କରନାଲର ବାସିନ୍ଦା ୨୧ ବର୍ଷିୟ ମୁକେଶ ଏବଂ ୨୪ ବର୍ଷିୟ ସନ୍ନିଙ୍କ ଅଙ୍ଗେଲିଭା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।
ଅନେକ ଚାକିରିଆ ଓ ବ୍ୟବସାୟୀ ଯାତ୍ରା କରୁଥିଲେ । ଏହି ଘଟଣା ୨୦୧୮ ମସିହାର । ବିମାନଟି ବ୍ୟାଙ୍କକରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ।
ସାମ୍ପ୍ରତିକ ବଜାର ପରିସ୍ଥିତିକୁ ଚ୍ୟାଲେଞ୍ଜ ଦେବାରେ ଅସଫଳ ହେବାରୁ ଏହି ଛଟେଇ କରିଥିବା କୁହାଯାଉଛି ।
ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।
ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ । ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ । ଷ୍ଟାଇଲିସ୍ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ ।
ନାସାର ଅଫିସିଆଲ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହା ଦେଖିବାକୁ ମିଳିବ । ଯାହାକୁ ଆପଣ ଭାରତରେ ରହି ମଧ୍ୟ ଦେଖିପାରିବେ ।
ଉଭୟ ନେତାଙ୍କର ଖୁବ୍ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି ।
ପ୍ରଦୂଷଣ ଜ୍ୱାଳାରେ ଜର୍ଜରିତ ପ୍ରାଣଦାୟିନୀ ମହାନଦୀ । ପିଇବା ଦୂରର କଥା, ଗାଧୁଆ ଯୋଗ୍ୟ ବି ନୁହେଁ ମହାନଦୀ ପାଣି।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଏତେଦିନ ପରେ ବି ୪ ଦ୍ୱାର ଖୋଲାନଯିବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଶାସକ ଦଳ କିନ୍ତୁ ନିଜ ନେତାଙ୍କ ଅପେକ୍ଷା ଆମଦାନୀ ନେତାଙ୍କୁ ଦେଉଛି ବେଶି ଗୁରୁତ୍ୱ ।
କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।
ଏଭଳି ସ୍ଥିତିରେ ମହାନଦୀକୁ ଅକାଳ ମୃତ୍ୟୁରୁ ରୋକିବାକୁ ବେଳ ଥାଉ ଥାଉ ପ୍ରଶାସନ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ । କମେଇ ଦେଲେଣି ସୁନାଗହଣା କିଣା । ଏପଟେ ବ୍ୟବସାୟୀ କହିଛନ୍ତି, ସୁନା ଦରବୃଦ୍ଧି ଯୋଗୁଁ ଢେର ମାଡ଼ ଖାଉଛି ବେପାର ।
ବିଜେଡିରୁ ଯୋଦ୍ଧା ହେଲେ ମହିଧର ରଣା । ବିଜେପିରୁ କହ୍ନେଇ ଚରଣ ନା ଓମ୍ ପ୍ରକାଶ ?
ବିଜେପିରୁ ଏକାଧିକ ଆଶାୟୀଙ୍କ ଭିତରୁ ସୁଯୋଗ କାହାକୁ ? କଂଗ୍ରେସରୁ ଶରତ ପଟ୍ଟନାୟକ ଚନ ?
ପୁରୀ ଲୋକଙ୍କୁ ଖରାରେ ଛିଡ଼ା କରି ବାହାର ଭକ୍ତଙ୍କୁ ଛାଡୁଛି ପୋଲିସ୍ ।
ପୋଲିସ ପ୍ରଶାସନ ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ସାଂଘାତିକ ଅଭିଯୋଗ । ବିଜେଡିରେ ରହିବାକୁ ଧମକାଉଛନ୍ତି ତତ୍କାଳୀନ ଆଇଜି: ପ୍ରଦୀପ ପାଣିଗ୍ରାହୀ ।
ପୂର୍ବତନ ବିଧାୟକ ପ୍ରକାଶ ବେହେରା ବି ବିଜେରେ ମିଶିବା ଚର୍ଚ୍ଚା । ବିଜେଡିକୁ ଘାରିଛି ଆମଦାନୀ ନେତାଙ୍କୁ କେମିତି କରିବ ଥଇଥାନ ।
ଗତ ୧୩ରେ ଅନସାରୀଙ୍କୁ ଆଜୀବନ ସଜା ଶୁଣାଇଥିଲେ କୋର୍ଟ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିଲା ।
ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।