ଯେଉଁ ସମୟରେ ଧାନ କ୍ଷେତ ହସିବାର କଥା ସେଇଠି ଏବେ ଜମି ଫାଟି ଆଁ । କେଉଁଠି ଜମିକୁ ହଳ ପଶିନି ତ କେଉଁଠି ବିଲକୁ ବିହନ ଯାଇନି । ୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତରୁ ଚାଷ କାର୍ଯ୍ୟରେ ଗୁରୁତର ବାଧା । ୪୦ ପ୍ରତିଶତରୁ କମ୍ ବର୍ଷା ହୋଇଥିବା ୯ ଜିଲ୍ଲାରେ ସ୍ଥିତି ସଂଗୀନ । ପାଣିପାଗ ବିଭାଗର ଆଶ୍ୱାସନା, ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)