• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Chennapoda
ଆଜି ଛେନାପୋଡ଼ ଦିବସ : ରାଷ୍ଟ୍ରପତିଙ୍କଠୁ ବଲିଉଡ୍‌ ନେତା, ସମସ୍ତଙ୍କର ଭାରି ପ୍ରିୟ

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l...

KKR star
ବାପା ବୋହୁଛନ୍ତି ସିଲିଣ୍ତର; ରାତାରାତି ପୁଅ ପାଲଟିଗଲା ହିରୋ

ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ...

School Close
କାଲିଠୁ ସବୁ ସ୍କୁଲ୍‌ ଛୁଟି

କାଲିଠାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ସୂଚନା...

Farmer Issue
ଚାଷୀର ସବୁ ଗଲା, ପ୍ରସ୍ତୁତ ହେଲା ଅଣଚାଷୀଙ୍କ ଚିଠା...

ଗତ ୨୦୨୧/୨୨ ବର୍ଷରେ ବନ୍ୟା ଯୋଗୁଁ  ଧର୍ମଶାଳା ତହସିଲର ଅଭୟପୁର, ବମ୍ଫୁ, ଦକ୍ଷିଣଶାସନ,ସଂଖାରୀଢିହ, ମଙ୍ଗରାଜପୁର,ଚକ୍ରୋଡ଼ା, ପାଟପୁର ଆଦି ମୌଜାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ  କ୍ଷତିପୁରଣ ପ୍ରଦାନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା

Sholay scene recreated
ଶୋଲେ ପାର୍ଟ-୨ : ପାଣି ଟାଙ୍କିରେ ଚଢ଼ି ପ୍ରେମିକାଙ୍କୁ ଦେଲେ ଆତ୍ମହତ୍ୟାର ଧମକ

ପିଣ୍ଟୁ ବଲାଙ୍ଗୀର ସହରର ଜଣେ ଝିଅକୁ ଭଲ ପାଉଛନ୍ତି । କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବ ସମୟରେ ବଚସା ହୋଇଥିଲା । ହଠାତ ଆତ୍ମହତ୍ୟାର ଧମକ ଦେଇ ପିଣ୍ଟୁ ନିଜ ଗାଁର ଜଳ ଯୋଗାଣ ପାଇଁ ତିଆରି ହୋଉଥିବା ବଡ ପାଣି ଟାଙ୍କି ଉପରକୁ...

Couple ostracised from village
ପ୍ରେମ କରି ବାହା ହେଲେ ବୋଲି..ଗାଁରୁ ତଡ଼ିଦେଲେ

ଅନୀତାଙ୍କୁ ପ୍ରେମ ବିବାହ କଲେ ବୋଲି ପରେ ଝିଅ ଘର ପରିବାର ସମେତ ଗାଁର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ । ବିରୋଧ ଭୟରେ ଦୁହେଁ ଗାଁ ଛାଡ଼ି ଅନ୍ୟ ଏକ ଗାଁରେ ରହିବା ପରେ ଉଭୟ ରେଜିଷ୍ଟ୍ରି ବିବାହ ବି କରିଥିଲେ । ଇତି ମଧ୍ୟରେ ଜର୍ଜଙ୍କ...

Chhenapoda Dibasa
ଆଜି ଛେନାପୋଡ଼ ଦିବସ : ରାଷ୍ଟ୍ରପତିଙ୍କଠୁ ବଲିଉଡ୍‌ ନେତା, ସମସ୍ତଙ୍କର ଭାରି ପ୍ରିୟ

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l...

Weather
ବୈଶାଖ ନହେଉଣୁ ଏତେ? ଆଗକୁ କେତେ?

ଧୁ ଧୁ ଖରା.. ଅସ୍ତବ୍ୟସ୍ତ ରାଜ୍ୟବାସୀ । କିଛି ଦିନ ଅନ୍ତରାଳରେ ଲୋକଙ୍କୁ ପୁଣି ଅଣନିଶ୍ୱାସୀ କରିଛି ଗ୍ରୀଷ୍ମ ପ୍ରକୋପ । ମାର୍ଚ୍ଚରୁ ଏପ୍ରିଲର ପ୍ରଥମ ସପ୍ତାହ ଯାଏଁ ପଶ୍ଚିମାଝଡ଼ ଏବଂ କାଳ ବୈଶାଖୀ ପ୍ରଭାବରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିଲା । ତେବେ ଆଜି ରାଜ୍ୟର...

Covid-19
ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

ପୁଣି ବଢିଲାଣି କରୋନା ଭୟ : ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

Accident
ରାସ୍ତାରେ ଯାଉଯାଉ ଓଲଟି ପଡ଼ିଲା ଅଙ୍ଗୁର ବୋଝେଇ ଟ୍ରକ

ରାସ୍ତାରେ ଯାଉଯାଉ ଓଲଟି ପଡ଼ିଲା ଅଙ୍ଗୁର ବୋଝେଇ ଟ୍ରକ

Corona
ଆଗକୁ ଆସିବ କି କରୋନାର ଆଉ ଏକ ଲହର ?

ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ...

Heat Wave
ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ଲାଗି ୪୦ ଡିଗ୍ରୀ ଟପିଲା ପାରା । ଆଜି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ବି ପାରା ୪୦ ଛୁଇଁଛି । ରାଜଧାନୀ ଭୁବନେଶ୍ୱର ଓ ସମ୍ବଲପୁରରେ ମଧ୍ୟ ଏହା ପାଖାପାଖି ରହିଛି ତାପମାତ୍ରା ।...

Ganjam Dist and Hinjilicut Block Best in Country
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦେଶର ଶ୍ରେଷ୍ଠ ବ୍ଲକ୍, ମିଛ ରିପୋର୍ଟ କହିଲେ ବିରୋଧୀ

ନିଜେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ୍ ମିଡିଆରେ ଦେଇଛି ଏ ସୂଚନା। ତେବେ ବଡ଼ କଥା। ହେଲା ଯେଉଁ ଜିଲ୍ଲାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ବାସ୍ତବରେ କଣ ସେ ଜିଲ୍ଲା ବିକାଶର ଶିଖର ଛୁଇଁଛି ? ଭାତ ହାଣ୍ଡିରୁ ଗୋଟିଏ ଚିପିଲା ନ୍ୟାୟରେ ଏବେ ଜାଣିବା ଦିଗପହଣ୍ଡି କଥା।...

Fake Certificate
ଡାକ ଓ ଶିକ୍ଷା ବିଭାଗରେ ଜାଲ୍ ସାର୍ଟିଫିକେଟ୍ କାଣ୍ଡ, ସରକାରୀ କର୍ମଚାରୀଙ୍କ ଛାତି ଧଡ଼ଧଡ଼

ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ସରକାରୀ କର୍ମଚାରୀଙ୍କ ଛାତି ଏବେ ଧଡ଼ଧଡ଼ । ଡାକ ବିଭାଗରୁ ଶିକ୍ଷା ବିଭାଗ ଯାଏଁ ଲମ୍ବିଥିବା ନକଲି ଭୂତକୁ ଛଡ଼ାଇବା ପାଇଁ ପଣ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

Odisha Mo Parivar
‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ, ସରକାରୀକରଣ କରିବା ନେଇ ବର୍ଷିଲେ ବିରୋଧୀ

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧ । ବିଜେଡିର 'ଓଡ଼ିଶା ମୋ ପରିବାର'ର ସରକାରୀକରଣ ଅଭିଯୋଗ । ଉପଦେଷ୍ଟା ପରିଷଦରେ ବିଜେଡି ନେତାଙ୍କୁ ଥଇଥାନ ଯୋଜନା । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆକୃଷ୍ଟ କରିବା ପାଇଁ...

 obsessed with flowers
ଫୁଲ ପାଇଁ ଚାକିରି ଛାଡ଼ିଲେ...ଘରେ ରହି ଗଛର ଯତ୍ନ ନେଲେ

ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା

donates hair for cancer patients
ଲଣ୍ଡା ହେଲେ...କ୍ୟାନସର ରୋଗୀଙ୍କୁ କେଶ ଦାନ କଲେ

ଯୁକ୍ତ ଦୁଇ ଛାତ୍ରଙ୍କ ମହାନତା । ଲଣ୍ଡା ହେଲେ...କ୍ୟାନସର ରୋଗୀଙ୍କୁ କେଶଦାନ କଲେ । ୮ ମାସ ହେଲାଣି କାଟିନଥିଲେ ବାଳ

Blind faith or miracle!
ବିଞ୍ଚଣା ଦାନ କଲେ ଭଲହେବ ରୋଗ !

ମାଆଙ୍କ ଏହି ଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସାୟୀମାନେ ବି ବେଶ୍‌ ରକମ ରକମ ପସରା ଖୋଲନ୍ତି । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଚଟ୍‌ପଟା ଖାଦ୍ୟର ବି ଦୋକାନ ଖୋଲେ । ମାଆଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ବେପାର ବି ଭଲ...

NCF
ଏଣିକି କ୍ଲାସ୍‌ ରୁମରେ ଆଉ ରହିବନି କଳାପଟା !

ଏଣିକି ସ୍କୁଲର କ୍ଲାସ୍‌ ରୁମ୍‌ରେ ଲାଗିନପାରେ ବ୍ଲାକ୍‌ବୋର୍ଡ଼ । ବିନା କଳାପଟାରେ ଏଣିକି ପିଲାଏ ପଢିବେ ପାଠ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏନସିଏଫର ପରାମର୍ଶକୁ ନେଇ ଏବେ ସାରା ଦେଶରେ ବଢିଛି ଚର୍ଚ୍ଚା । ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କର ପରାମର୍ଶ ଅନୁସାରେ ଏବେ...

Train
ଏଇ ଉପାୟରେ ସଙ୍ଗେ ସଙ୍ଗେ କରନ୍ତୁ ତତ୍କାଳ ଟିକେଟ୍‌

ଷ୍ଟେସନ ନଯାଇ କେମିତି ଟ୍ରେନ ଟିକେଟ ମିଳିପାରିବ ତାହା ଆମେ ସମସ୍ତେ ଚାହାଁନ୍ତି । ହେଲେ ଅନେକ ସମୟରେ ଟିକେଟ୍‌ କରିବା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଟିକିଏ ଡେରି ହୋଇଗଲେ ଏହି ଟିକେଟ୍‌ ମିଳିବା ବଡ଼ କଷ୍ଟକର । କିନ୍ତୁ ଜାଣିରଖନ୍ତୁ ଆଇଆରସିଟିସି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି