Advertisment

Manmohan Samal: 'ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ, ଦାୟିତ୍ବହୀନ ମନ୍ତବ୍ୟ ଦେବା କଥା ନୁହେଁ'

ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ବହୀନ କଥା ଗଣମାଧ୍ୟମକୁ ନ ଆସୁ ବୋଲି କହିଛନ୍ତି ମନମୋହନ ସାମଲ।

author-image
Santosh Kumar Sahoo

ବିଜେଡି ନେତା ରାଜା ଚକ୍ରଠାରୁ ୧ କୋଟି ୩୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆମ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା । ଯେଉଁମାନେ ଅଭିଯୋଗ କରିଛନ୍ତି, ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ । ଦାୟିତ୍ବହୀନ ମନ୍ତବ୍ୟ ଦେବା କଥା ନୁହେଁ ବୋଲି କହିଛନ୍ତି ମନମୋହନ ସାମଲ। ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ବହୀନ କଥା ଗଣମାଧ୍ୟମକୁ ନ ଆସୁ ବୋଲି କହିଛନ୍ତି ମନମୋହନ ସାମଲ। 

Advertisment
Odisha Manmohan Samal Bjp State President Odisha
Advertisment
Advertisment