ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?
ଶକ୍ତି ପ୍ରଦର୍ଶନ ସହ ଶୀର୍ଷ ନେତୃତ୍ବଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍ । କିଏ, କେମିତି ହେବେ ମ୍ୟାନେଜ୍, ଚାଲିଛି କସରତ୍ ।
ଝିଅମାନେ ଚିନ୍ତା କଲେ ଏଭଳି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ତେଣୁ ସେମାନେ ଆଜି ଗଛରେ ଝୁଲି ନିଜ ଜୀବନ ହାରିଛନ୍ତି ।
ସାଧାରଣତଃ ଛାଡ଼ପତ୍ରରେ ହେଲେ ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁ ଚାହିଁବାକୁ ବି ପସନ୍ଦ କରନ୍ତି ନାହିଁ । ଏମିତିକି ଜଣକ ପ୍ରତି ଜଣଙ୍କର ପ୍ରେମ ସରିଯାଇଥାଏ ଓ ସମ୍ମାନ ବି ନଥାଏ । ଜଣେ ଅନ୍ୟ ଜଣଙ୍କୁ ଘୃଣା ବି କରନ୍ତି । ତେବେ ଏହି କାହାଣୀ...
ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀରରେ ଏହି ସପ୍ତାହ ଶେଷ ସୁଦ୍ଧା ଫୋର୍ସ ମୁତୟନ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର । ସେପଟେ ଅମରେଶ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ ।
ପ୍ରଥମେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ଏକ ରାଜନୈତିକ ସଭା ମଞ୍ଚରେ ଭାଷଣ ଦେଉଥିବା ବେଳେ କାନ୍ଦି ପକାଇଥିଲେ । ଏବେ ରାଜା ସ୍ୱାଇଁ କାନ୍ଦିଲେ ।
ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ପାଠ ପଢ଼ୁଥିବା ୩୨ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ସ୍ଥିତ ଏସା ସାଲେହ ଅଲ ଗୁର୍ଗ ଗ୍ରୁପ୍ ସାକ୍ଷାତକାର ନେଇ ନିଯୁକ୍ତି ଲାଗି ଅଫର୍ ଲେଟର ପଠାଇଛି....
ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାଲିମାଗୋଚ୍ଛା ଗ୍ରାମବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି...
ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।
ବାମମେଣ୍ଟର ପ୍ରାର୍ଥୀ ଘୋଷଣାରେ ସରିନି ରାହୁଲଙ୍କ ଅଡୁଆ। କେରଳରେ କଂଗ୍ରେସର ସହଯୋଗୀ ଇଣ୍ଡିଆନ ମୁସଲିମ୍ ଲିଗ୍ ଏଥର ୨ ବଦଳରେ ୩ଟି ଆସନ ଦାବି କରୁଛି। ଏହି ଆସନ ଭିତରେ ରହିଛି ୱେନାର୍ଡ।
ୟୁପିରେ ସମାଜବାଦୀ ପାର୍ଟିର ୭ ବିଧାୟକଙ୍କ କ୍ରସ୍ ଭୋଟିଂ ।
ଦୁଇବର୍ଷରେ ମହାବଳ ସଂଖ୍ୟା ୫୦ % ବୃଦ୍ଧି ପରେ ବନ ବିଭାଗର ନିଷ୍ପତ୍ତି । ଇନବ୍ରିଡିଂ ପାଇଁ ଶିମିଳିପାଳରେ କଳାବାଘ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ।
ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ବୁଲେଇ ବଙ୍କେଇ ସ୍ୱୀକାର । ଚଏସ୍ ଡେଫିସିଟ୍ ଥିବା ପ୍ରଶ୍ନ ଆଟେଣ୍ଡ କରିଥିଲେ ମିଳିବ ଗ୍ରେସ୍ ମାର୍କ ।
ମାର୍ଚ୍ଚ ୧ ସୁଦ୍ଧା MP ଓ ୩ ସୁଦ୍ଧା MLA ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତିରେ ବିଜେପି । ଦିଲ୍ଲୀରେ ବସିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ।
ଆଗକୁ ବଙ୍ଗୋମୁଣ୍ଡା-ସୁବଳୟା ଓ ବାମରାରେ ବି ହେବ ଆନ୍ଦୋଳନ । ଆଳି ଓ ଖଇରାରେ ବି ତେଜିଲାଣି ଅସନ୍ତୋଷ ।
ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର । ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି ।
ବେଙ୍ଗାଲୁରୁ ସହରର ଏହି ଘଟଣା । ଜଣେ ଚାଷୀ ମୁଣ୍ଡରେ କିଛି ଲୁଗାପଟା ଗଣ୍ଠିଲି ମୁଣ୍ଡାଇ ମେଟ୍ରୋ ଷ୍ଟେସନ୍ରେ ପହଞ୍ଚିଥିଲେ । ସେ ପିନ୍ଧିଥିବା ପୋଷାକ ମଳି ହୋଇଯାଇଥିଲା ।
ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।
୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି ।