ରୋହିଣୀ ସେଣ୍ଟ୍ରାଲ୍ ଜେଲ୍ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା ।
କ୍ରିସ୍ଙ୍କ ଝିଅର ଚେହେରା ତାଙ୍କ ପତ୍ନୀଙ୍କ ସହ ପ୍ରାୟ ମିଶୁଛି । ଏହାକୁ ନେଇ ଉଭୟଙ୍କ ଅଫିସ୍ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ହଙ୍ଗାମା ଚାଲିଲା । କ୍ରିସ୍ଙ୍କୁ ଲୋକେ ନାନା ପ୍ରକାର ସମାଲୋଚନା କଲେ ।
ବିଜେଡିର ବରିଷ୍ଠ ନେତା ଝାରସୁଗୁଡ଼ରେ କରିଛନ୍ତି ରୁଦ୍ଧଦ୍ୱାର ବୈଠକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।
ମୃତ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ l
ନିର୍ମାଣ ଶ୍ରମିକ ଭାବେ କାମ କରୁଥିବାରୁ ଯୁବତୀଙ୍କୁ ଅନେକ ଟ୍ରୋଲ ମଧ୍ୟ କରାଯାଇଛି । କିନ୍ତୁ ସେ ହାର ନ ମାନି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥିଲେ । ଆଉ ଏବେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ଚୈତ୍ର ମାସରେ ନିମ୍ବ କଢି ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ। ହେଲେ ଗଛର ଏଭଳି ସ୍ଥିତି ଅନେକଙ୍କୁ ବିଚଳିତ କରିଛି ।
୨୦୨୦ ଫେବୃଆରୀ ୨୭ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟସ୍ତିରେ ଓଡିଶା ସରକାର ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ ବୋଲି ବିଜେପି କହିଛି ।
ବିଳାଶପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ଦେଖି ଲୋକେ ଭାବୁଥିବେ ଏହା ଗ୍ଲାମର, କିନ୍ତୁ ଏୟାର ଟ୍ରାଭେଲ ଦୁନିଆର ସତ ଜାଣିବା ପରେ ଲୋକଙ୍କ ମନରୁ ଏସବୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।
ଏହି ଭିଡିଓ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିପାରିବ ନାହିଁ ।
କୁହାଯାଏ ଏହି କାରଣରୁ ଚର୍ଚ୍ଚରେ ଅପରାହ୍ନ ୩ଟା ବେଳେ ସମସ୍ତେ ଏକାଠି ହୋଇ ପ୍ରାର୍ଥନା କରିଥାନ୍ତି । କିନ୍ତୁ କୌଣସି ପ୍ରକାର ଉତ୍ସବ ପାଳନ କରାଯାଇନଥାଏ ।
ଚାକିରି କରିବେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅଜବ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ ।
ବେରୋଜଗାରୀକୁ ନେଇ ଯୁବପିଢ଼ିଙ୍କ ଭିତରେ ଅସନ୍ତୋଷ । ବିଜେଡି ଗଡ଼ରେ ସରକାରଙ୍କୁ ଘେରିଲେ ବିଜୟ ।
କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ।
ସନ୍ତରଣରେ ହାତର ବ୍ୟବହାର ନକରି ସେ ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ସନ୍ତରଣ କରି ସାରା ବିଶ୍ୱକୁ ଚକିତ କରିବା ସହ ନୂଆ ରେକର୍ଡ କରିଛନ୍ତି ।
ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ପିଲାଙ୍କ ଉପରେ ନଜର ରଖନ୍ତୁ ବାପା-ମାଆ, ନଚେତ୍ କେତେବେଳେ କିଛି ବି ହୋଇପାରେ ।
ହଠାତ୍ ରାହୁଲ ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିଙ୍କ ସହ କାହିଁକି କରାଗଲା ତୁଳନା ? କ’ଣ ରହିଛି ରହସ୍ୟ ?
ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସଫଳ ଚାଷୀ ଶ୍ରୀ ପଟାଏତ କୁମାର ସାହୁଙ୍କୁ 'ପଦ୍ମଶ୍ରୀ' ଉପାଧି ପ୍ରଦାନ କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀଯୁକ୍ତ ପଟାଏତ, ଔଷଧୀୟ ବୃକ୍ଷ ରୋପଣ ଏବଂ ୩୫୦ ପ୍ରକାର ଔଷଧୀୟ ବୃକ୍ଷ ଚିହ୍ନଟ କରି ଲୋକପ୍ରିୟ ହୋଇପାରିଛନ୍ତି।