• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Indian Airforce
ପୋଖରାନରେ ବାୟୁସେନାର ଶକ୍ତି ପ୍ରଦର୍ଶନ, ବିଧ୍ୱଂସ କ୍ଷମତା ଦେଖାଇଥିଲେ ଲଢ଼ୁଆ ବିମାନ

ଭାରତୀୟ ବାୟୁସେନାର ବାୟୁଶକ୍ତି-୨୪ ଏକ୍ସରସାଇଜ୍‌ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଅଭ୍ୟାସରେ ସାମିଲ ।

Koraput To Sweden
ଭାଗ୍ୟ ଖୋଲିଲା ! କୋରାପୁଟ ଶିଶୁ ଯତ୍ନ ଅନୁଷ୍ଠାନରୁ ସିଧା ସ୍ୱିଡେନ...

ସ୍ୱିଡେନରେ ନୂଆ ପରିବାର ପାଇଲା କୁନି ପୁଅ ରାଜେନ୍ଦ୍ର । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନର ଦମ୍ପତି ।

Twincity Fog
ପ୍ରବଳ କୁହୁଡ଼ି ! ରାସ୍ତା ଗାଡ଼ି ଚଲାଇବାକୁ ଭାରି ମୁସକିଲ

ଆଗାମୀ ୩ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Crorepati RTO Arrest
ଭୁବନେଶ୍ୱର-ଗଞ୍ଜାମ-ବୌଦ୍ଧରେ ଅଚଳାଚଳ ସମ୍ପତ୍ତି, କେଉଁଠୁ ଆସିଲା ପଚାରିଲେ ଉତ୍ତର ନାହିଁ ?

ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। 

Bharat Bandh
ଓଡ଼ିଶାରେ ଭାରତ ବନ୍ଦ ! ଯାତାୟତ ଠପ୍‌, ଲୋକେ ନାକେଦମ୍‌

କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୁହ ସାମିଲ ହୋଇଛନ୍ତି।

Congress Account Fridge
କଂଗ୍ରେସର ବ୍ୟାଙ୍କ୍‌ ଆକାଉଣ୍ଟ ଅଚଳ, ଦେଇପାରୁନାହାନ୍ତି ଦରମା କି ଘରଭଡ଼ା

ଖାଲି ସେତିକି ନୁହେଁ ଇନ୍‌କମ୍‌ଟାକ୍ସ ବିଭାଗ ୨୧୦ କୋଟି ଟଙ୍କାର ରିକଭରୀ ମାଗିଛି । କ’ଣ ଚାଲିଛି ଏ ଦେଶରେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରିଛନ୍ତି ମାକେନ୍ ।

Accident
ଦ୍ରୁତ ଗତିରେ ଧକ୍କା ହେଲା ଦୁଇ କାର୍, ଛିଣ୍ଡିଗଲା ଚାଳକର ମୁଣ୍ଡ

ମୃତକ ୨୭ ବର୍ଷୀୟ ବଂଶ ଜାଁଲି ବୋଲି ଜଣାପଡ଼ିଛି । ବଂଶ ଏକ କମ୍ପାନୀରେ ଜଣେ ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲେ। ଘରେ କେବଳ ତାଙ୍କ ମା’ ଥିବା ଜଣାଯାଇଛି।

Maghasaptami
ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।

Lion Attack
ସେଲଫି ନିଶା ପଡ଼ିଲା ମହଙ୍ଗା, ଅକାରଣେ ଗଲା ଜୀବନ

ସିଂହଟି ତାଙ୍କୁ ଘୋଷାଡ଼ି ଆଣିଥିଲା। ଏହାପରେ ତଳେ ପକାଇ ଖିନିଭିନ କରି ମାରି ଦେଇଥିଲା।

Prafulla Samal
‘କଲେଜ ନାଁରେ ଅଡି-ଭର୍ଣ୍ଣା-ସ୍କୋଡା କିଣାଯାଇଛି, ସବୁର ମାଲିକ ପ୍ରୟାସକାନ୍ତି’

ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।

Delhi Fire Mishap
ଭୟଙ୍କର ଅଗ୍ନିକାଣ୍ଡ, ୧୧ ମୃତ

ଦୀର୍ଘ ସମୟର କସରତ ପରେ ନିଆଁ ଆୟତ୍ତ । କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ସୂଚନା ।

Ashwini Vaishnaw
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ

ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ।

Online Game
ଅନ୍‌ଲାଇନ୍‌ ଗେମ୍‌ କାଳ ହେଲା, ଜୀବନ ହାରିଲେ ଆଉ ଜଣେ ଛାତ୍ର

ମଙ୍ଗଳବାର ଲକ୍ଷ୍ନୌ ସହରର ରାଜା ବଜାର ଅଞ୍ଚଳରୁ ଏହି ଖବର ସାମ୍ନାକୁ ଆସିଲା । ଜଣେ ଛାତ୍ର ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।

Khandagiri Mela
ଏଥର ଖଣ୍ଡଗିରି ମେଳାରେ ୧୨ଟି ଯାତ୍ରା ପାର୍ଟି

ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି। 

Prafulla Samal
ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ED ଚଢ଼ାଉ

ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ ।

Crime
ଭୟଙ୍କର ସ୍ୱାମୀ ! ସ୍ତ୍ରୀର ମୁଣ୍ଡ କାଟିଲା, ହାତରେ ଧରି ବସ୍‌ ଷ୍ଟପ୍‌ରେ ବୁଲିଲା

ପୋଲିସର କହିବାନୁଯାୟୀ, ଗୌତମ ହେଉଛି ଜଣେ ମାନସିକ ବିକାରଗ୍ରସ୍ତ ଯୁବକ । ଘର କଳି ଯୋଗୁଁ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଛି । ତା’ପରେ ତାଙ୍କ ମୁଣ୍ଡ କାଟି ହାତରେ ଧରି ବୁଲୁଥିଲା । ଗୋଟେ ହାତରେ କଟା ମୁଣ୍ଡ ଥିଲା ବେଳେ ଅନ୍ୟ ହାତରେ ଧାରୁଆ...

Ashwini Vaishnaw
‘ଅଶ୍ୱିନୀ ରେଳ ମନ୍ତ୍ରୀ ହେବା ପରେ, ଓଡ଼ିଶାକୁ ମିଳିଛି ଅନେକ ଫାଇଦା’

ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

Odisha Politics
ମାଳ ମାଳ ଆଶାୟୀ ଥାଇ କାହିଁକି ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ?

ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?  

Ashwini Vaishnaw
ପ୍ରଦୀପ ଉବାଚ.. ‘BJP ସିନିୟର ପାର୍ଟି, BJD ସମର୍ପିତ ଦଳ’

ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।

UAE BAPS ସ୍ୱାମୀ ନାରାୟଣ ମନ୍ଦିର
ଆବୁଧାବିରେ BAPS ସ୍ୱାମୀ ନାରାୟଣ ମନ୍ଦିର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମନ୍ଦିରରେ ସାତୋଟି ଶିଖର ନିର୍ମାଣ କରାଯାଇଛି ଯେଉଁଥିରେ ପ୍ରଭୁ ରାମ, ଭଗବାନ ଶିବ, ଜଗନ୍ନାଥ, କୃଷ୍ଣ, ସ୍ୱାମୀନାରାୟଣ, ତିରୁପତି ବାଲାଜୀ ଏବଂ ଭଗବାନ ଆୟାପ୍ପାଙ୍କ ମୂର୍ତ୍ତି ରହିଛି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।