୨୦୧୯ରୁ ଖବର ଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି? ବଲାଙ୍ଗିର ମାମଲାରେ ଏଯାଏ ଜଣକୁ ବି ଗିରଫ କରିନି କ୍ରାଇମବ୍ରାଞ୍ଚ ।
୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।
ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।
ଆଗାମୀ ଦିନରେ ତାଙ୍କର ଲକ୍ଷ୍ୟ ରହିଛି ଯେ, ସାରା ଦେଶରେ ସେ ଏହି ଟାକ୍ସି ସେବା ଯୋଗାଇବେ । ସବୁଠାରୁ ବଡ଼ କଥା ହେଲା, ଡ୍ରାଇଭର ମାନଙ୍କ ଦୁଃଖ ବୁଝି ଏହି ସଂସ୍ଥା ପ୍ରତ୍ୟେକ ମାସିକ ୫୫ରୁ ୬୦ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଦେଇଥାଏ ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ବିଷ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ଦେଖାଯାଉଛି । କାରଣ ଏହାକୁ ନେଇ ଦୀର୍ଘ ଦିନ ଧରି ରିସର୍ଚ୍ଚ ଚାଲିଛି ।
ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।
ଡଃ ଫିଲିପ୍ସ ହାଇସ୍କୁଲର ଏକାଦଶ ଏବଂ ଦ୍ୱାଦଶ ପିଲାଙ୍କୁ ଏକ ବିଷୟ ପଢ଼ାଇବା ବେଳେ ଶିକ୍ଷକ କହିଥିଲେ ଏଭଳି କିଛି ଲେଖିବାକୁ ।
ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଜୁଏଲ ଓରାମ ଓ ଅଶ୍ବିନୀ ପାତ୍ରଙ୍କ ମଧ୍ୟରେ କଥା କଟାକାଟି ।
୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ ।
ଭୁବନେଶ୍ୱର ଓ ସମ୍ବଲପୁରରେ ବି ଅସମ୍ଭାଳ ସ୍ଥିତି । ୧୬ ଯାଏଁ ଅଗ୍ନିବର୍ଷାରୁ ନିସ୍ତାର ନାହିଁ କହିଲା ପାଣିପାଗ ବିଭାଗ ।
ସେ ୱିକେଣ୍ଡରେ ରିଲାକ୍ସ କରୁଥିବା ବେଳେ ଏଭଳି ପୋଜ ଦେଇ ଫଟୋ ପୋଷ୍ଟ କରିଛନ୍ତି ।
ପ୍ରାୟ ୧୫,୬୮୦,୦୦୦ ପାସ୍ୱାର୍ଡକୁ ନେଇ PassGAN ବୋଲି ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରୁ ପ୍ରାୟ ୫୧ ପ୍ରତିଶତ ପାସ୍ୱାର୍ଡକୁ ୧ ମିନିଟ୍ରୁ କମ୍ ସମୟ ମଧ୍ୟରେ ହ୍ୟାକର ମାନେ ପାଇପାରିବେ ।
ପଶ୍ଚିମବଙ୍ଗ ମିଦିନାପୁରର ପ୍ରଶାନ୍ତ କୁମାର ମଣ୍ଡଳଙ୍କ ଛାଡ଼ପତ୍ର ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ।
BJP ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦିଲ୍ଲୀରେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଗହଳି ସମୟରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି NHAI ପକ୍ଷରୁ ନିର୍ଦ୍ଦେଶ ରହିଛି ।
ଠିକ୍ ସେତିକି ବେଳେ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସେହି ସମୟର ଫଟୋ ଓ ଭିଡିଓ କ୍ୟାପ୍ଚର କରିନେଇଛି । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ଖୁସି ହୋଇଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦେଶରେ ପ୍ରାୟ ୧% ରୁ କମ୍ ଲୋକଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ରହିଛି ।
ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି ।
ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ ।
ଏହି ଫିଲ୍ମର ପାର୍ଟ ୱାନ ୨୦୨୧ରେ ସାରା ଭାରତରେ ଚହଳ ସୃଷ୍ଟି କରିଥିଲା । କରୋନା ବେଳେ ସିନେମା ଜଗତର ସାହାରା ପାଲଟିଥିବା ଏହି ଫିଲ୍ମର ପାର୍ଟ ଟୁ ଆସିବ ବୋଲି କୁହାଯାଇଥିଲା ।