ଥାନାରେ ଏତଲା ଦେବା ପରେ ପୋଲିସ୍ ଦୁଇ ଅଭିଯୁକ୍ତ ବୁଲୁ ପତି ଓ ପ୍ରିୟରଞ୍ଜନ ନାୟକଙ୍କୁ ଗିରଫ କରିଛି।
ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।
ଲୁଟ୍ କରି ଜଣେ ସନ୍ଦିଗ୍ଧ ଖସି ପଳାଉଥିବାର ଚିତ୍ର ସିସିଟିଭିରେ କଏଦ୍ । ଖୋଳତାଡ଼ କରୁଛି ବଳିଆପଣ୍ଡା ଥାନା ପୋଲିସ ।
ଭଦ୍ରକ ବଡ଼ ଶଙ୍କରପୁର ଉର୍ଦ୍ଦୁ ୟୁଜିଏମଇ ସ୍କୁଲରୁ ଆସିଛି ଅଭିଯୋଗ । ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଅସୁସ୍ଥ ୨୫ରୁ ଅଧିକ ପିଲା ।
ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।
ଖଣ୍ଡଗିରି ଥାନାରେ ଏତଲା ଦେଲେ ଯୁବକଙ୍କ ମାଆ । ମୃତ ଯୁବକ ଡେଲ୍ଟା ଛକ ରେଙ୍ଗାଳ ବସ୍ତିର ଦୀପକ ସାହୁ ।
'ମୋଦିଙ୍କୁ ଭେଟିବାକୁ ଯିବା ବେଳେ ପୋଲିସ ନ ଅଟକାଉ' । ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଲେ ପିହୁର ମାଆ ।
ଆଜି ଓଡ଼ିଶା ଆସୁଛନ୍ତି ମୋଦି । ଯାଜପୁର ଚଣ୍ଡିଖୋଲ ସମାବେଶରେ ଯୋଗଦେବେ ମୋଦି
୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ ।
ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି ।
ଜୟଶଙ୍କରଙ୍କ ଏହି ବିବୃତ୍ତି ଚଳିତ ବର୍ଷ ଜାନୁଆରୀରେ ଦେଇଥିବା ମୁଇଜୁଙ୍କ ବିବୃତ୍ତିକୁ ନେଇ ଆସିଛି। ମୁଇଜୁ କହିଥିଲେ ଯେ ଆମେ ଏକ ଛୋଟ ଦେଶ ହୋଇପାରୁ କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆମକୁ କେହି ଗାଳିଗୁଲଜ କରିପାରିବେ ।
ମହିଳା କମିଶନ ଅଧକ୍ଷ୍ୟା ମିନତୀ ବେହେରା ଯୋଗ ଦେଇ ପ୍ରତି କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ମହିଳା କର୍ମୀ ଯୋଗ ଦେବେ। ଏହି ସମାବେଶ ପ୍ରସ୍ତୁତିର ତଦାରଖ କରିବାକୁ କୋଲକାତାରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡା।
ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି ।
ତ୍ରୁଟି ସଂଶୋଧନ ବା ଅପ୍ଡେଡ୍ କରିବାକୁ ହେଲେ ଆପଣଙ୍କୁ ଅନ୍ଲାଇନ୍ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।
ପ୍ରଥମେ ଏକଥା ସେ କାହାରିକୁ ଜଣାଇ ଦୁଃଖିତ କରିବାକୁ ଚାହିଁନଥିଲେ । କିନ୍ତୁ ପରେ ଧିରେ ଧିରେ ତାଙ୍କ ସହକର୍ମୀମାନେ ଏହା ଜାଣିଥିଲେ ।
ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ।