ରାଜା କହୁଛି ମୁଁ କିଛି ଜାଣିନି !
ପଦାକୁ ଆସୁଛି ରାଜାଙ୍କ ସତ । ଧୀରେ ଧୀରେ କଳାସାମ୍ରାଜ୍ୟ ଉପରୁ ହଟୁଛି ପରଦା ! ପୂର୍ବରୁ ଜେରା କରିସାଇଛି କ୍ରାଇମବ୍ରାଞ୍ଚ । EOW ବି ପଚରାଉଚରା କରିଛି । ଏବେ ଫାସରେ ପଡ଼ିବେ ରାଜାର ଶୁଭଚିନ୍ତକ । ବିଜେଡି ନେତା ରାଜା ଚକ୍ର ଗିରଫ ମାମଲାର ଏବେ ପୁଣି ନୂଆ ମୋଡ଼ ନେଇଛି । କେନ୍ଦୁଝର କୋଇଡ଼ା ମାଇନ୍ସ ଉପରେ ବର୍ତ୍ତମାନ ଚଢାଉ ଚାଲିଛି । କ୍ରାଇମବ୍ରାଞ୍ଚ, STF ଓ EOW ମିଳିତ ଭାବେ ଚଢାଉ କରୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)