ଅନୁରୋଧ ପରେ ସହଯୋଗର ହାତ ବଢାଇଥିଲେ ଜିଲ୍ଲାପାଳ ।
ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍ରେ ଦିନ କାଟୁଛନ୍ତି ।
ଅଭିଯୋଗ ନେଇ ପ୍ରଥମେ ଚାନ୍ଦପୁର ଥାନା, ପରେ ନୟାଗଡ଼ SPଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଶାନ୍ତ । ହେଲେ କୌଣସି ସୁଫଳ ନ ମିଳିବାରୁ ଖଣି ଲିଜଧାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ।
World's Most Dangerous River: ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।
ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।
ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।
VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' ।
ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।
୧୬ - ୧୭ ବର୍ଷ ବୟସରୁ ପିଲାମାନେ ରୋଜଗାର କରିବା ଆରମ୍ଭ କରନ୍ତି । ଉଭୟ ପୁଅ ଏବଂ ଝିଅ ଏଠାରେ ଅଳ୍ପ ବୟସରୁ ରୋଜଗାର କରିଥାନ୍ତି ।
ଆପଣଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଆସୁଥିବ, ଏହି ସାଇସ୍ତା କିଏ ? କାହିଁକି ତାଙ୍କ ମୁଣ୍ଡରେ ସରକାର ଏତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କାହିଁକି ସେ ମୋଷ୍ଟ ୱାଣ୍ଟେଡ୍ ? ସେ କେଉଁ ଅପରାଧ ସହ ଜଡ଼ିତ ? କାହିଁକି ସେ ଫେରାର ଅଛନ୍ତି...
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଥିଲା । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା ।
୨୧ ଯାଏଁ ନିଦାଘରୁ ନିସ୍ତାର ନାହିଁ: ପାଣିପାଗ ବିଭାଗ । ଅସହ୍ୟ ଗୁଳୁଗୁଳିରେ ଡାକ୍ତରଖାନାରେ ଛଟପଟ ରୋଗୀ, ସଂପର୍କୀୟ ।
ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ସୁରେଶ ପୂଜାରୀଙ୍କ ଧମକ । ୪ ଦିନ ପରେ କର୍ଫ୍ୟୁ ହଟାଇବାକୁ ସାହସ ଜୁଟାଇପାରୁନି ପ୍ରଶାସନ । ଜିଲ୍ଲାପାଳ ଓ ଏସ.ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ।
୨୩ରୁ ଆଲିସାନ କୋଠାରେ ଚାଲିବ ବିଜେଡି ମୁଖ୍ୟାଳୟ । କେଉଁଠୁ ଆସିଲା ଏତେ ପାଣ୍ଠି ପ୍ରଶ୍ନ ଉଠାଇଲା ବିଜେପି ।
ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହନୁମାନ ଜୟନ୍ତୀବେଳେ ହିଂସା ମାମଲାରେ ଧର୍ମେନ୍ଦ୍ର କହିଛନ୍ତି, ଗତବର୍ଷ ତୁଳନାରେ ପୋଲିସ୍ ଫୋର୍ସ ସଂଖ୍ୟା କମ ଥିଲା। ପୋଲିସ୍ କଣ ଜାଣିଶୁଣି ଏମିତି କଲା କି ?
ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।
ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।
ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।