• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Self-styled Godman arrested
ଗୁପ୍ତଧନ ଆଳରେ ତନ୍ତ୍ରବିଦ୍ୟାର ମିଛ ନାଟକ: କଟକରେ ଭଣ୍ଡ ମୌଲାନା ଗିରଫ

ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍।

symbolic funeral
ଶବ ବଦଳରେ କୋକେଇରେ ଗଲା ପିତୁଳା

ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ

shivparbati
ଭାଇ-ଭଉଣୀଙ୍କ ଦେହରେ ଶିବ-ପାର୍ବତୀ !

କୁନି ଭାଇ ଭଉଣୀଙ୍କ ଦେହରେ ଶିବ-ପାର୍ବତୀ । ହାତରେ ତ୍ରିଶୁଳ,ମୁଣ୍ଡରେ ଜଟା, ଆଉ ସାଙ୍ଗରେ ଅଛନ୍ତି ପାର୍ବତୀ l ଡମ୍ବୁରୁ ବଜେଇ ମଞ୍ଚକୁ ଆସୁଛନ୍ତି ମହାଦେବ । ମଞ୍ଚ ଉପରକୁ ମହାଦେବ ଆସିବା ପରେ ତାଣ୍ଡବ ନୃତ୍ୟ କରୁଛନ୍ତି ଶିବ । ଆଉ ଏହି ନୃତ୍ୟ ଏବେ ଦଣ୍ଡ...

ଚନ୍ଦନଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି
ଅକ୍ଷୟ ତୃତୀୟା : ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା...୨୧ ଦିନ ଚାପ ଖେଳିବେ ମହାପ୍ରଭୁ

ଆଜି ପବିତ୍ର ଅକ୍ଷୟ ତୃତୀୟା । ପ୍ରବଳ ଗରମରୁ ରକ୍ଷା ପାଇଁ ୨୧ ଦିନ ଯାଏଁ ଚାପ ଖେଳିବେ ମହାପ୍ରଭୁ...ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି

ସହିଦଙ୍କୁ ସଲାମ୍‌ ଦେବା ପାଇଁ ହଜାର ହଜାର ଲୋକ ଏକାଠି ହେଲେ
ରଥଯାତ୍ରା ପରି ଲୋକାରଣ୍ୟ ହେଲା ଦେବାଶିଷଙ୍କ ଗାଁ : ସହିଦଙ୍କ ଝଲକ୍‌ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି

ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି । ପୁରୀ ଜିଲ୍ଲା ସତ୍ୟବାଦୀର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ସେପଟେ ସହିଦ ହୋଇଥିବା ଅନ୍ୟ ୪ଜଣଙ୍କୁ ପଞ୍ଜାବରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।

Elederly man suffering from Cancer
ସ୍ୱାମୀକୁ କ୍ୟାନସର, ସ୍ତ୍ରୀ ଡାଇବେଟିସ୍‌ ରୋଗୀ, ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ଦମ୍ପତି

ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କ’ଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍‌ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି...

Ration Card
ସ୍ୱାମୀ-ସ୍ତ୍ରୀ ଉଭୟେ ଦିବ୍ୟାଙ୍ଗ : ଆଜିଯାଏଁ ମିଳିଲାନି ରାସନକାର୍ଡ଼

୨୩ ବର୍ଷର ସ୍ଥିର ସରକାର । ସ୍ୱାମୀ ପିଠିରେ ମାଂସ ବଢୁଛି, ସ୍ତ୍ରୀ ବି ଦିବ୍ୟାଙ୍ଗ । ରାସନକାର୍ଡ ଖଣ୍ଡେ ପାଇଁ ପ୍ରଶାସନକୁ ଗୁହାରି କରି କରି ଥକିପଡ଼ିଲେଣି ହେଲେ କାର୍ଡ ମିଳିଲାନି । ବିଡ଼ିଓ କହୁଛନ୍ତି ଖୁବଶୀଘ୍ର ସାହାଯ୍ୟ ମିଳିବ

sells toys on road
ପାଗଳ କରିଛି ପାଠ ନିଶା : ଟଙ୍କା ପାଇଁ ଖେଳନା ବିକୁଛନ୍ତି ବିଜ୍ଞାନ ଛାତ୍ର

ସ୍ୱପ୍ନ ତାଙ୍କୁ ଶୁଆଇ ଦେଉନି । ଅଧ୍ୟାପକ ହେବାର ନିଶା ତାଙ୍କୁ ପାଗଳ କରିଦେଇଛି । ଘରର ଆର୍ଥିକ ଅବସ୍ଥା ବି ଭଲ ନାହିଁ । ହେଲେ ବାପା-ମାଆଙ୍କୁ ନଜଣାଇ କଲେଜ୍‌ରେ କ୍ଲାସ୍‌ ସାରି ରାସ୍ତା କଡରେ ଖେଳନା ବିକୁଛନ୍ତି । ସ୍ୱପ୍ନ ପୂରଣ ଲାଗି ଦିନରାତି ପରିଶ୍ରମ...

Anganwadi worker
ଜୀବିତ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି !

ବଞ୍ଚି ଥାଉଥାଉ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି । ୭ ମାସ ହେଲାଣି ପାଉନାହାନ୍ତି ଭତ୍ତା । ବ୍ଲକ୍‌କୁ ଗଲା ବେଳକୁ ବାବୁ କହୁଛନ୍ତି ରେକର୍ଡ କହୁଛି ତୁମେ ମରିଯାଇଛ

Mahanadi
ନଈରେ ପାଣି ନାହିଁ, ବେଉସା ବୁଡ଼ିବା ଚିନ୍ତାରେ ମତ୍ସଜୀବୀ

ବୈଶାଖ ଆରମ୍ଭରୁ ଶୁଖିଗଲାଣି ମହାନଦୀ । ଯେଉଁଠି ଅକାତକାତ ପାଣି ରହିବାର କଥା, ସେଇଠି ପାଦେ ପାଣି ନାହିଁ । ଏବେ ଚିନ୍ତାରେ ମତ୍ସଜୀବୀ...ସରକାର ଯଦି ବ୍ୟାରେଜ କରିଥାଆନ୍ତେ ଏମିତି ସମସ୍ୟା ଉପୁଜିନଥାନ୍ତା ବୋଲି କହୁଛନ୍ତି ଚାଷୀ

BJD
ନିର୍ବାଚନ ପୂର୍ବରୁ ଫାଳଫାଳ ହେଲାଣି ବିଜେଡି?

ସାଲେପୁର ପରେ ଜଳେଶ୍ୱର । ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ବିଜୁ ବାବୁଙ୍କ ଲାଗି ମନ୍ତ୍ରୀ ଗୋଟିଏ ପଟେ ସଭା କରୁଛନ୍ତି ତ ଆଉ ଦଳୀଏ ନେତା ଅନ୍ୟଠାରେ କରୁଛନ୍ତି ସଭା । ସେପଟେ କର୍ମୀ ନାରା ଦେଉଛନ୍ତି ଅଶ୍ୱିନୀ ହଟାଅ, ବିଜେଡି ବଂଚାଅ

Unexplained fires
ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ଲାଗୁଛି ନିଆଁ...ଲିଭେଇଲେ ବି ଲିଭୁନି

ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ନିଆଁ ଲାଗିଯାଉଛି । ହୁତୁହୁତୁ ହୋଇ ଜଳୁଛି ପାଳ ସହିତ ଘର । ଦମକଳ ନିଆଁ ଲିଭାଇବା ପରେ ବି ଜଳୁଛି । ୩ ଦିନ ହେଲାଣି ଡରିଡରି ବଞ୍ଚୁଛନ୍ତି ଗାଁ ଲୋକେ

Army jawan Debasis Biswals family still in denial
ଅଧାରେ ରହିଗଲା ଝିଅକୁ ଦେଖିବା, ଦେଶପାଇଁ ପାଇଁ ପ୍ରାଣବଳି ଦେଲେ ଓଡ଼ିଆ ପୁଅ

ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।

Fire
ନା ବଦଳିରେ ସ୍ବଚ୍ଛତା ଅଛି ନା ପୋଷ୍ଟିଂରେ

ନା ବଦଳିରେ ସ୍ବଚ୍ଛତା ଅଛି ନା ପୋଷ୍ଟିଂରେ । ଖୋଦ୍ ଡିଜିଙ୍କ ସର୍କୁଲାରରୁ ଖୋଲିଲା ରାଜ୍ୟ ଅଗ୍ନିଶମ ବିଭାଗରେ ଗାଦିମଡ଼ା ଅଫିସର ରାଜର ପୋଲ୍, ମୁହେଁ ମୁହେଁ ଜାରି ହେଉଛି ନିର୍ଦ୍ଦେଶନାମା

Education
ଲମ୍ବା ଖରାଛୁଟିକୁ ଘରେ କେମିତି କାଟିବେ ପିଲା ?

ଲମ୍ବା ଖରାଛୁଟିକୁ ଘରେ କେମିତି କାଟିବେ ପିଲା । ଛୁଟିରେ ଥାଇ ବି ପଢ଼ାମନସ୍କ କରେଇବାକୁ ହୋମୱାର୍କ ପୁସ୍ତିକା ବାଣ୍ଟିଲା ବିଭାଗ

Weather Update
କାଲିଯାଏଁ ଜଳୁଥିଲା ଆଜି ଏକଦମ୍ ଥଣ୍ଡା

କାଲିଯାଏଁ ଜଳୁଥିଲା ଆଜି ଏକଦମ୍ ଥଣ୍ଡା...ଦିନକ ଭିତରେ ଅଚାନକ ବଦଳିଗଲାପାଣିପାଗର ମିଜାଜ୍ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଓ ଥଣ୍ଡା ପବନ ପାଇଁ ୫-୬ ଡିଗ୍ରୀ ଯାଏଁ ଖସିଗଲା ପାରଦ । ଆଶ୍ବସ୍ତ ଜନଜୀବନ

Surya
ଭତ୍ତା ପାଇଲେ ଝରିଗାଁର ବୃଦ୍ଧା ସୂର୍ଯ୍ୟ ହରିଜନ

ଭତ୍ତା ପାଇଲେ ଝରିଗାଁର ବୃଦ୍ଧା ସୂର୍ଯ୍ୟ ହରିଜନ...ଓଟିଭିରେ ଖବର ପ୍ରସାରଣ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦବେଗ ପରେ ଘରେ ପହଞ୍ଚିଲା ବ୍ୟାଙ୍କ, ହେଲେ ଫିଙ୍ଗର ପ୍ରିଣ୍ଟ୍ ମିଶୁ ନଥିବାରୁ ଦହଗଞ୍ଜ ଆହୁରି ଅନେକ ସୂର୍ଯ୍ୟଙ୍କ ସମସ୍ୟାର କେମିତି ହେବ ଅନ୍ତ? ଉଠିଲା ପ୍ରଶ୍ନ

Guddu Muslim traced down in Odisha’s Bargarh
ଓଡ଼ିଶାରେ ଆତ୍ମଗୋପନ କରିଛି କି ଗୁଡ୍ଡୁ ମୁସଲିମ୍ ?

ଓଡ଼ିଶାରେ ଆତ୍ମଗୋପନ କରିଛି କି ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁୂଡ୍ଡୁ ମୁସଲିମ୍ ? ସହଯୋଗୀଙ୍କ ଜରିଆରେ ଓଡ଼ିଶା ଭିତରେ ଅଣ୍ଡରଗ୍ରାଉଣ୍ଡ ହୋଇ ଘୁରିବୁଲୁଛି କି ଏ ଜିଲ୍ଲାରୁ ସେ ଜିଲ୍ଲା ? ପ୍ରଥମେ ପୁରୀ ଆଉ ଏବେ ବରଗଡ଼ ଲିଙ୍କ୍ ସାମ୍ନାକୁ ଆସିବା ପରେ କୁଖ୍ୟାତ ଡନ୍ ଆତିକ୍...

Class Tenson
ଆଗୁଆ ହେଲା ଖରାଛୁଟି; କାଲିଠୁ ପ୍ରଥମରୁ ଦ୍ୱାଦଶ ଯାଏଁ ସବୁ ସ୍କୁଲ ବନ୍ଦ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ ।

Religion Politics
ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍

ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ । ସମ୍ବଲପୁର ହିଂସାକୁ ନେଇ ଭିଏଚପିର ବନ୍ଦକୁ ବିଜେପିର ସମର୍ଥନ ଓ ପ୍ରତିବାଦରେ ବିଜେଡିର ଶାନ୍ତି ଶୋଭାଯାତ୍ରାକୁ ପରେ ଚର୍ଚ୍ଚା ଜୋର୍ । ଦୁଇ ଦଳ ଫୋକସରେ ହିନ୍ଦୁ ଭୋଟ୍, ହିଂସାକୁ ନେଇ ପୁଣି ମୁହାଁମୁହିଁ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି