ବାପା ନାହାନ୍ତି କି ମାଆ ନାହାନ୍ତି । ଆଗପଛ ହୋଇ ଆରପାରିକୁ ଚାଲିଗଲେ ଉଭୟ । ବାପା ଆଉ ମାଆଙ୍କ ଅବର୍ତ୍ତମାନରେ ଏବେ ବଡ଼ କଷ୍ଟରେ ଦିନ କାଟୁଛନ୍ତି କରଞ୍ଜିଆର ଅନିତା ଓ ସୋନାଲି । ଜଣଙ୍କୁ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୫ ।...
ସାର୍ଙ୍କ ଚାକିରି ସରିଗଲା ବୋଲି...ଘୋଡ଼ା ଗାଡ଼ିରେ ବସାଇଲେ । ଡିଜେ, ଦୁଲୁଦୁଲି ବଜାଇ ଗାଁ ପରିକ୍ରମା କଲେ । ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଖି ଭାବବିହ୍ୱଳ ହେଲେ ଶିକ୍ଷକ
ଶିକ୍ଷକ ନାଁରେ କଳଙ୍କ । ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣିଦେବା କହି ବାଇକ୍ରେ ନେଲେ । ଜଙ୍ଗଲିଆ ରାସ୍ତାରେ ଅସଦାଚରଣ କରିବାକୁ ଉଦ୍ୟମ କଲେ । ଏବେ ଧରାପଡ଼ିବା ପରେ ମାମୁଁଘରେ ସାର୍
ଯେଉଁଠି ବାଲି, ଚିପ୍ସ...ସେଇଠି ପାଠପଢା । ଝରକା ନାହିଁ କବାଟ ନାହିଁ...ଭଙ୍ଗା ଦଦରା ଘରେ ଚାଲିଛି ପାଠପଢା । ମହୁଲ, କେନ୍ଦୁ ପାଚିବାରୁ ଭାଲୁ ଭୟ ବି ରହିଛି । କିନ୍ତୁ ପ୍ରଶାସନ ଚେଇଁ ଶୋଇଛି
ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଭୁଲ ହେବନି। ଇଏ ଏମିତି ଏକ ଗାଁ ଯେଉଁଠି ପ୍ରତି ଘର ସାମ୍ନାରେ ପାଇଖାନା ସହିତ ରହିଛି ଗୁହାଳ । ଅପରିଷ୍କାର ପାଣିର ଦୁର୍ଗନ୍ଧରେ ଫାଟୁଛି ପୂରା ଗାଁ । ଏନଏସିରେ ଥିବା ପରେ ବି ସ୍ୱଚ୍ଛତା ଯେମିତି ୟାଙ୍କୁ ସ୍ପର୍ଶ କରୁନି।
ଆଜବେଷ୍ଟସ ଛପର ଘରେ ରେଡକ୍ରସ ଦୃଷ୍ଟିବାଧିତ ସ୍କୁଲ ଚାଲିଛି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୭୫ ଜଣ ଦୃଷ୍ଟିବାଧିତ ପିଲା ସେଠାରେ ପାଠ ବି ପଡୁଛନ୍ତି । ହେଲେ ଶ୍ରେଣୀ ଗୃହର ଅନେକ କାନ୍ଥ ଦୁର୍ବଳ ଅବସ୍ଥାରେ ରହିଛି । ବର୍ଷା ହେଲା ମାତ୍ରେ ଆଜବେଷ୍ଟସରୁ ପାଣି ବି ଗଳୁଛି...
ସରକାରୀ ଚାକିରି କରିଥିଲେ, ପେନସନ୍ ପାଇବାକୁ ଆଶା ରଖିଥିଲେ । ଲଢେଇ କରି କରି ଆଖି ବୁଜିଲେ ସତ କିନ୍ତୁ ପେନସନ ପାଇଲେ ନାହିଁ । କୋର୍ଟ, କଚେରୀ , କଲେଜ ବୁଲିବୁଲି ହାଲିଆ ହେଲେ କିନ୍ତୁ କିଛି ମିଳିଲାନି
ସବୁ ସାରିଦେଲା ଅଦିନିଆ ବର୍ଷା । ହିଡ଼ ମୁଣ୍ଡରେ ବସି କାନ୍ଦୁଛି ଚଷା ପୁଅ । ଋଣ ଟଙ୍କା କେମିତି ସୁଝିବ? ରାତିରେ ନିଦ ହେଉନି । ସେପଟେ ବେପାରୀଙ୍କର ବି ଦେଖାନାହିଁ
ବାଲେଶ୍ୱର ସୁନାରଇ ସ୍କୁଲର ହେଡସାରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ନେଇ ଚର୍ଚ୍ଚା । ସ୍କୁଲରୁ ଘର ଯାଏଁ ବଳେଇ ଦେବାକୁ ୧୦ କିଲୋମିଟର ଯାଏଁ ଲମ୍ବିଲା ଶୋଭାଯାତ୍ରା । ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ଶହ ଶହ ଗାଁ ବାସିନ୍ଦା
ଝାରସୁଗୁଡ଼ା ଦଖଲ ପାଇଁ ଦଳୀୟ ସମରସଜ୍ଜାକୁ ଜୋରଦାର କରିଛି ବିଜେଡି । ଆରମ୍ଭ କରିଛି ଗ୍ରାଉଣ୍ଡୱାର୍କ । ପୂର୍ବରୁ ଉପ ନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଦଳ ଆଜି ୪ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳ ପାଇଁ ୧୨ ହେଭିୱେଟ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ...
୨୦୧୮ରୁ ଜରିମାନା ନିୟମ ସତ୍ତ୍ୱେ ଚାରିଆଡ଼େ ମାଳମାଳ ଅଣ ଓଡ଼ିଆ ନାମ ଫଳକ । ପୁଣି ଖିଲାପୀ ବ୍ୟାବସାୟିକ ପ୍ରତିଷ୍ଠାନକୁ ଚିହ୍ନଟ କରି ଜରିମାନା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ତେଜିଲା ରାଜନୀତି ।
ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ୩୦ ନିୟୁତ ଟନ୍ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନକୁ ପୁରୁଣା ବହିରେ ନୂଆ ମଲାଟ କହି ବର୍ଷିଲେ ବିରୋଧୀ । ଏପଟେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ନିପନ ଓ ମିତଲ ପ୍ରକଳ୍ପ ବିରୋଧରେ ଅସନ୍ତୋଷର ସ୍ୱର
ନା ଅଫିସ, ନା କାଗଜପତ୍ର.. । ସିଧା ଅନଲାଇନ୍ ଆପରେ ଦେଶର ୮୦ ହଜାର ଲୋକଙ୍କ କୋଟି କୋଟିର ଜମା ନେଇ ହାୱା ହେଇଗଲା ଆମେରିକାନ ଚିଟଫଣ୍ଡ କଂପାନି
ଦେଶରେ ୬ ହଜାର ଓ ରାଜ୍ୟରେ ଶହେ ପାର୍ ଦୈନିକ ସଂକ୍ରମଣର ଟ୍ରେଣ୍ଡ । କୋଭିଡ୍ ମୁକାବିଲା ପାଇଁ ସବୁ ରାଜ୍ୟକୁ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ୧୦ ଓ ୧୧ରେ ସବୁ ହସପିଟାଲରେ ମକଡ୍ରିଲ୍
କଟକ ସଦର ଅଞ୍ଚଳର Hindustan helping hands ସାମାଜିକ ସଂସ୍ଥାର ସଦସ୍ୟମାନେ ଏକାଠି ହୋଇ ଅନାବାଦୀ ଓ ଗୋଚର ସ୍ଥାନରେ ଲଗାଇଛନ୍ତି ଗଛ । ଆଉ ଗଛ ଗୁଡ଼ିକ ପରିବେଶ ଲାଗି ବେଶ ଉପଯୋଗୀ ମଧ୍ୟ । ତେଣୁ ଅକ୍ଲାନ୍ତ ପରିଶ୍ରମ କରି ଏମିତି ଗଛ ଲଗାଉଛନ୍ତି ଯୁବକ...
ଚାକିରିରୁ ଅବସର ନେବା ପରେ ଗୋବର୍ଦ୍ଧନଙ୍କ ବଗିଚାରେ ଏବେ ଭଳିକି ଭଳି ଗଛ ସହ ପେନ୍ଥା ପେନ୍ଥା ବରକୋଳି, ସପୁରି, କଦଳୀ, କାଜୁ, ଓ ଆମ୍ବ ଅନେକ ଫଳମୁଳ ଭରି ରହିଛି । ଚାଷରୁ ଅମଳ ହେବା ପରେ ଏସବୁକୁ ନିଜର ପାୱାର ଟିଲର ଟ୍ରାକ୍ଟରରେ ଲଦି ଗାଁ...
ଉର୍ଲେରେ ଏବେ ଦେଖିବାକୁ ମିଳୁଛି ମହାରାଜା ରାବଣଙ୍କର ରାଜୁତି । ରାବଣ କୁବେରଙ୍କଠାରୁ ଲଙ୍କାପୁର ପ୍ରାପ୍ତି ଓ ପୁଷ୍ପକ ବିମାନ ପ୍ରାପ୍ତି ପରେ ଭାରି ଖୁସିରେ କରୁଛନ୍ତି ରାଜୁତି । ସେପଟେ ଏହାରି ମଧ୍ୟରେ ହଠାତ୍ ରାବଣଙ୍କ ପାଖକୁ ଖବର ଯାଏ ଲକ୍ଷ୍ଣଣ ସୁର୍ପନକାର ନାକ ଛେଦନ କରିଛନ୍ତି...
ଦେଶ ସେବା ଲାଗି ତ ଯାଇଥିଲେ । ଗାଁକୁ ବି ଫେରିଲେ । ହେଲେ ଜୀବନ୍ତ ନୁହେଁ ବରଂ ଶବ ହୋଇ । ଯବାନ ପୁଅ ପ୍ରତାପ ନିଆଲଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ପାଛୋଟି ନେଇଥିଲେ ଲୋକେ । ଆଉ ପୁଅର ମୃତ୍ୟୁକୁ ଆଖି ସାମ୍ନାରେ...
ରାଉରକେଲା ୪ର୍ଥ ବାଟାଲିୟନର ପୋଲିସ କର୍ମଚାରୀ ରାମଚନ୍ଦ୍ର ମହନ୍ତ । ଯିଏ କି ଜାତୀୟସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ପେଶା ପୋଲିସ ଚାକରି । ଦେଶ ଓ ସମାଜ ପାଇଁ ଅନବରତ କରୁଛନ୍ତି ପ୍ରୟାସ । ଖାଲି ଡ୍ୟୁଟି କରୁଛନ୍ତି ତାହା ନୁହେଁ...
୨୬ ନଭେମ୍ବର, ୨୦୨୧ ମସିହାରେ ହିର୍ଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରାନ୍ସଫର ହୋଇ ଆସିଥିଲେ ଏବଂ ଡିସେମ୍ବର ୧୬ ତାରିଖରେ ପ୍ରଧାନ ଶିକ୍ଷକର ଦାୟିତ୍ୱ ନେଲେ l ନିଜ କାର୍ଯ୍ୟକାଳ ମଧ୍ୟରେ ସ୍କୁଲର ସୌନ୍ଦର୍ଯ୍ୟକରଣ କରିବାକୁ ସତେ ଯେମିତି ନିଷ୍ପତ୍ତି ନେଇଥିଲେ ଶିବପ୍ରସାଦ । ସେଇଥି ଲାଗି...