• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Odisha Heat wave
ଅସମ୍ଭାଳ ତାତିରେ ଫୁଟୁଛି ସାରା ଓଡ଼ିଶା; ଡହଡହ ଖରାରେ ହେଉଛି ମଜୁରୀ କାମ

ଏହାରି ଭିତରେ ଖୋର୍ଦ୍ଧା, କଟକ ସମେତ ୪ ଜିଲ୍ଲାକୁ ଆସନ୍ତାକାଲି ଯାଏଁ ଜାରି କରାଯାଇଛି ଅରେଞ୍ଜ୍ ୱାର୍ଣ୍ଣିଂ । ସେପଟେ ତାତି ବଢାଇଛି ଦିନ ମଜୁରିଆଙ୍କ ସମସ୍ୟା । ସରକାରଙ୍କ ବାରଣ ସତ୍ତ୍ୱେ ବି ଡହଡହ ଖରାରେ ପେଟ ପାଇଁ ମୂଲ ଖଟିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

Guddu Muslim
ପୁରୀରେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା କି ଗୁଡ୍ଡୁ ମୁସଲିମ୍ ?

ଉମେଶ ପାଲ୍ ହତ୍ୟାକାଣ୍ଡର ଜଣଙ୍କ ପରେ ଜଣେ ଅଭିଯୁକ୍ତ ୟୁପି ପୋଲିସର ଏନକାଉଣ୍ଟର ଭୟରେ ଗୋଟିଏ ପରେ ଗୋଟିଏ ରାଜ୍ୟର ସୀମାଡେଇଁ ଚକମା ଦେଉଛନ୍ତି, ଯେମିତି ଗୁଡ୍ଡୁ । ଆଉ ଶେଷ ଥର ପାଇଁ ଗୁଡ୍ଡୁର ଲୋକେସନ୍ ଥିଲା ପୁରୀ ।

Sambalpur Net Issue
ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା

ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା...କର୍ଫ୍ୟୁ କଷଣ ସାଙ୍ଗକୁ ୮ ଦିନ ଧରି ଇଣ୍ଟରନେଟ୍ ସେବା ବନ୍ଦରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ । ଜରୁରୀ ଆବଶ୍ୟକତା ପାଇଁ ପଡ଼ୋଶୀ ଜିଲ୍ଲାକୁ ଧାଉଁଛନ୍ତି ଲୋକେ

c-section deliveries
ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି

ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି । ୧୫ ପ୍ରତିଶତରେ ସୀମିତ ରଖିବାକୁ WHOର ପରାମର୍ଶ ସତ୍ତ୍ବେ ଘରୋଇ ହସ୍ପିଟାଲରେ ୭୦ ପ୍ରତିଶତ ଉପରେ ଅସ୍ତ୍ରୋପଚାର ପ୍ରସବ ହାରକୁ ନେଇ ଚିନ୍ତା । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ସିଜରିଆନ୍ ଅଡିଟକୁ ଜୋରଦାର କରାଯାଉଛି ।

Dakabangala
ଜରାଜୀର୍ଣ୍ଣ ଡାକବଙ୍ଗଳା...ଦିନେ ଏଇଠି ରହୁଥିଲେ ବ୍ରିଟିଶର

୧୫ ଇଞ୍ଚିଆ କାନ୍ଥ, ୨ ଫୁଟିଆ ମଜବୁତ ପିଲରରେ ଠିଆ ହୋଇଥିବା ବିଶାଳ ବଙ୍ଗଳାରେ ଏକାଧିକ କୋଠରୀ ରହିଛି । କୋଠରୀ ଗୁଡ଼ିକରେ ମଜବୁତ କାଠ କବାଟ ଝରକା ଲାଗିବା ସହିତ ମୁଖ୍ୟ ଦ୍ଵାରରେ ଲୁହାର ଗେଟ୍ ଲାଗିଛି । ଏହା ସତ୍ୱେ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତ କୋଠୀରେ...

Scating
ସ୍କେଟିଂ ଖେଳାଳିଙ୍କୁ ଅଣଦେଖା : ଇଚ୍ଛା ଥିଲେ ବି ନାହିଁ ଭିତ୍ତିଭୂମି

ମନରେ ଦୃଢ ଇଚ୍ଛାଶକ୍ତି ସହ ‌ସେମାନଙ୍କ ଭିତରେ ଭରି ରହିଛି ଜୋସ୍‌ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ସ୍ୱପ୍ନ କେମିକି ସ୍କେଟିଂ ଖେଳିବେ? କେମିତି ଭାରତର ନାଁ ରଖିବେ । ସେଇଥି ଲାଗି ତ ପଡ଼ିଆରେ ପ୍ରତିଦିନ ୩୦ ରୁ ଅଧିକ ଖେଳାଳି ସ୍କେଟିଂ ପ୍ରାକ୍ଟିସ୍‌ରେ...

sp office road problem
ଚରମସୀମାରେ ଦୁର୍ନୀତି : ଏସ୍‌ପି ଅଫିସ ରାସ୍ତା ମାସେ ନପୁରୁଣୁ ଫାଟି ଆଁ କଲାଣି

ଯାଜପୁର ଏସ୍‌ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ...

Kotia
ଓଡ଼ିଶା ସ୍କୁଲରୁ ବିଜୁଳି କାଟିଦେଲା ଆନ୍ଧ୍ର !

ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା...

Bus Stand
ନୂଆ ବସ୍‌ଷ୍ଟାଣ୍ଡ ହେବ ବୋଲି ସବୁ ଭାଙ୍ଗିଦେଲେ : ଏବେ ଖରାରେ ଆଉଟୁପାଉଟୁ ଯାତ୍ରୀ

ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା...

Severe water scarcity
୧୫ ବର୍ଷ ହେଲାଣି ପାଣି ମିଳୁନି : ଖରାରେ ସିଝି ସିଝି ପାଣି ପାଇଁ ଯାଉଛନ୍ତି ମାଇଲେ ବାଟ

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ...

School Problem
ସ୍କୁଲ ଘର ଅଧାପନ୍ତରିଆ : ଭୂତ ଖାଇଗଲା ଟଙ୍କା !

ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ।

Bear Attack
ସଫା ହେଉଛି ଜଙ୍ଗଲ : ମଣିଷ-ଭାଲୁ ଭିତରେ ଚାଲିଛି ଲଢ଼େଇ

ଲୋକେ ଘର ଲାଗି ଆନ୍ଦୋଳନ କଲେ, ସରକାର ଜମି ପଟ୍ଟା ଦେଲେ । ହେଲେ ଥରେ ବି ବନ୍ୟଜନ୍ତୁଙ୍କ କଥା ଚିନ୍ତା କଲେ ନାହିଁ । ପଟ୍ଟା ପାଇବା ପରେ ଜଙ୍ଗଲ ସଫା କରି ଘର ତୋଳିବାରେ ବ୍ୟସ୍ତ ରହିଲା ମଣିଷ । ଥରେ ବି ଚିନ୍ତା କଲାନି ଜଙ୍ଗଲ...

BJD
ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦୁଇଫାଳ !

ପ୍ରବାଦ ପୁରୁଷ ବିଜୁବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ସାଲେପୁର ସହରର ମଧ୍ୟ ଭାଗରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଜ ସମର୍ଥକମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ପୁଷ୍ପମାଲ୍ୟ ଦେଇଥିଲେ ହିମାଂଶୁ କୁମାର ମହାନ୍ତି । ତାପରେ ସାଲେପୁର ବିଶ୍ୱେଶ୍ୱର ଠାରେ ଶ୍ରଦ୍ଧାଞ୍ଜଳି ସଭା ବି ହୋଇଥିଲା 

Sambalpur Hanuman Jayanti violence
୧୪ ଜିଲ୍ଲାରେ ଚକ-ଅଖ ସବୁ ଠପ୍ ! ତୁଷ୍ଟୀକରଣ ନୀତି ଛାଡ଼ନ୍ତୁ ରାଜ୍ୟ ସରକାର କହିଲା ବିଜେପି

ବରଗଡ଼ ରାସ୍ତା ଉପରେ ଚୌକି ପକେଇ ବସିଲେ । ଝାରସୁଗୁଡ଼ାରେ ମୋଟେ ଗାଡ଼ି ଛାଡ଼ିଲେନି । ଦେବଗଡ଼ରେ ଜଜ୍‌ଙ୍କୁ ଅଟକାଇଲେ । କୋରାପୁଟରେ ମଝି ରୋଡ୍‌ରେ ବାଇକ୍ ରଖି ପିକେଟିଂ । ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ...

Patients suffer due to scarcity of sheds at SCB hospital in Cuttack
ବିଶ୍ବସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ

ବିଶ୍ବସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ...ପ୍ରଚଣ୍ଡ ଖରାରେ ଛଟପଟ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ... ଡାକ୍ତର ଦେଖାଇବାକୁ ଆଉଟଡୋର ବାହାରେ କେମିତି ଆଉଟୁପାଉଟୁ ଶିଶୁଠୁ ବୃଦ୍ଧ, ଦେଖିବା ଯନ୍ତ୍ରଣାର ଦୟନୀୟ ଚିତ୍ର

Mahanadi Water Dispute
ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ଗ୍ରାଉଣ୍ଡ୍ ଜିରୋରେ ଟ୍ରିବ୍ୟୁନାଲ୍ ଟିମ୍ । ପୁଣି ତେଜିଲା 'ମହାନଦୀ' ରାଜନୀତି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ଲାଗି, ପ୍ରଥମ ଥର ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଟ୍ରିବ୍ୟୁନାଲ୍ ଟିମ୍ । ୩ ଜଣିଆ ବିଚାରପତିଙ୍କୁ ନେଇ...

Puspa-2
ମାଲକାନଗିରି ସୀମାନ୍ତ ଜଙ୍ଗଲରେ ସାଉଥ୍ ସୁପରଷ୍ଟାର ଆଲୁ ଅର୍ଜ୍ଜୁନ୍

ମାଲକାନଗିରି ସୀମାନ୍ତ ଜଙ୍ଗଲରେ ସାଉଥ୍ ସୁପରଷ୍ଟାର ଆଲୁ ଅର୍ଜ୍ଜୁନ୍... ଚାଲିଛି ଚର୍ଚ୍ଚିତ ଫିଲ୍ମ ପୁଷ୍ପା-2ର ସୁଟିଂ, ଖୁବଶୀଘ୍ର ସ୍ବାଭିମାନ ଅଂଚଳକୁ ବି ଆସିବ ଟିମ୍...ସୋସିଆଲ ମିଡିଆରେ ଭାଇରାଲ ଅଲ୍ଲୁଙ୍କ ଫଟୋ ଓ ଭିଡିଓ

Lord Jagannath, Puri Srimandir Administration File Missing By law Department.
ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ନେଇ ହଇଚଇ । ଆଇନ ବିଭାଗରୁ ଦୁଇ ଦୁଇଟି ଫାଇଲ୍ ଗାଏବ ପରେ ଅକଳରେ ସରକାର । ପୁଣି ପଦାରେ ପଡ଼ିଲା ସରକାରଙ୍କ ଦାୟିତ୍ୱହୀନତା ଓ ଖାମଖିଆଲ ନୀତି । ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଥିଲା, ଆଉ ଏବେ ଆଇନ ବିଭାଗରୁ...

Kotia
ଓଡ଼ିଶା ସ୍କୁଲରୁ ଆନ୍ଧ୍ର କାଟିଲା ବିଜୁଳି

ସ୍କୁଲରୁ ବିଜୁଳି ସଂଯୋଗ କାଟିଦେଲା ଆନ୍ଧ୍ର। ଏବେ ଅନ୍ଧାରରେ ୬୦ ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି…

Matric Student
ଆଶ୍ଚର୍ଯ୍ୟ!! ମାଟ୍ରିକ୍ ପରୀକ୍ଷା ଖାତା ନେଇ ପଳେଇଲେ ଛାତ୍ରୀ; ଖୋଜି ଖୋଜି ଘରେ ପହଞ୍ଚିଲେ ସାର୍‌

ମାଟ୍ରିକ୍‌ ପରୀକ୍ଷା ଦେଇ ଖାତାକୁ ଘରକୁ ନେଇଗଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷିରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଜଣେ ଛାତ୍ରୀ ପରୀକ୍ଷା ସମୟରେ ନିଜର ଉତ୍ତର ଖାତା ଘରକୁ ନେଇଯାଇଥିବାର ସୂଚନା ମିଳିଛି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି