ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ । ସ୍ଥିତିକୁ ଦେଖି ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ବିଭାଗ । ସଂକ୍ରମିତଙ୍କ ରୁମାଲ, ତଉଲିଆ, ଆଇ ଡ୍ରପ୍ ବ୍ୟବହାର ନକରିବାକୁ ପରାମର୍ଶ । ସ୍କୁଲ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବାକୁ ଜୋର ।
Published By: Satyendu Shekher Mishra
Last updated: 06 July 2023, 08:57 PM IST
ପାଳଙ୍ଗ ଓ ପତ୍ରଯୁକ୍ତ ପରିବା ଆଦି ଫ୍ୟାଟି ଲିଭରରୁ ଦୂରେଇ ରଖେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜ ପନିପରିବାରେ ଥିବା ପଲିଫେନଲ୍ ଓ ନାଇଟ୍ରେଟ୍ ଲିଭରର ପିତକୋଷ ପାଇଁ ଉପଯୋଗୀ ହୋଇଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରର ମେଟାବୋଲିଜିମ୍ ନିୟନ୍ତ୍ରଣରେ ସହାୟକ ହୁଏ।