ବିଜେଡିର ପ୍ରଥମ ତାଲିକାରେ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।
ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।
ଯେଉଁଠି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥାନ୍ତେ ଅଂଶୁମାନ ମହାନ୍ତିଙ୍କ ଗୋଷ୍ଠୀ।
ବିଜେଡିର ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ । କେଉଁଠି ପ୍ରତିବାଦ ତ କେଉଁଠି ସାମୂହିକ ଇସ୍ତଫା । ତେଜୁଛି ବିଭିନ୍ନ ପ୍ରାର୍ଥୀଙ୍କ ଟିକଟ୍ ପ୍ରତ୍ୟାହାର ଦାବି ।
ହାଲ୍ ନିର୍ମିତ ସ୍ୱଦେଶୀ ଫାଇଟର ଜେଟ୍ LCA ତେଜସ୍ ମାର୍କ-1A । ରହିଛି ଅତ୍ୟାଧୁନିକ ରାଡାର୍, ଜାମର୍ ଓ ମିଜାଇଲ୍ ।
ସିଦ୍ଧାନ୍ତଙ୍କ ଦମ୍ଭୋକ୍ତି ଏଥର ଡବଲ୍ ଇଞ୍ଜିନ ସରକାର, ବିଜେଡିର ଆକ୍ଷେପ-ଦୁହେଁ ବିଗ୍ ଜିରୋ ।
କୋର୍ଟ ମାତ୍ର ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଦୁର୍ନୀତି ସଂପର୍କରେ ଖୋଳତାଡ଼ ଚଳାଇଥିଲା।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ୩ ନେତା।
ବାବା ତାରସେମ ସିଂ ଏକ ଚେୟାରରେ ବସିଥିବା ଦେଖାଯାଉଛନ୍ତି । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।
ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ । ବ୍ରିଜ୍ ଭୁଶୁଡ଼ିବା ସହ ନଦୀ ଗର୍ଭକୁ ଖସିପଡ଼ିଲେ ଲୋକେ । ବ୍ରିଜରେ ଥିବା ଗାଡ଼ି ସହ ଖସିପଡ଼ିଲେ ପ୍ରାୟ ୨୦ଜଣ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି । ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ।
୩୦୮୦ କୋଟିରେ ଗୋପାଳପୁର ପୋର୍ଟ ଲିମିଟେଡ୍ (GPL) ସହ ଚୁକ୍ତି ।
ବାଲୋଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ହମଲା । ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ଏୟାରବେସରେ ହମଲା ।
'ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା' । 'ପିଏସି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା' ।
ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।
କଂଗନାଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସେ କଂଗନାଙ୍କୁ ଉମେନ ଅଫ ଷ୍ଟିଲ୍ କହିବା ସହ ବିଜୟୀ ଭବ ବୋଲି ଲେଖିଛନ୍ତି ।
୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।
୨୦୧୨ରେ କେନ୍ଦ୍ରରେ ଉପା ସରାକାର ଥିବା ବେଳେ ଆଦିବାସୀ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।
ଭିଡିଓ କଲ୍ରେ ଥାଇ ସେ ଗାଧୋଇବାକୁ ଚାଲିଗଲେ । ଏହି ସମୟରେ ତାଙ୍କ କ୍ୟାମେରା ମଧ୍ୟ ଅନ୍ ରହିଥିଲା ।