• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Depression
କେମିତି ଜାଣିବେ ଡିପ୍ରେସନ୍‌ରେ ଅଛନ୍ତି ପୁରୁଷ ବନ୍ଧୁ ? ଜାଣନ୍ତୁ ୧୦ ଲକ୍ଷଣ...

ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥାର ଖରାପ ଥିଲେ ଲକ୍ଷଣ ଭିନ୍ନ ଥାଏ । ମହିଳାଙ୍କ ଉଦାସୀନତାର ଲକ୍ଷଣ ପୁରୁଷଙ୍କ ତୁଳନାରେ ସାମାନ୍ୟ ଭିନ୍ନ |

PGT JOB
ଓଡ଼ିଶାରେ ବାହାରିଲା ୧୦୬୧ PGT ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ଲିଖିତ ଏବଂ କ୍ୟାରିଅର ମାର୍କ ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

IPL 2024
UAEରେ ହେବନି IPL 2024, ସ୍ପଷ୍ଟ କଲେ ଜୟ ଶାହ

UAEରେ ଦ୍ୱିତୀୟ ପର୍ଯ୍ୟାୟ IPL 2024 ଖେଳା ଯାଇପାରେ ବୋଲି ଅନୁମାନ କରାଯାଉଥିଲା।

R Ashwini
ଅଶ୍ୱିନୀଙ୍କ ରେକର୍ଡ ! ମିଳିଲା ୫୦୦ ସ୍ୱର୍ଣ୍ଣମୁଦ୍ରା ସହ ସେନ୍‌ଗଲ ଆଉ ସ୍ୱତନ୍ତ୍ର ବ୍ଲେଜର

ଫ୍ୟାନ୍‌ ଫଲୋଅର୍ସ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ ତାହା ହେଲା, ଆଶ୍ୱିନୀଙ୍କୁ ମିଳିଛି ଏକ ବଡ଼ ଉପହାର ।

Odisha Politics
ସୋସିଆଲ୍ ମିଡିଆରେ ବବିଙ୍କ ପାଇଁ ସସ୍ମିତ ପାତ୍ରଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ...

Cancer
କ୍ୟାନ୍‌ସର ଚିହ୍ନିବାକୁ ଆଉ ହେବନି ଅସୁବିଧା, ଆସିଲା "ପୋର୍ଟେବଲ କ୍ୟାନ୍ସର ଡାଇଗ୍ନୋଷ୍ଟିକ ଡିଭାଇସ"

ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କରିଛନ୍ତି ଉଦ୍ଭାବନ । ୨୦୨୪ ଡିସେମ୍ବର ସୁଦ୍ଧା ଟ୍ରାଏଲ ରନ କରିବାକୁ ଯୋଜନା ।

Guidelines For Cinema
ଫିଲ୍ମ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌, ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଫିଲ୍ମଗୁଡ଼ିକ ଭଲ ବ୍ୟବସାୟ କରିବାରେ ଏହା ସହଯୋଗ ହେବ । ତେଣୁ ଏହି ଅନଲାଇନ୍ ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାକୁ ଆପଣାଇବା ପାଇଁ ଚେଷ୍ଟା କରନ୍ତୁ ।

Crime
ଭୟଙ୍କର ପ୍ରେମିକ ! ଜେଲ୍‌ରୁ ବାହାରି ପ୍ରଥମେ ହାଣିଲା ପ୍ରେମିକାର ବାପା-ଭାଇଙ୍କୁ

ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇଯାଇଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

Dengaosta Market
ଏଠି ସକାଳୁ ରାତି ଯାଏଁ ଭିଡ଼, ଆଡ଼ ଆଖିରେ ବି ଚାହୁଁନି ପ୍ରଶାସନ..!

ଏଠି ରାତି ପାହିଲେ ହଜାର ହଜାର ଯାତ୍ରୀ, ଦୋକାନୀ, ଗ୍ରାହକ ଏବଂ ଗାଡିର ଭିଡ ହୁଏ । ଆଉ ପ୍ରତି ଦୋକାନ ବଜାର ଆଗରେ ଲାଗେ ଲୋକଙ୍କ ଭିଡ ।

Weather News
ପୁଣି ତାତିଲା ! ୩୯.୫ ଡିଗ୍ରୀ ସହ ବୌଦ୍ଧ ଉତ୍ତପ୍ତ ସହର

ମାଲକାନଗିରିରେ ତାପମାତ୍ରା ୩୮.୮, ଝାରସୁଗୁଡ଼ାରେ ୩୮.୭ । ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ।

Water Scarcity
ପାଣି ପାଇଁ ଡହଳ ବିକଳ ବେଙ୍ଗାଲୁରୁ, ୫ ଦିନରେ ଥରେ ଗାଧୋଉଛନ୍ତି ଲୋକେ

ପିଇବା ପାଣିରେ ଘୋର ଅଭାବ । ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ ।

Agniveer
ସରିଲା ପାସିଂ ଆଉଟ୍ ପରେଡ୍, ବାହାରିଲେ ଆଉ ୨ ହଜାର ୬୩୦ ନୂଆ ଅଗ୍ନିବୀର

ନୌସେନାର ମୁଖ୍ୟ ଆଡମିରାଲ ଆର ହରିକୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । 

Sad Story
ଦୁଃଖ ! ପରିବାର ପେଟରେ ଦାନା ଦେବା ପାଇଁ ମୂଲିଆ ସାଜିଛି କୁନି ପୁଅ

୧୨ ବର୍ଷର କୁନିପୁଅ ଯାଇ ମୂଲ ଖଟିଲେ ୪ ଜଣଙ୍କ ପେଟକୁ ଦାନା ଯାଉଛି.. କେମିତି ସହିବ ! କାହାକୁ କହିବ ! ନିଜ କୁନି ପୁଅର କଅଁଳ ହାତର ରୋଜଗାର ଖାଇଲା ବେଳକୁ ଏ ମାଆର ଛାତି ଫାଟି ଯାଉଛି.. କିନ୍ତୁ କରିବ କଣ !

BSKY
BSKYରେ ବି ସ୍କାମ ! ବ୍ୟବହାର ନକରି କାର୍ଡରୁ ୨ ଲକ୍ଷ ଗାଏବ...

ଅଭିଯୋଗ ଆଣିଲେ ବାଲେଶ୍ବରର ସୁମନ୍ତ ପ୍ରଧାନ । BSKY କାର୍ଡ ପାଇନଥିବା କହିଛନ୍ତି ସୁମନ୍ତ ।

Congress
‘କଂଗ୍ରେସ ଜିତିଲେ ୫୦୦ ଟଙ୍କାରେ ଗ୍ୟାସ, ଧାନ କ୍ୱିଣ୍ଟାଲ ୩୦୦୦’

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ ।

Prashant Jagdev
BJDରେ ୧୦୦୦୦ ଆଶାୟୀ ! ପ୍ରଣବଙ୍କ କଥାକୁ କାଉଣ୍ଟର କଲେ ପ୍ରଶାନ୍ତ

ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।

SBI
ପୁଣି SBIକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ଇଲେକ୍ଟୋରାଲ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନୋଟିସ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଥିଲେ।

Samiti Sabhya Protest
ରାଜଧାନୀରେ ଗର୍ଜିଲେ ୩୦ ଜିଲ୍ଲାର ସବୁ ସମିତିସଭ୍ୟ

ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।

Putin
ପୁଣି ଧମକ ଦେଲେ ପୁଟିନ, ଆମେରିକା ମୁଣ୍ଡ ପୁରାଇଲେ ପରମାଣୁ ଆଟାକ୍ କରିବ ଋଷ

ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”

Black Rose Ship
ପୁଣି ହାଇକୋର୍ଟରେ ଉଠିଲା ବ୍ଲାକ୍‌ରୋଜ ବୁଡ଼ି ଘଟଣା

ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।