ବିଜେଡି ସାଂସଦଙ୍କ ବିବେକ ଦୁଇଫାଳ ହୋଇଗଲା କି? କାହିଁକି ସସ୍ମିତ ପାତ୍ର ଓ୍ୱକଫ୍ ବିଲକୁ ସମର୍ଥନ କଲେ ? ମୁନା ଖାଁକୁ କିଏ ବିରୋଧ ପାଇଁ ଦେଇଥିଲା ନିର୍ଦ୍ଦେଶ ? ବିଜେଡି ମୁଖିଆ ନବୀନଙ୍କ କଥାକୁ ମାନିଲେନି କାହିଁକି ସସ୍ମିତ ? କେବଳ ସସ୍ମିତ ନା ଆଉ କିଏ ସାଂସଦ ତାଙ୍କ ସାଙ୍ଗରେ ଅଛନ୍ତି ? ବିଜେଡି ପାର୍ଲିଆମେଣ୍ଟାରୀ କମିଟି ମିଟିଙ୍ଗରେ ମୁଖିଆଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ରାଜ୍ୟସଭାରେ ଓ୍ୱକଫ୍ ବିଲକୁ ବିରୋଧ କରିବାକୁ ।
Published By: Santosh Kumar Sahoo
Last updated: 04 April 2025, 08:40 PM IST
ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ବହୀନ କଥା ଗଣମାଧ୍ୟମକୁ ନ ଆସୁ ବୋଲି କହିଛନ୍ତି ମନମୋହନ ସାମଲ।