• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

CAPF
ବଡ଼ ନିଷ୍ପତ୍ତି : ଏଣିକି ଓଡ଼ିଆ ଭାଷାରେ ବି ଦେଇପାରିବେ କନଷ୍ଟେବଲ ପରୀକ୍ଷା...

 ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୟନକର୍ତ୍ତାଙ୍କ ପାଖରେ ଅଧିକ ଅପ୍‌ସନ୍‌ ମଧ୍ୟ ରହିବ । ପ୍ରତିଯୋଗୀତା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ଆଶା କରାଯାଇଛି । 

JNU non-teaching recruitment
JNUରେ ବାହାରିଲା ନନ୍‌ ଟିଚିଂ ଚାକିରି, ତୁରନ୍ତ କରନ୍ତୁ ଆବେଦନ...

ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।

Sambalpur Internet
ସ୍ଥିତି ନସୁଧୁରିବା ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ !

ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍‌ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା।

Japan PM
ଜାପାନ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ବିରାଟ ବିସ୍ଫୋରଣ ! ଦେଖନ୍ତୁ ଭିଡିଓ...

ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍‌ ସୂଚନା ନାହିଁ । 

Kejriwal
କେଜ୍ରିୱାଲଙ୍କୁ ସିବିଆଇ ସମନ, ୧୬ରେ ହାଜର ନିର୍ଦ୍ଦେଶ

ଏହା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଅଭିଯୋଗ କରି ଆସୁଛି AAP ।

Fishing
ଓଡ଼ିଶା ଉପକୂଳରେ ମାଛ ଧରିବା ମନା !

ଓଡିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି  ଦେଇଥିବାରୁ ଆପତ୍ତି ଉଠାଇଛନ୍ତି ଟ୍ରଲର ମାଲିକ ଓ କର୍ମଚାରୀ ।

BMC Parking
କାମରେ ଆସୁନି ପାର୍କିଂ, ରାସ୍ତାରେ ଗାଡ଼ି ରଖି ଲୋକେ କରୁଛନ୍ତି ମାର୍କେଟିଂ

ବିଏମସିର କହିବା ଅନୁଯାୟୀ, ଲୋକଙ୍କ ଭିତରେ ପାର୍କିଂ ସ୍ଥଳକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି।

Amarnath Yatra
ଜୁଲାଇ ପହିଲାରୁ ଅମରନାଥ ଯାତ୍ରା; ଲଞ୍ଚ ହେଲା ଆପ୍‌, କରନ୍ତୁ ରେଜିଷ୍ଟ୍ରେସନ୍

ଏବର୍ଷ ଦୀର୍ଘ ୬୨ ଦିନ ବ୍ୟାପୀ ହେବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ଶେଷ ହେବ।

Sambalpur
କଡ଼ା ସୁରକ୍ଷା ବଳୟରେ ହେଲା ଶୋଭାଯାତ୍ରା, ସାରା ସହରରେ ପୋଲିସ ଛାଉଣୀ

ସମ୍ବଲପୁରରେ ଆରମ୍ଭ ହେଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା  ।

Guruji
ପୁଣି ସକ୍ରିୟ ହେଲେଣି କି ଗୁରୁଜୀ ?

ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଆଦିବାସୀ ବି ଗୁରୁଜୀଙ୍କ ଉପଦ୍ରବୀ ଚେହେରାକୁ ଭୁଲି ତାଙ୍କ ଫଟୋ ଥିବା ଗଞ୍ଜି ପିନ୍ଧିବା ସହ ବ୍ୟବସ୍ଥା ବିରୋଧରେ ବର୍ଷିଲେଣି ।

Srikant Sahu
ଦାଗୀ ନେତାଙ୍କ ତାଲିକାରେ ବିଜେଡିର ଆଉ ଜଣେ ମନ୍ତ୍ରୀ, ଦଳୀୟ ନେତ୍ରୀ କରିଛନ୍ତି ଅଭିଯୋଗ

ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି।

FIR On Dog
ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଦେଲା କୁକୁର, ଥାନାରେ ଏତଲା ଦେଲେ ମହିଳା ନେତ୍ରୀ

କାନ୍ଥରେ ଲାଗିଥିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ।

Sambalpur Riots
୨ ଦିନ ଯାଏଁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ

 ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ନିଶାନା ।

Jharsuguda byelection
ଝାରସୁଗୁଡ଼ା ଲଢ଼େଇରେ ପାର୍ଟି ନୁହେଁ ମାଟି ଚର୍ଚ୍ଚା

ଝାରସୁଗୁଡ଼ାରେ ବିକାଶ କାର୍ଡ ଖେଳୁଛି ଶାସକ ଦଳ ।

Weather
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଜି ବି ନାହିଁ ନିସ୍ତାର

ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କଲା ରାଜସ୍ୱ ବିଭାଗ । ଗ୍ରୀଷ୍ମ ପ୍ରବାହ ସହ ଦାଉ ସାଧୁଛି ଜଳକଷ୍ଟ ।

Vedanta
ବେଦାନ୍ତ ମାମଲାରେ ‘ସୁପ୍ରିମ୍’ ଭର୍ତ୍ସନା ପରେ ବିରୋଧୀଙ୍କ ଟାର୍ଗେଟ

ଅଧିଗୃହିତ ଜମିକୁ ଚାଷୀଙ୍କୁ ଫେରାଇବାକୁ ଉଠିଲା ଦାବି ।

Aparajita Sarangi
ରାଜଧାନୀ ଜନ୍ମଦିନରେ ସାଂସଦ ପୁଣି ଅଲୋଡ଼ା

ସଂସଦରେ ଆଣିବି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ କହିଲେ ଅପରାଜିତା ।

Social Media
ଆଶ୍ଚର୍ଯ୍ୟ ! ୨ ଦିନ ଯାଏଁ ପାଣିରେ ବୁଡ଼ି ରହିବା ପରେ ବି ଜୀବିତ ଉଦ୍ଧାର ହେଲେ ମହିଳା...!

ଦୁଇ ଦିନ ପରେ ଯେତେବେଳେ ଜିପ୍‌କୁ ପାଣିରୁ ବାହାର କରାଗଲା, ସେତେବେଳେ ଗାଡ଼ି ଭିତରେ ମହିଳା ଜଣକ ଜୀବିତ ଥିଲେ ।

Cyber Crime
ଚାକିରି ହୋମଗାର୍ଡ, ଆକାଉଣ୍ଟରେ କାରବାର ୫୪ କୋଟି !

ହୋମଗାର୍ଡ ନିଜେ ଜାଣିନାହାନ୍ତି ତାଙ୍କ ଆକାଉଣ୍ଟରେ ଏତେ ଟଙ୍କାର କାରବାର କେବେ ହେଲା ଓ କେମିତି ହେଲା ? କିଏ ଏଥିପାଇଁ ଦାୟୀ ? କାହା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିଲା ? ଏବିଷୟରେ ସେ କିଛି ଜାଣିନାହାନ୍ତି ।

Naveen Patnaik
‘ଓଡ଼ିଶା ଗରିବ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ଧନୀ ଆଉ ତାଙ୍କ ଦଳ BJD ବି ଧନୀ’

ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି  । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ  ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।