ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି
ଖରା ବଢୁଛି, ତାଳ ଦେଇ ତାତି ବି ବଢୁଛି l ଅସହ୍ୟ ହେଲାଣି ଗରମ l ଅତିଷ୍ଟ ହେଉଛି ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ...
ହନୁମାନ ଜୟନ୍ତୀ ପାଇଁ ସଂଗୃହିତ ହୋଇଛି କୋଟିଏ ରୁଦ୍ରାକ୍ଷ । ଏହି ରୁଦ୍ରାକ୍ଷକୁ ନେପାଳ, ୠଷିକେଶ ଓ ହରିଦ୍ୱାରରୁ ସଂଗ୍ରହ କରାଯାଇଛି । ସେହିଭଳି ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲେଖାଥିବା ରାମନାମ ପତ୍ରିକା ଆସିଛି । ଆସିକା ବାଣୀବିହାର ସ୍ଥିତ...
ଘରେ ପହଁଚିବା ପରେ ପରିବାର ଲୋକଙ୍କ ଆଖିରେ ଖୁସିର ଲୁହ ବି ଦେଖାଦେଇଥିଲା । ପୁଅକୁ ବନ୍ଦାପନା କରି ପାଛୋଟି ନେଇଥିଲେ ମାଆ ପାର୍ବତୀ ଓ ଧର୍ମପତ୍ନୀ ଜ୍ୟୋର୍ତିମୟୀ । ପୁଅ ଆଜି ଘରକୁ ଆସିଛି ମୁଁ ବହୁତ ଖୁସି କିନ୍ତୁ ବେଶୀ ଖୁସି ପୁଅ ଭାରତ ମା'ର ସେବା କରିଛି ବୋଲି...
କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ ବିରାଜମାନ ମାଆ ପାଟ ମୁଣ୍ଡେଇ । ଯାହାଙ୍କ ପାଇଁ ବର୍ଷକରେ ଦିନଟିଏ ଅଭୟାରଣ୍ୟ ଆଇନ ବି ଫିକା ପଡ଼ିଯାଏ । ବର୍ଷ ତମାମ ଅଭୟାରଣ୍ୟକୁ ପ୍ରବେଶ ପାଇଁ ବିଭାଗର ଅନୁମତି ଆବଶ୍ୟକ ପଡିଥାଏ
ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ସମ୍ବଲପୁର ସହରରେ ଲାଗୁ ହେଲା କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ...
ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରଚଳନ ହୋଇଛି ନୂତନ ପାଂଜି। ଏହି ଅବସରରେ ରାଜ୍ୟ, ଦେଶ ତଥା ବିଶ୍ୱର ଭାଗ୍ୟ ଭବିଷ୍ୟତ ଓ ଭଲ-ମନ୍ଦର ପୂର୍ବାନୁମାନ କରିଛି ନୂଆ ପଂଜିକା। ନୂଆ ପଂଜିକାର ଗଣନା ଅନୁସାରେ ଏ ବର୍ଷ ଆରମ୍ଭରୁ ଶନି ମୂଳତ୍ରିକୋଣରେ ଥିବାରୁ ବିଶ୍ବପାଇଁ ଆଣିପାରେ ମିଶ୍ରିତ...
ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ...
ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ସାରା ସମ୍ବଲପୁର ପୋଲିସ ଛାଉଣୀରେ ଭର୍ତ୍ତି । ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଆରମ୍ଭ ହୋଇଛି ଶୋଭାଯାତ୍ରା । ବୁଧବାର ରାତିର ହିଂସା ପରଠୁ ପୋଲିସ ସୁରକ୍ଷା ମଧ୍ୟରେ ଶୋଭାଯାତ୍ରାରେ ବାହାରୁଛନ୍ତି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଦସ୍ୟ । ଏଥିପାଇଁ ସାରା...
ଖୋର୍ଦ୍ଧା ଜିଲ୍ଲାରେ ପୁଣି ସକ୍ରିୟ ମାନବବାଦ ସଙ୍ଗଠନ। ଉତ୍କଳ ଦିବସ ଅଭିନନ୍ଦନ ଆଳରେ ଜିଲ୍ଲାର ଖୋର୍ଦ୍ଧା ଓ ବେଗୁନିଆ ବ୍ଲକର ବିଭିନ୍ନ ଆଦିବାସୀ ଗାଁରେ ଲାଗିଲାଣି ସଂଗଠନର ମୁଖ୍ୟ ମାନସ ଦାସ ଫଟୋ ଲଗା ବ୍ୟାନର । ସ୍ଥାନୀୟ ଲୋକେ ମଧ୍ୟ ବର୍ତ୍ତମାନର ଶାସନ ଉପରୁ ଆସ୍ଥା ହରାଇବା...
ଓଡ଼ିଆ ନବ ବର୍ଷ, ମହା ବିଷୁବ ତଥା ପଣା ସଂକ୍ରାନ୍ତି। ଗାଁଠୁ ସହର, ମଠମନ୍ଦିର, ଆଖଡା ଶାଳରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନ, ସବୁଠି ଆଜି ଜମିଛି ପଣାପାଣିର ଆସର। ହିନ୍ଦୁ ଧର୍ମ ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ସୌରମାନ ବର୍ଷର ପ୍ରଥମ ଦିନ। କୁହାଯାଏ ଆଜିଠାରୁ ସୂର୍ଯ୍ୟଦେବଙ୍କ...
ମଧ୍ୟପ୍ରଦେଶ ଭୋପାଳର ସୁନା ଝିଅ ତନିଷ୍କା । ଏମିତିକି ତାଙ୍କୁ ପ୍ରଶଂସା କରି ମୋଦି ଇନ୍ଦୋରର ସାଂସଦ ଶଙ୍କର ଲାଲବାନୀଙ୍କୁ କହିଲେ, ‘ତନିଷ୍କା ଇନ୍ଦୋରର ଗର୍ବ । ତେଣୁ ତାଙ୍କର ଧ୍ୟାନ ରଖନ୍ତୁ, ଆଗକୁ ବଢିବାରେ ସହଯୋଗ କରନ୍ତୁ । ମାତ୍ର ୧୧ ବର୍ଷରେ ଦଶମ ବୋର୍ଡ ପରୀକ୍ଷା...
ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍ ? ବାରମ୍ବାର କ୍ୟାପଟେନ୍ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍ବୋଟ୍ ?
ବିଦ୍ୟାଳୟ ପରିଚାଳନା କମିଟି ଗଠନ ନହେବା କାରଣରୁ ଜିଦରେ ଅଟଳ ଅଭିଭାବକ ଓ ଗ୍ରାମବାସୀ । ଦିନେ କି ଦୁଇଦିନ ନୁହେଁ ବରଂ ୫ଦିନ ହେବ ବିଦ୍ୟାଳୟରେ ତାଲା ପଡିଥିବା ବେଳେ ଛାତ୍ରଛାତ୍ରୀ ଆସୁ ନାହାଁନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରୀ ଆସୁଥିଲେ ବି ସ୍କୁଲ ବାହାରେ ବସିବସି...
ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ...
ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ ।...
ଏ ସରକାରକୁ ଧର୍ମ ସହିବନି । ଖରାବେଳିଆ ଆସିଲେ, ଘର ଭାଙ୍ଗିଦେଲେ । ପେଟରେ ପିଲା ଧରି କୁଆଡ଼େ ଯିବେ ଗର୍ଭବତୀ ? ଉପାୟଶୂନ୍ୟ ହୋଇ ରାସ୍ତାରେ ବସି ଭୋ ଭୋ କାନ୍ଦୁଛନ୍ତି ।
ଗତବର୍ଷ ମେ’ ମାସ ୯ ତାରିଖରେ ଏସସିବି ମେଡିକାଲରେ ଆରମ୍ଭ ହୋଇଥିଲା ଅନଲାଇନ୍ ଆଉଟଡୋର ଟିକେଟ ପଞ୍ଜିକରଣର ବ୍ୟବସ୍ଥା । ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସୁଥିବାରୁ କେମିତି ସୁରକ୍ଷିତ ଭାବରେ ରୋଗୀ ସେବା ଚାଲିବ ତାହାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଥିଲା ।...
ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...
ବିଦ୍ୟାଳୟ ପରିଚାଳନା କମିଟି ଗଠନ ନହେବା କାରଣରୁ ଜିଦରେ ଅଟଳ ଅଭିଭାବକ ଓ ଗ୍ରାମବାସୀ । ଦିନେ କି ଦୁଇଦିନ ନୁହେଁ ବରଂ ୫ଦିନ ହେବ ବିଦ୍ୟାଳୟରେ ତାଲା ପଡିଥିବା ବେଳେ ଛାତ୍ରଛାତ୍ରୀ ଆସୁ ନାହାଁନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରୀ ଆସୁଥିଲେ ବି ସ୍କୁଲ ବାହାରେ ବସିବସି...