/odishatv-khabar/media/post_attachments/uploadimage/library/16_9/16_9_0/_panchanga_1668569267.jpg)
panchanga
ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର – ସିଂହ ଦିବା ୦୮.୫୨ ଗତେ କନ୍ୟା । ତିଥି - ପ୍ରତିପଦ ରାତ୍ରି ୦୭.୪୩ ଗତେ ୨ୟା । ଘାତ ଚନ୍ଦ୍ର - କର୍କଟ, ମକର ଦିବା ୦୮.୫୨ ଗତେ ବୃଷ ।
Advertisment
ଘାତ ବାର- କର୍କଟ
ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୭.୪୩ ଗତେ ୨ପାଦ
ଶୁଭ ସମୟ
- ପ୍ରାତଃ ୦୬.୦୪ ରୁ ୦୭.୩୮
- ଦିବା ୧୦.୨୯ ରୁ ୧୧.୩୪
- ଦିବା ୦୧.୫୫ ରୁ ୦୫.୦୩
- ସନ୍ଧ୍ୟା ୦୬.୩୯ ରୁ ୧୦.୪୩
- ରାତ୍ରି ୦୧.୫୯ ରୁ ୦୬.୦୪
ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...
Advertisment
ଶୁଭ ସମୟ
- ଋାହୁକାଳ – ଦିବା ୧୧.୫୭ ରୁ ୦୧.୨୫
- କାଳବେଳା – ଦିବା ୦୯.୦୧ ରୁ ୧୦.୨୯
- ବାରବେଳା – ଦିବା ୧୧.୫୭ ରୁ ୦୧.୨୫
- କାଳରାତ୍ରି – ରାତ୍ରି ୦୩.୦୦ ରୁ ୦୪.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)