ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।
ଆଜି ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା କରିବ କମିଟି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ସଦସ୍ୟଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ।
ପୋଲିସ ମୃତ ଛାତ୍ର ଅଭିଷେକଙ୍କ ମୃତଦେହକୁ ଡାକ୍ତରଖାନାର ଶବଗୃହରେ ରଖି ପରିବାର ଲୋକଙ୍କୁ ସୂଚନା ଦେଇଛି । ପରିବାର ଲୋକ ପହଞ୍ଚିବା ପରେ ଅଭିଷେକଙ୍କ ପୋଷ୍ଟ ମର୍ଟମ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନିର୍ଦ୍ଧାରିତ ସମୟର ୧୫ ମିନିଟ ବିଳମ୍ବରେ ଅର୍ଥାତ ରାତି୧୦ଟା ୧୫ ମିନିଟରେ ମହାଦୀପ ଉଠିଛି। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ମହାଶିବରାତ୍ରିରେ ସବୁଆଡେ ଆଧ୍ୟାତ୍ମିକ ପରିବେଶ ।
ପ୍ରଥମଥର ପାଇଁ ୨୦ଟି ବର୍ଗରେ ୨୩ ଜଣଙ୍କୁ ସମ୍ମାନ । ଆକର୍ଷଣ ସାଜିଲା ମଜାଳିଆ ଅନ୍ଦାଜରେ ମୋଦିଙ୍କ ଭାବବିନିମୟ ।
କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି ।
୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ ।
ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇ ଭାରତ ସରକାର ପ୍ରତିବଦ୍ଧତା ଦେଖାଇଛନ୍ତି । ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ କନ୍ଫରେନ୍ସ କରି କୁହାଯାଇଛି ଯେ, ଖୁବ୍ଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ । ଭାରତୀୟ ନାଗରିକଙ୍କୁ ଋଷ ସେନା ଏଭଳି ଜୋର ଜବରଦସ୍ତ ଯୁଦ୍ଧରେ ସାମିଲ କରିପାରିବ ନାହିଁ...
ଯୁବକ ଜଣକ ଯେଉଁଭଳି ଚମତ୍କାର ଢ଼ଙ୍ଗରେ ପୋଲିସକୁ ଗଞ୍ଜେଇ ବିକ୍ରି ବିଷୟରେ କହୁଛନ୍ତି ତାହା ଶୁଣି ପୋଲିସ ଅଧିକାରୀ ବି ଚୁପ୍ । ସତେ ଯେମିତି ଉତ୍ତର ଶୂନ୍ୟ । ଆଉ ଯୁବକଙ୍କ କଥା ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ତାଳି ମାରି ସ୍ୱାଗତ କରିଛନ୍ତି ।
କୁନି କୁନି ପିଲାମାନେ ପ୍ରସେସନ୍ରେ ନାଚ ଗୀତ କରୁଥିବା ବେଳେ ଏହି ଅଘଟଣ ଘଟିଛି । ହାଇ ଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପିଲାମାନେ ।
ଏଥିରେ ପିଲାମାନେ ବାପା ମାଆଙ୍କ ପାଖରେ ରହିବେ । ଘର କାମ କରିବେ । ଆଉ ମାସକୁ ମାସ ଦରମା ନେବେ ।
ଏହି ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁମାନେ ସୁସ୍ଥ ଖାଦ୍ୟ ପ୍ରକ୍ରିୟା ଅନୁସରଣ କରନ୍ତି କିନ୍ତୁ ୬ ଘଣ୍ଟାରୁ କମ୍ ଶୋଇଥାନ୍ତି, ସେମାନେ ବି ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ ।
କାଲିର ଘମାସାନ ପରଠୁ ୨ ଶିବିରରେ ‘ମେଣ୍ଟ’ ସସପେନ୍ସ । ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଦଳର ନେତା ଏବଂ କର୍ମୀ ।
ସୂଚନାଯୋଗ୍ୟ, ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ । ଉଭୟଙ୍କର ମଧ୍ୟ ଏକ ସନ୍ତାନ ଅଛି । ପତ୍ନୀଙ୍କ ଉପରେ ସ୍ୱାମୀଙ୍କ କ୍ରୁରତା କାରଣରୁ ଅଦାଲତ ପତ୍ନୀଙ୍କ ଆବେଦନ ଅନୁସାରେ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଥିଲେ ।
୨୦୨୪ ଆରମ୍ଭ ହେଉ ହେଉ ପାଞ୍ଚ ଜଣଙ୍କ ଜୀବନ ନେଲାଣି ।
ଖାଲି ସେତିକି ନୁହେଁ ଆକୁରେସି ଏବଂ ସଠିକ୍ ବିଚାର ପାଇଁ ମଧ୍ୟ ଡାକ୍ତର ଏହି AIର ସହଯୋଗ ନେଇପାରିବେ ।
ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।