଜ ଧକ୍କା ଆଶଙ୍କା । ମିରାଜ୍ ପାଇଲଟ୍ ୱିଙ୍ଗ୍ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ପ୍ରାଣହାନୀ ।

Viral Video
ରୁଟି ବେଲୁଥିବା ବେଳେ ଗୀତ ବୋଲିଲେ, ଆସିଲା ବଲିଉଡ୍‌ରୁ ଅଫର...

ମାଆଙ୍କ କଣ୍ଠ ସ୍ୱର ଏତେ ମଧୁର ଯେ, ଝିଅ ରେକର୍ଡିଂ କରିଥିବା ଉକ୍ତ ଭିଡିଓ ଖୁବ୍‌ ଭାଇରାଲ ହେଲା ।

Fake Doctor
କ୍ୱାକ୍‌ଙ୍କ କବ୍‌ଜାରେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ! କେମିତି ନକଲି ଡାକ୍ତର ଚିହ୍ନିବେ ରାଜ୍ୟ ସରକାର ?

କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।